Browsing Tag

#india

ୱାକଫ ବିଲ୍ ଏବଂ ମୁସଲମାନ ୱାକଫ୍ ବିଲ୍ ଗୃହୀତ ହେବାକୁ ପ୍ରଶଂସା କରିଛନ୍ତି ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦର ଉଭୟ ଗୃହ ଦ୍ୱାର ୱାକଫ (ସଂଶୋଧନ) ବିଲ୍ ଏବଂ ମୁସଲମାନ ୱାକଫ୍ (ରଦ୍ଦ) ବିଲ୍ ଗୃହୀତ ହେବାକୁ ପ୍ରଶଂସା କରିଛନ୍ତି । ଏହା ସାମାଜିକ-ଆର୍ଥିକ ନ୍ୟାୟ, ସ୍ୱଚ୍ଛତା ଏବଂ ସମାବେଶୀ ଅଭିବୃଦ୍ଧି ପାଇଁ ଆମର ସାମୂହିକ ପ୍ରୟାସରେ ଏକ ଯୁଗାନ୍ତକାରୀ…

ମନୋଜ କୁମାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

ମନୋଜ କୁମାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ନିଜ ଏକ୍ସ ଆକାଉଣ୍ଟରେ ମୋଦି ଲେଖିଛନ୍ତି, ମନୋଜ ଭାରତୀୟ ସିନେମାର ଜଣେ ପ୍ରତୀକ ଥିଲେ, ଯାହା ତାଙ୍କ ଦେଶପ୍ରେମ ପାଇଁ ପ୍ରବଳ ଆଗ୍ରହକୁ ଦର୍ଶାଉଥିଲା । ଏହା ତାଙ୍କ ଚଳଚ୍ଚିତ୍ରଗୁଡ଼ିକରେ ମଧ୍ୟ ପ୍ରତିଫଳିତ ହେଉଥିଲା ।…

ଆରପାରିରେ ବରିଷ୍ଠ ଅଭିନେତା ମନୋଜ କୁମାର

ବଲିଉଡରୁ ଆସିଛି ଏକ ଦୁଃଖଦ ଖବର । ବରିଷ୍ଠ ଅଭିନେତା ମନୋଜ କୁମାରଙ୍କ ଦେହାନ୍ତ ହୋଇଛି । ସେ ୮୭ ବର୍ଷ ବୟସରେ ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ଦେଶପ୍ରେମପୂର୍ଣ୍ଣ ସିନେମା କରିଥିଲେ । ସେଥିପାଇଁ…

୬ ତାରିଖଠାରୁ ପାଗରେ ପରିବର୍ତ୍ତନ ଆସିବା ସହ ପୁଣିଥରେ ତାପମାତ୍ରା ବଢ଼ିବ

ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ରହିବ। ଶୁକ୍ରବାର ଉପକୂଳ ଓଡ଼ିଶା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲା ଏବଂ ୫ ତାରିଖରେ ପଶ୍ଚିମ ଓଡ଼ିଶା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ହୋଇପାରେ। ସ୍ଥାନେ ସ୍ଥାନେ ୪୦ରୁ ୫୦ କିମି ବେଗରେ ପବନ ବହିବ। ୬…

ଆସନ୍ତାକାଲି ଶନି ଓ ମଙ୍ଗଳ ଏକାଠି ହୋଇ ନବପଞ୍ଚମ ଯୋଗ ସୃଷ୍ଟି କରିବେ

ଶନିବାର ୫ ଏପ୍ରିଲ୍‌ ୨୦୨୫ରେ ମଙ୍ଗଳ ଓ ଶନି ଏକାଠି ହେବା ଫଳରେ ଏକ ଶୁଭ ଓ ଶକ୍ତିଶାଳୀ ଯୋଗ ସୃଷ୍ଟି ହେବ । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ହଠାତ୍‌ ପରିବର୍ତ୍ତନ ହେବ । ଶନି ଓ ମଙ୍ଗଳ ଏକାଠି ହୋଇ ନବପଞ୍ଚମ ଯୋଗ…

ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା

ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ମିଳିଛି। ରାଜ୍ୟରେ ହୋଇଥିବା ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତିକୁ ରଦ୍ଦ କରିବା ଲାଗି କଲକାତା ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ ବଳବତ୍ତର ରଖିଛନ୍ତି। ହାଇକୋର୍ଟଙ୍କ…

