Browsing Tag

#india

ଶରୀରକୁ ସବୁବେଳେ ଥଣ୍ଡା ରଖେ କାକୁଡି

ଗରମ ଦିନ ହେଉ କି ବର୍ଷା ଦିନ ଅବା ହେଉ ଶୀତ ଦିନ କାକୁଡିର ଚାହିଦା ସବୁବେଳେ ଥାଏ । ଲୋକେ କାକୁଡି ସାଲାଡ ଖାଇବାକୁ ସବୁବେଳେ ପସନ୍ଦ କରୁଥିବା ବେଳେ ଗରମ ଦିନେ କିନ୍ତୁ କାକୁଡିର ଚାହିଦା ଅଧିକ ରହିଥାଏ ଆଉ ବଜାରରେ ବେଶି ବିକ୍ରିହୁଏ । ବାଟରେ ଘାଟରେ ଲୋକେ କାକୁଡି ଏବଂ ଲଙ୍କାଲୁଣ ଧରି ବିକ୍ରି…

ଆଇପିଏଲ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ, ରୟାଲକୁ ଭେଟିବ ରୟାଲ୍ସ, ଦିଲ୍ଲୀ-ମୁମ୍ବଇ ମୁକାବିଲା

ଆଇପିଏଲ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଜୟପୁରରେ ଅପରାହ୍ଣ ୨୮ତମ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସ-ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଓ ସନ୍ଧ୍ୟାରେ ଦିଲ୍ଲୀ କ୍ୟାପିଟାଲ୍‌ସ-ମୁମ୍ବଇ ଇଣ୍ଡିଆନ୍‌ସ ମୁକାବିଲା ହେବ। ସଞ୍ଜୁ ସାମସନଙ୍କ ନେତୃତ୍ବାଧିନ ରାଜସ୍ଥାନ ରୟାଲ୍‌ସ ୫ଟି ମ୍ୟାଚ ଖେଳି ୨ଟି…

ଆଜି ରାଜଧାନୀ ଭୁବନେଶ୍ବରର ଜନ୍ମଦିନ

ଆଜି ରାଜଧାନୀ ଭୁବନେଶ୍ବରର ଜନ୍ମଦିନ । ୭୭ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ବର । ପ୍ରତିଷ୍ଠା ଦିବସ ଉପଲକ୍ଷେ ସଜେଇ ହୋଇଛି ରାଜଧାନୀ  । ଆଜି ପ୍ରତିଷ୍ଠା ଦିବସ ଅବସରରେ ରାଜଧାନୀରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।ରାଜଧାନୀ ଭୁବନେଶ୍ଵର ପାଳୁଛି ୭୭ତମ ପ୍ରତିଷ୍ଠା ଦିବସ।…

ଜାଣନ୍ତୁ ଆଜିର ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟର ଦେବତା ଓ କର୍ମଫଳ ଦାତା ବୋଲି କୁହାଯାଏ । ଶନି ଗ୍ରହ ସବୁଠାରୁ ଧିମା ଗତିରେ ଚଳନ କରି ଥାନ୍ତି । ସେ ଅଢେଇ ବର୍ଷକୁ ଥରେ ରାଶି ପରିବର୍ତ୍ତନ କରି ଥାନ୍ତି । ଏହାସହ ୩୦ ବର୍ଷକୁ ଥରେ ଶନି ରାଶି ଚକ୍ରକୁ ପୂରଣ କରି ଥାନ୍ତି । ସମୟ ଅନୁଯାୟୀ ଶନି ଓଲଟା ମଧ୍ୟ…

ଭାରତୀୟ ଉପହାଦେଶ ଦୁଇଭାଗରେ ବିଭକ୍ତ ହୋଇଯିବାର ଆଶଙ୍କା

ଲକ୍ଷ ଲକ୍ଷ ବର୍ଷ ଧରି ସ୍ଥିର ଥିବା ଏକ ବିଶାଳ ଭୂମି ଖଣ୍ଡ ହଠାତ୍ ଭିତର ପାଖରୁ ଭାଙ୍ଗିବାକୁ ଆରମ୍ଭ କଲେ ଏହାର ଫଳାଫଳ କ’ଣ ହେବ ତାହା ଚିନ୍ତା କରିବାର ସମୟ ଆସିଛି।। ଏହା କୌଣସି ବିଜ୍ଞାନ କାଳ୍ପନିକ କାହାଣୀ ନୁହେଁ, ବରଂ ଭାରତର ଭୌଗୋଳିକ ଭବିଷ୍ୟତ ବିଷୟରେ ଏକ ଗମ୍ଭୀର ଚେତାବନୀ। ଆଟଲାଣ୍ଟିସ୍…

