ସୁନା ଦର ହୁ ହୁ ବଢ଼ିଚାଲିଛି
ସୁନା ଦର ପୁଣି ହୁ ହୁ ବଢ଼ିଚାଲିଛି। ଚଳିତ ସପ୍ତାହରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ପ୍ରାୟ ୪ ହଜାର ଟଙ୍କା (୩୯୯୦ ଟଙ୍କା) ବଢ଼ିଯାଇଛି। ଏଥିଯୋଗୁ ୧୦ ଗ୍ରାମ୍ ସୁନା ଦର ଭୁବନେଶ୍ବର ବଜାରରେ ୭୯୬୪୦ ଟଙ୍କାରେ ପହଞ୍ଚିଛି। ଶୁକ୍ରବାର ତୁଳନାରେ ଶନିବାର ସୁନା ୮୨୦ ଟଙ୍କା ମହଙ୍ଗା…