Browsing Tag

#india

ହିନ୍ଦୁଙ୍କ ଉପରେ ୨୨୦୦ ଆକ୍ରମଣ

ୟୁନୁସ ସରକାର ମାନୁନାହାଁନ୍ତି । ହିନ୍ଦୁଙ୍କ ଉପରେ ମୁସଲମାନମାନେ ଆକ୍ରମଣ କରୁଛନ୍ତି । ଅନେକ ଲୋକଙ୍କ ଜୀବନ ଯାଇଛି । ବାଂଲାଦେଶରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି ବୋଲି ସଂସଦରେ ଆଲୋଚନା ବେଳେ ଭାରତ ସରକାର ତଥ୍ୟ ପ୍ରଦାନ କରିଛନ୍ତି । ପୂର୍ବତନ…

ପ୍ରିୟଙ୍କା ଗାନ୍ଧିଙ୍କୁ ବ୍ୟାଗ୍ ଭେଟି ଦେଇଛନ୍ତି ଅପରାଜିତା ଷଡ଼ଙ୍ଗୀ

କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧିଙ୍କୁ ୧୯୮୪ ଲେଖା ହୋଇଥିବା ବ୍ୟାଗ୍ ଭେଟି ଦେଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସଂସଦ ଭବନ ଭିତରକୁ ପ୍ରିୟଙ୍କା ଗାନ୍ଧି ପ୍ରବେଶ କରୁଥିବା ବେଳେ ତାଙ୍କ ହାତକୁ ଏହି ବ୍ୟାଗ ବଢାଇଦେଇଥିଲେ ଅପରାଜିତା। ଆଉ ପ୍ରିୟଙ୍କା ବ୍ୟାଗରେ କଣ ଲେଖା ଅଛି ନଦେଖି ବ୍ୟାଗ…

ଆହତ ସାଂସଦଙ୍କୁ ଭେଟିଲେ ବୈଜୟନ୍ତ ପଣ୍ଡା

ସଂସଦ ପରିସରରେ ହୋଇଥିବା ଠେଲାପେଲା ଘଟଣାରେ ଆହତ ହୋଇଥିବା ଦୁଇ ସାଂସଦଙ୍କୁ ଭେଟିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଆଜି ଆରଏମଏଲ ହସ୍ପିଟାଲରେ ପହଞ୍ଚି ବୈଜୟନ୍ତ ପଣ୍ଡା ଉଭୟଙ୍କୁ ଭେଟିଛନ୍ତି। ଏଥିସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏହି ଘଟଣାକୁ ନେଇ…

ଆସିଛି ପିକନିକ୍ ସମୟ, ମନମହୁଛି ଖାଣ୍ଡିଆ ଜଳପ୍ରପାତ

ଆସିଛି ପିକନିକ୍ ସମୟ। ଜମୁଛି ବଣଭୋଜିର ମଜା। ପରିବାର ଓ ସାଙ୍ଗସାଥୀ ମେଳରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ। ମୟୂରଭଂଜ ଜିଲ୍ଲା  ରାଇରଙ୍ଗପୁର ସହରରୁ ୫୦କିମି  ଓ ସଦର ମହକୁମା ବାରିପଦାଠାରୁ ୬୦କିମି ଦୂରରେ ଅବସ୍ଥିତ ଖଣ୍ଡିଆ ଜଳପ୍ରପାତ। ରାତି ପାହିଲେ ଝରଣା…

ଭୟ ବଢାଇଲା ନୂଆ ଭାଇରସ ଡ଼ିଙ୍ଗା , ଉଗାଣ୍ଡରେ 400 ରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନିପା, କରୋନା ପରେ ପୁଣିଥରେ ଡ଼ରାଇଲାଣି  ଆଉ ଏକ ନୂଆ ଭାଇରସ । ଆଫ୍ରିକୀୟ ଦେଶ ଉଗାଣ୍ଡାରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ନୂଆ ଭାଇରସ । ସଂକ୍ରମିତ ହେଲେ ପ୍ରବଳ ଜ୍ବର ସହ ମୁଣ୍ଡ ବିନ୍ଧିବା, ଦୁର୍ବଳ ଅନୁଭବ କରିବା ଭଳି ଦେଖାଦେଉଛି ଲକ୍ଷଣ । ଆକ୍ରାନ୍ତମାନେ ପାରାଲିସିସ୍‌ର ଶିକାର…

ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତି ଆରମ୍ଭ , 23 ରୁ ପଠାଯିବ ପ୍ରାକ୍ଟିକାଲ୍‌ ପ୍ରଶ୍ନପତ୍ର

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ତାରିଖ ଘୋଷଣା ସହ ପରୀକ୍ଷା କେନ୍ଦ୍ର ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ୧୨୭୬ କେନ୍ଦ୍ରରେ ଥିଓରି ପରୀକ୍ଷା ଅନୁଷ୍ଠିତ ହେବ।…

ଦିଲ୍ଲୀରେ ପ୍ରି-ବଜେଟ ବୈଠକରେ ଯୋଗ ଦେବେ ମୋହନ ଚରଣ ମାଝୀ

ଦିଲ୍ଲୀରୁ ଆଜି ରାଜସ୍ଥାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। ଜୟପୁରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ପ୍ରି-ବଜେଟ ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। ଆସନ୍ତାକାଲି ରାଜସ୍ଥାନରେ 55ତମ ଜିଏସଟି ବୈଠକ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ 20 ଏବଂ 21…

ଶୃଙ୍ଖଳିତ ହେବ ଶ୍ରୀମନ୍ଦିର ନାଟମଣ୍ଡପ ଦର୍ଶନ

ଶ୍ରୀମନ୍ଦିର ନାଟମଣ୍ଡପରେ ଜାନୁଆରିରୁ ଆରମ୍ଭ ହେବାକୁ ଯାଉଛି ନୂଆ ଦର୍ଶନ ବ୍ୟବସ୍ଥା। ନାଟମଣ୍ଡପରେ ବି ଭକ୍ତମାନେ ଧାଡ଼ିରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ନାଟମଣ୍ଡପରେ କାଠରାମ୍ପ୍‌ରେ ୬ଟି ଧାଡ଼ି ବ୍ୟବସ୍ଥା କରାଯିବ। ତିନିଟି ଧାଡ଼ି ଶିଶୁ, ମହିଳା, ବୃଦ୍ଧବୃଦ୍ଧାଙ୍କ ପାଇଁ ଓ ବାକି ତିନିଟି…

ଜାନୁୟାରୀ ୧୮ରେ ହେବ ପକ୍ଷୀ ଗଣନା,୧୬ରୁ ଆରମ୍ଭ ହେବ ପ୍ରକ୍ରିୟା

ଜାନୁୟାରୀ ୧୮ରେ ହେବ ପକ୍ଷୀ ଗଣନା,୧୬ରୁ ଆରମ୍ଭ ହେବ ପ୍ରକ୍ରିୟା । ଏଥର ସାରା ରାଜ୍ୟରେ ଗୋଟିଏ ଦିନରେ ହେବ ଗଣନା । ଏହି ଗଣନାରେ ଫ୍ଲେମିଂଗୋର ଟ୍ରାକିଙ୍ଗ କରାଯିବ । ସେଥିପାଇଁ ୧୦ଟି ଫ୍ଲେମିଂଗୋରଙ୍କ ଗୋଡରେ ସାଟେଲାଇଟ ଟ୍ରାକିଙ୍ଗ ରିଙ୍ଗ ଲଗାଯିବ । ସାଟେଲାଇଟ୍ ଟ୍ରାକିଂ ରିଙ୍ଗ ଲଗାଗଲେ…

୯୦୦ କୋଟି ରୋଜଗାର କଲା ‘ପୁଷ୍ପା-୨’

ଏବେ ସାରା ବିଶ୍ୱରେ ଦେଖିବାକୁ ମିଳିଛି ‘ପୁଷ୍ପା-୨’ ଜଲୱା। ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଇତିହାସ ସୃଷ୍ଟି କରୁଛି ପୁଷ୍ପା-୨ । ବହୁ ପ୍ରତିକ୍ଷୀତ ପୁଷ୍ପା-୨ ବକ୍ସ ଅଫିସରେ ନୂଆ ଅଧ୍ୟାୟ ଲେଖିବା ଜାରି ରଖିଛି । ରିଲିଜର ୧୦ ଦିନ ଭିତରେ ସାରା ବିଶ୍ୱରେ ‘ପୁଷ୍ପା-୨’ ୧୦୦୦…