Browsing Tag

#india

ବିଜେପି କୁ କୁକୁର ସହ ତୁଳନା କରି ବିବାଦରେ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ

ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲ ଭାରତୀୟ ଜନତା ପାର୍ଟି (ବିଜେପି)କୁ କୁକୁର ସହ ତୁଳନା କରି ବିବାଦର ପରିସର ଭିତରକୁ ଆସିଛନ୍ତି।  ଓବିସି ସମ୍ପ୍ରଦାୟର ଲୋକଙ୍କୁ ଅପମାନିତ କରିଥିବା ଅଭିଯୋଗ ଆଣି ସେ ବିଜେପିକୁ ନିଜର ସ୍ଥାନ ଦେଖାଇବା ଉଚିତ ବୋଲି କହିଛନ୍ତି। ଆକୋଲା ଠାରେ ଏକ…

ପ୍ରବାସୀ ଭାରତୀୟ ଦିବସ ପାଇଁ ୱେବ୍‌ସାଇଟ୍‌ ଉନ୍ମୋଚିତ

ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ପାଇଁ ସମୟ ପାଖେଇ ଆସୁଛି। ଏହି ଭବ୍ୟ ମହୋତ୍ସବ ଆସନ୍ତା ଜାନୁଆରି ୮ ତାରିଖରୁ ରାଜଧାନୀର ଜନତା ମଇଦାନରେ ଅନୁଷ୍ଠିତ ହେବ। ପ୍ରବାସୀ ଭାରତୀୟ ଦିବସ ପାଇଁ ମଙ୍ଗଳବାର ନୂଆଦିଲ୍ଲୀର ଜବାହରଲାଲ ନେହରୁ ଭବନସ୍ଥିତ ସିବି ମୁଥାମା ହଲ୍‌ରେ ୱେବ୍‌ସାଇଟ୍‌ ଉନ୍ମୋଚିତ…

ଥିଲେ ଆର୍ଯ୍ୟନ ହେଲେ ଅନନ୍ୟା

ପୂର୍ବତନ  ଭାରତୀୟ କ୍ରିକେଟର ତଥା ବ୍ୟାଟିଂ ପ୍ରଶିକ୍ଷକ ବାଙ୍ଗରଙ୍କ ପୁଅ ଆର୍ଯ୍ୟନ ପୁଅରୁ ଝିଅ ହୋଇଛନ୍ତି । ଏଥିଲାଗି ସେ 10  ମାସ ତଳୁ ହର୍ମୋନ ଥେରାପି ନେବା ଆରମ୍ଭ କରିଥିଲେ । ଏବେ ଇନଷ୍ଟାଗ୍ରମାରେ ନିଜ ନୂଆ ରୁପର  ରିଲ ଛାଡ଼ି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ନିଜ ନାଁ ଅନନ୍ୟା…

ଭାରତୀୟ ଷ୍ଟକ ବଜାରରେ ହ୍ରାସ, କ୍ଷତି ସହିଲେ ନିବେଶକ

ଭାରତୀୟ ଷ୍ଟକ ବଜାରରେ ହ୍ରାସ ଧାରା ଥମିବାର କୌଣସି ସଙ୍କେତ ଦେଖାଯାଉନାହିଁ । ୧୨ ନଭେମ୍ବର ୨୦୨୪, ମଙ୍ଗଳବାର ବ୍ୟବସାୟ ଅଧିବେଶନରେ ଭାରତୀୟ ବଜାର ସକାଳେ ବୃଦ୍ଧି ସହିତ ଖୋଲିଥିଲା। ତେବେ ଦିନର କାରବାର ସମୟରେ ବ୍ୟାଙ୍କିଙ୍ଗ, ଏଫଏମସିଜି, ଅଟୋ ଏବଂ ଶକ୍ତି କ୍ଷେତ୍ରର ଷ୍ଟକଗୁଡ଼ିକରେ ପ୍ରବଳ…

ରାମ ମନ୍ଦିରକୁ ଉଡ଼ାଇ ଦେବାକୁ ଖଲିସ୍ତାନୀ ଆତଙ୍କବାଦୀଙ୍କ ଧମକ

ଭିଡିଓ ଜାରି କରି ରାମ ମନ୍ଦିରକୁ ଉଡ଼ାଇ ଦେବାକୁ ଖଲିସ୍ତାନୀ ଆତଙ୍କବାଦୀଙ୍କ ଧମକ । କାନାଡ଼ାରୁ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ଏପରି ଧମକ୍ ଦେଇଛି । ଭିଡିଓରେ ପନ୍ନୁ କାନାଡାର ହିନ୍ଦୁ ସାଂସଦ ଚନ୍ଦ୍ର ଆର୍ଯ୍ୟଙ୍କୁ ମଧ୍ୟ ଧମକ ଦେଇଛି । ଶିଖ୍ ଫର ଜଷ୍ଟିସ୍ ନାମକ ଆତଙ୍କବାଦୀ…

15 ରୁ ବଢିବ ଶୀତ

ଚଳିତ ବର୍ଷ ଶୀତ ପଡ଼ିବା ବିଳମ୍ବ ହେଉଇଁଥିଲେ ମଧ୍ୟ ଆଉ ଦିନେ କିମ୍ବା ଦୁଇଦିନ ଶୀତ ବଢିବାକୁ ଯାଉଛି। ଆଞ୍ଚଳିକ ପାଣିପ   ।  ଆଜି କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ମିଳିଥିବା ସୂଚନ ଅନୁଯାୟୀ ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଶୀତ ବଢ଼ିବ। ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ କମିଯିବ। ଏହା…

ପବିତ୍ର ପଞ୍ଚକ ବ୍ରତ ଆଜିଠୁ ଆରମ୍ଭ, ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ଲକ୍ଷ୍ମୀ ନାରାୟଣଙ୍କ ଉପାସନା

ଆଜି ପବିତ୍ର କାର୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି । ପବିତ୍ର ପଞ୍ଚକ ବ୍ରତ ଆଜିଠୁ ଆରମ୍ଭ । ଏହି ପଞ୍ଚକ ବ୍ରତକୁ ଭୀଷ୍ମ ପଞ୍ଚକ ବା ବଗ ପଞ୍ଚକ ବୋଲି କୁହାଯାଏ । ପଞ୍ଚକ ବ୍ରତର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ଲକ୍ଷ୍ମୀ ନାରାୟଣଙ୍କ ଉପାସନା ହେଉଥିବା ବେଳେ ଲକ୍ଷ୍ମୀ ନାରାୟଣ ବେଶରେ ଭକ୍ତଙ୍କୁ…

ମିଥୁନଙ୍କୁ ଧମକ ଦେଲା କିଏ ?

ଅଭିନେତାରୁ ରାଜନେତା ବନିଥିବା ମିଥୁନ ଚକ୍ରବର୍ତ୍ତୀଙ୍କୁ ଧମକ ମିଳିଛି  । ପାକିସ୍ତାନ ଗ୍ୟାଙ୍ଗଷ୍ଟର ସାହାଜାଦ ଭାଟି ଧମକ ଦେଇଛି ।  ଭିଡିଓ ଜାରି କରି ମିଥୁନଙ୍କୁ ଧମକ ଦେଇଥିବା ସୂଚନା ରହିଛି । ସଲମାନ ଖାନ ଓ ଶାହାରୁଖ ଖାନଙ୍କ ପରେ ଏବେ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଧମକ…

ରାଜଧାନୀ ଦିଲ୍ଲୀରେ ବାୟୁ ସହ ଜଳ ବି ହେଉଛି ପ୍ରଦୂଷିତ

ରାଜଧାନୀରେ ଅତ୍ୟନ୍ତ ଖରାପ ସ୍ଥିତିରେ ପ୍ରଦୂଷଣ । କିଛି ଦିନ ହେବ ଦିଲ୍ଲୀ କାଳନ୍ଦୀକୁଞ୍ଜ ନିକଟରେ ଯୁମନା ନଦୀରେ ଭାସୁଛି ବିଷାକ୍ତ ଫେଣ । ସ୍ଥିତି ଏମିତି ଯେ ପଶୁ ପକ୍ଷୀ ବି ତାକୁ ବ୍ୟବହାର କରିପାରିବେ ନାହିଁ । ସେହିପରି ବାୟୁର ପ୍ରଦୂଷଣ ବି ସାଙ୍ଘିତିକ ସ୍ଥିତିରେ । ସକାଳୁ ସକାଳୁ…

ଭାରତ ଗସ୍ତରେ ଋଷର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଡେନିସ୍ ମଣ୍ଟୁରୋଭ

ଦୁଇ ଦିନିଆ ଭାରତ ଗସ୍ତରେ ଋଷର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଡେନିସ୍ ମଣ୍ଟୁରୋଭ । ଭାରତ ଏବଂ ଋଷର ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ୍ କରିବାକୁ ବିଭିନ୍ନ ବୈଠକରେ ଯୋଗ ଦେବେ । ଆଜି ମୁମ୍ବାଇରେ ଋଷିଆ - ଭାରତ ବ୍ୟବସାୟିକ ବୈଠକରେ ଯୋଗଦେବେ । ଏହାପରେ ଆସନ୍ତାକାଲି ଋଷର…