ସମ୍ବଲପୁର ଗସ୍ତରେ DGP, ୬ଜଣ ଦକ୍ଷ ପୋଲିସ କର୍ମଚାରୀଙ୍କୁ ବଣ୍ଟନ କଲେ ଡ଼ିଜି ପଦକ

ସମ୍ବଲପୁର ଗସ୍ତରେ ଆସି ଗୁରୁବାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ। ସମ୍ବଲପୁରରେ ଗତ ରାତିରେ ରହଣି ପରେ ଗୁରୁବାର ସକାଳେ ସର୍ବ ପ୍ରଥମେ ମା’ ସମଲେଶ୍ୱରୀ ପୀଠରେ ମା’ଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ। ଏହା ପରେ ସେ…

କୋଡ଼ିଏରୁ ତିରିଶ ବର୍ଷ ବୟସ ଭିତରେ ଭାରତୀୟମାନଙ୍କ ଚୁଟି ପାଚିବା ଏକ ସାଧାରଣ କଥା ପାଲଟିଛି, ଜାଣନ୍ତୁ ଏହାର କାରଣ

ଏକଦା ବୃଦ୍ଧାବସ୍ଥା ସହ କେଶ ପାଚିବା ଜଡ଼ିତ ଥିଲା। ମାତ୍ର ସମ୍ପ୍ରତି କୋଡ଼ିଏରୁ ତିରିଶ ବର୍ଷ ବୟସ ଭିତରେ ଭାରତୀୟମାନଙ୍କ ଚୁଟି ପାଚିବା ଏକ ସାଧାରଣ କଥା ପାଲଟିଛି। ଜୀବନଶୈଳୀ, ପରିବେଶିକ ପରିବର୍ତ୍ତନ ଓ ଖାଦ୍ୟର ମିଶ୍ରିତ ପ୍ରଭାବ ଯୋଗୁଁ ସେଭଳି ଘଟୁଛି ବୋଲି ଜଣାଯାଇଛି। ସ୍ବାସ୍ଥ୍ୟ…

ବିମଷ୍ଟ୍ରେକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ,ମଞ୍ଚରେ ପରିବେଷିତ ଥାଇ ରାମାୟଣକୁ ମନଭରି ଉପଭୋଗ କଲେ ମୋଦୀ

ଥାଇଲ୍ୟାଣ୍ଡରେ ପ୍ରଧାନମନ୍ତ୍ରୀ ମୋଦୀ । ବିମଷ୍ଟ୍ରେକ ସମ୍ମିଳନୀରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ଥାଇଲ୍ୟାଣ୍ଡ ଗସ୍ତ କରିଛନ୍ତି । ମଞ୍ଚରେ ପରିବେଷିତ ଥାଇ ରାମାୟଣକୁ ମନଭରି ଉପଭୋଗ କଲେ ପ୍ରଧାନମନ୍ତ୍ରୀ ମୋଦୀ । ରାମାୟଣ ଶେଷ ପରେ ମଞ୍ଚରେ ଅଭିନୟ କରୁଥିବା କଳାକାରଙ୍କ ସହ ଫଟୋ ଉଠାଇ ସେହି…

ମୁଁ ସମସ୍ତଙ୍କୁ କହିବାକୁ ଚାହେଁ ଯେ, ମୋତେ ବି ସମର୍ଥନର ଆବଶ୍ୟକତା ରହିଛି – ସଲମାନ

ବଲିଉଡର ଭାଇଜାନ ସଲମାନ ଖାନ୍ ଏବେ ତାଙ୍କ ଫିଲ୍ମ ସିକନ୍ଦର ପାଇଁ ଚର୍ଚ୍ଚାରେ ଅଛନ୍ତି। ସିକନ୍ଦର ଇଦ୍ ଅବସରରେ ସିନେମା ହଲରେ ମୁକ୍ତିଲାଭ କରିଥିଲା। ପ୍ରଥମ ଦିନ ଫିଲ୍ମଟି ଭଲ ଆୟ କରିଥିଲେ ବି ଏବେ ଫିଲ୍ମର ଆୟ କମିବାରେ ଲାଗିଛି। ଫିଲ୍ମଟି ୧୦୦କୋଟି ପାର୍ କରିପାରିବ କି ନାହିଁ, ସେ ଚିନ୍ତା…