ପୁଲିସ ନିକଟରେ ୫ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳଯରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ପ୍ରଭାତ କୁମାରଙ୍କ ସମ୍ମୁଖରେ ବନ୍ଧୁକ ଓ ବୋମା ସହ ଏହି ୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।…

ଦକ୍ଷିଣ ଫ୍ଲୋରିଡାରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ,3 ମୃତ

ଶୁକ୍ରବାର ସକାଳେ ଦକ୍ଷିଣ ଫ୍ଲୋରିଡାରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ଆହତ ହୋଇଛନ୍ତି। ସ୍ଥାନୀୟ ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଥିଛନ୍ତି। ସେମାନେ କହିଛନ୍ତି ଯେ ବିମାନଟି ସକାଳ ପ୍ରାୟ ୧୦:୧୫ ସମୟରେ ଏକ ପ୍ରମୁଖ…

ଆଇପିଏଲ ୨୦୨୫ର ୨୬ତମ ମ୍ୟାଚ:ଗୁଜରାଟକୁ ୬ ଓ୍ବିକେଟରେ ହରାଇ ଦେଇଛି ଲକ୍ଷ୍ନୌ

ଲକ୍ଷ୍ନୌଠାରେ ଶନିବାର ଖେଳାଯାଇଥିବା ଆଇପିଏଲ ୨୦୨୫ର ୨୬ତମ ମ୍ୟାଚରେ ଗୁଜରାଟକୁ ୬ ଓ୍ବିକେଟରେ ହରାଇ ଦେଇଛି ଲକ୍ଷ୍ନୌ । ଲକ୍ଷ୍ନୌ ଆଗରେ ୧୮୧ ରନର ଲକ୍ଷ୍ୟ ଥିବାବେଳେ ଦଳ ୧୯.୩ ଓଭରରେ ୪ ଓ୍ବିକେଟ ହରାଇ ୧୮୬ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ନିକୋଲାସ ପୁରନ ୬୧ରନ କରିଥିବାବେଳେ ଆଉଡେନ…

ଆସନ୍ତାକାଲି ଭୁବନେଶ୍ୱରର ଜନ୍ମଦିନ

ଆସନ୍ତାକାଲି (ଏପ୍ରିଲ ୧୩)ରେ ରାଜଧାନୀ ଭୁବନେଶ୍ୱରର ଜନ୍ମଦିନ। ଭୁବନେଶ୍ୱର ପାଳିବ ୭୭ତମ ପ୍ରତିଷ୍ଠା ଦିବସ। ସମସ୍ତ ସରକାରୀ ବିଭାଗ ସମେତ ବିଏମସି ଓ ୬୭ଟି ୱାର୍ଡରେ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିପାଇଁ ବିଏମସି ପକ୍ଷରୁ ପ୍ରତି ୱାର୍ଡକୁ ୨୫ ହଜାର ଟଙ୍କା ଲେଖାଏଁ ଦିଆଯାଇଛି। ୭୭ତମ ରାଜଧାନୀ…

ରାଜଧାନୀର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ନିର୍ଧୁମ ବର୍ଷା

ରାଜଧାନୀରେ ବଦଳିଲା ପାଗ, ଆକାଶରେ ଦେଖାଦେଲା କଳାହାଣ୍ଡିଆ ମେଘ। ଆକାଶରେ କଳାହାଣ୍ଡିଆ ମେଘ ସହ ଚାରିଆଡ଼େ ଝିପି ଝିପି ବର୍ଷା ଆରମ୍ଭ ହୋଇଛି। ରାଜଧାନୀର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ନିର୍ଧୁମ ବର୍ଷା ହେଉଥିବାବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ…