ଜମ୍ମୁ-କଶ୍ମୀରରେ ପୁଣି ଆତଙ୍କବାଦୀ- ସୁରକ୍ଷାବାହିନୀ ମୁହାଁମୁହିଁ
ଜମ୍ମୁ-କଶ୍ମୀରରେ ପୁଣି ଆତଙ୍କବାଦୀ- ସୁରକ୍ଷାବାହିନୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି । କିଛି ଦିନ ହେଲା ଆତଙ୍କବାଦୀ ମାତିଛନ୍ତି । ସୁରକ୍ଷାକର୍ମୀ ଉପରକୁ ଆକ୍ରମଣ ବୃଦ୍ଧି ପାଉଛି। ଗତ ସପ୍ତାହ ହେଲା ଶ୍ରୀନଗରରେ ଅନେକ ଗ୍ରେନେଡ୍ ଆକ୍ରମଣ ହୋଇସାରିଲାଣି । ଆକ୍ରମଣକାରୀଙ୍କୁ ଧରିବା…