Browsing Tag

#india

ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍‌ରିଓ୍ବାଲଙ୍କ ଝିଅ ହର୍ଷିତା

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍‌ରିିୱାଲଙ୍କ ଝିଅ ହର୍ଷିତା କେଜ୍‌ରିିୱାଲ ଶୁକ୍ରବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସମ୍ଭବ ଜୈନଙ୍କ ହାତ ଧରିଛନ୍ତି ସେ। ଏହି ବିବାହ ଦିଲ୍ଲୀର କପୁରଥଲା ହାଉସରେ ଅନୁଷ୍ଠିତ ହୋଇଛି। ପୂର୍ବରୁ…

କୈଳାସ ମାନସରୋବର ଯାତ୍ରା ନିମନ୍ତେ ଭାରତ-ଚୀନ୍‌ ମଧ୍ୟରେ ଦ୍ବିପାକ୍ଷିକ ବୁଝାମଣା

ତିବ୍ବତରେ ଥିବା କୈଳାସ ମାନସରୋବର ଯାତ୍ରା ନିମନ୍ତେ ଭାରତ-ଚୀନ୍‌ ମଧ୍ୟରେ ଦ୍ବିପାକ୍ଷିକ ବୁଝାମଣା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ   ସୂତ୍ରରୁ ମିଳିଥିବା ସୂଚନାନୁସାରେ, ୨୦୧୭ ଡୋକଲାମ୍‌ ଓ ୨୦୨୦ ପାଙ୍ଗ୍‌ଓଙ୍ଗ୍‌ ସୋ ଠାରେ ଦୁଇ ପକ୍ଷର ସେନା ମଧ୍ୟରେ…

ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ

ୱାକଫ ସଂଶୋଧନ ଆଇନକୁ ନେଇ ସାରା ଦେଶରେ ରାଜନୀତି ଉଷ୍ମ। ମୋଦୀ ସରକାର ମୁସଲମାନମାନଙ୍କ କଲ୍ୟାଣ ପାଇଁ ଏହି ଆଇନକୁ ଆବଶ୍ୟକ ବୋଲି କହୁଥିବା ବେଳେ, କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏବଂ ଅନେକ ମୁସଲିମ ସଂଗଠନ ୱାକଫ ସଂଶୋଧନ ଆଇନକୁ ମୁସଲମାନମାନଙ୍କ ବିରୋଧୀ ବୋଲି କହୁଛନ୍ତି। ୱାକଫ ସଂଶୋଧନ ଆଇନ…

ଅଖିଳ ଭାରତୀୟ ମୁସଲିମ ଜମାତ ବିଜୟ ଥଲପତିଙ୍କ ବିରୋଧରେ ଏକ ଫତୱା ଜାରି କରିଛି

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ସୁପରଷ୍ଟାର ଏବଂ ତମିଝଗା ଭେତ୍ରି କଞ୍ଜଗମର ଅଧ୍ୟକ୍ଷ ବିଜୟ ଥଲପତି ଏକ ନୂତନ ବିବାଦରେ ଫସି ଯାଇଛନ୍ତି। ଅଖିଳ ଭାରତୀୟ ମୁସଲିମ ଜମାତ ଅଭିନେତାଙ୍କ ବିରୋଧରେ ଏକ ଫତୱା ଜାରି କରିଛି ଏବଂ ମୁସଲମାନମାନଙ୍କୁ ତାଙ୍କ ସହିତ ଛିଡା ନ ହେବାକୁ ଅନୁରୋଧ କରିଛି।…

ସୁନା ଦର 96 ହଜାର ଟପିଲା

ସୁନା ଦର ଗତଦୁଇ ଦିନ କମ୍ ହେବା ପରେ ବୁଧବାର ପୁଣି ମହଙ୍ଗା ହୋଇଛି। ଗୋଟିଏ ଦିନରେ ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନା ଦର ୯୫୦ ଟଙ୍କା ବଢ଼ିଥିବା ବେଳେ ୨୪ କ୍ୟାରେଟ୍ ସୁନା ୯୯୦ ଟଙ୍କା ମହଙ୍ଗା ହୋଇଛି। ଏହି ଦରବୃଦ୍ଧି ପରେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍ ୮୮,୧୫୦ ଟଙ୍କାକୁ…

କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ…

ଓଡ଼ିଶାର ଭିତ୍ତିଭୂମି ବକାଶରେ ଆଜି ଏକ ନୂତନ ଫର୍ଦ୍ଦ ଯୋଡ଼ି ହୋଇଛି। କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏହି ପ୍ରକଳ୍ପଗୁଡ଼ିକ ଭେଟି ଦେଇଛନ୍ତି। ଏହା ଦ୍ବାରା ରାଜ୍ୟର ୧୯ଟି…

ଆଜି ବିଶ୍ବ ହେମୋଫିଲିଆ ଦିବସ

ହେମୋଫିଲିଆ ହେଉଛି ଏକ ରକ୍ତଜନିତ ରୋଗ। ଏହି ରୋଗ ହେଲେ ରକ୍ତ ସହଜରେ ଜମାଟ ବାନ୍ଧିନଥାଏ। କାରଣ ହେମୋଫିଲିଆରେ ଜଣେ ଆକ୍ରାନ୍ତ ହେଲେ ରକ୍ତ ଜମାଟ ବାନ୍ଧିବା ପାଇଁ ଆବଶ୍ୟକ ହେଉ ଥିବା ପ୍ରୋଟିନ୍ କ୍ଷରଣ ବାଧାପ୍ରାପ୍ତ ହୋଇଥାଏ। ଏବେ ରାଜ୍ୟରେ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟରେ…

ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା

ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇଛି । ଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ପୂର୍ବାପେକ୍ଷା ହ୍ରାସ ପାଇଛି। ସର୍ବାଧିକ ତାପମାତ୍ରା ଏଥିଯୋଗୁଁ ୪୦ଡିଗ୍ରୀ ସେଲ୍‌ସିୟସ୍‌ ତଳକୁ ଖସିଛି। ବୁଧବାର ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଏବଂ…

ମେ’ ମାସରେ କେତୁ ସୂର୍ଯ୍ୟଙ୍କ ରାଶି ସିଂହ ରାଶିରେ ପ୍ରବେଶ କରିବେ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରି ଥାନ୍ତି। କିଛି ଗ୍ରହ ଧିମା ଗତିରେ କିଛି ଶୀଘ୍ର ଚଳନ କରି ଥାନ୍ତି। ଛାୟା ଗ୍ରହ କୁହାଯାଉଥିବା କେତୁ ୧୮ ମାସକୁ ଥରେ ରାଶି ପରିବର୍ତ୍ତନ କରି ଥାନ୍ତି । ମେ’ ମାସରେ କେତୁ ସୂର୍ଯ୍ୟଙ୍କ ରାଶି ସିଂହ ରାଶିରେ…

କେନ୍ଦ୍ର ସରକାରଙ୍କ ପକ୍ଷରୁ ୩୫ଟି ଫିକ୍ସଡ-ଡୋଜ୍ ଔଷଧର ଉତ୍ପାଦନ, ବିକ୍ରୟ ଓ ବିତରଣ ଉପରେ ନିଷେଧାଦେଶ ଜାରି

କେନ୍ଦ୍ର ସରକାରଙ୍କ ପକ୍ଷରୁ ୩୫ଟି ଫିକ୍ସଡ-ଡୋଜ୍ ଔଷଧର ଉତ୍ପାଦନ, ବିକ୍ରୟ ଓ ବିତରଣ ଉପରେ ନିଷେଧାଦେଶ ଜାରି କରାଯାଇଛି। ଏସବୁ ଔଷଧଗୁଡ଼ିକର ଅନୁମୋଦନ ପୁର୍ବରୁ ସମୀକ୍ଷା କରାଯିବା ସହିତ ଏହାର ଉତ୍ପାଦନ, ବିକ୍ରୟ ଓ ବିତରଣ ବନ୍ଦ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଭେଷଜ…