Browsing Tag

#india

ଆଜି ଦେଶ ପାଳୁଛି ୭୭ତମ ଭାରତୀୟ ସେନା ଦିବସ 

ଦେଶ ମାତୃକା ପାଇଁ ତାଙ୍କ ବଳିଦାନକୁ କେହି କେବେ ଭୁଲି ପାରିବେନି ।  ସୀମାରେ ଶତ୍ରୁକୁ ଦେଖାନ୍ତି ସେମାନେ ନାଲି ଆଖି । ଛାତିରେ ଗୁଳି ଖାଇ ଆମକୁ ଛାତ ଭଳି ଦିଅନ୍ତି ସୁରକ୍ଷା ।  ସେନା ଅଛି ବୋଲି ସୀମା ପାର କରିପାରନ୍ତି ନାହିଁ ଶତ୍ରୁ ।  ସେନା ଅଛି ବୋଲି ଆମେ ଅଛୁ ।  ସେମାନେ ନୀଡର,…

ଆଜିର ରାଶିଫଳ

ମନକଥା ମନରେ ରଖନ୍ତୁ। ଅଫିସରେ ବାତାବରଣ ଟିକେ ଅଲଗା ହେବ। ଭାବିଚିନ୍ତି ବଡ଼ ନିଷ୍ପତ୍ତି ନିଅନ୍ତୁ। ସିନେ କଳାକାରଙ୍କ ଲାଗି ଭଲ ଦିନଟିଏ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ‌ ବୃଷ: ପାରିବାରିକ କାମ କରିବା ଲାଗି ଘର ଲୋକଙ୍କ ସହଯୋଗ ପାଇବେ। ଜମି କିଣିବା ଲୋକଙ୍କୁ ଲାଭ…

ଆଜି ଶ୍ରୀମନ୍ଦିରରେ ବନକଲାଗି, ୫ଘଣ୍ଟା ବନ୍ଦ ରହିବ ଶ୍ରୀଜିଉ ମାନଙ୍କ ଦର୍ଶନ

ଆଜି ଶ୍ରୀମନ୍ଦିରରେ ବନକଲାଗି, ୫ଘଣ୍ଟା ବନ୍ଦ ରହିବ ଶ୍ରୀଜିଉ ମାନଙ୍କ ଦର୍ଶନ । ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାନ ପକ୍ଷରୁ ସୂଚନା ଦିଆଯାଇଛି । ଦ୍ବିତୀୟ ଭୋଗ ମଣ୍ଡପ ପରେ ଶ୍ରୀଜିଉ ମାନଙ୍କର ବନକ ଲାଗି କରାଯିବ । ଶ୍ରୀଜୀଉ ମାନଙ୍କର…

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ବାର୍ କୋଡ୍‌ ସହ ୱାଟର ମାର୍କ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା

ଦଶମ ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ ବୋର୍ଡର ବଡ଼ ପଦକ୍ଷେପ। ଚଳିତ ବର୍ଷ ବୋର୍ଡ ପକ୍ଷରୁ ହେବାକୁ ଯାଉଥିବା ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ବାର୍ କୋଡ୍‌ ସହ ୱାଟର ମାର୍କ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା ହୋଇଛି। ବର୍ତ୍ତମାନ ପରୀକ୍ଷା ମୂଳକ ଭାବରେ ଓଡିଶା ସେକେଣ୍ଡାରୀ ହାଇସ୍କୁଲ ଟିଚର…

ଜାନୁଆରି ୨୧ ଓ ୨୭ ତାରିଖରେ ହେବ ୟୁଜିସି-ନେଟ୍ ପରୀକ୍ଷା

ଜାନୁଆରି ୧୫ରେ ସ୍ଥଗିତ ହୋଇଥିବା ୟୁଜିସି-ନେଟ୍ ପରୀକ୍ଷା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ନୂଆ ତାରିଖ ଘୋଷଣା କରିଛି । ଆସନ୍ତା ଜାନୁଆରି ୨୧ ଓ ୨୭ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଅପଡେଟ୍ ହୋଇଥିବା ଆଡମିଟ୍ କାର୍ଡ ଖୁବ୍ ଶୀଘ୍ର ୟୁଜିସି ନେଟ୍ ୱେବସାଇଟ୍ ugcnet.nta.ac.in…

ଖେଳାଳିଙ୍କ ସହିତ ଯାଇ ପାରିବେନି ସ୍ତ୍ରୀ ଓ ପରିବାର

ଭାରତୀୟ ଖେଳାଳିଙ୍କ ଖରାପ ପ୍ରଦର୍ଶନ ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏହାର ଆଭିମୁଖ୍ୟ ଅଧିକ ଶକ୍ତ କରିଛି। ପୂର୍ବରୁ ଖେଳାଳିଙ୍କ ସହିତ ପରିବାର ଲୋକ ଓ ସ୍ତ୍ରୀ ଯିବାର ଅନୁମତି ରହିଥିବା ବେଳେ ବର୍ତ୍ତମାନ ଏହି ନିୟମକୁ ବଦଳାଇଛି ବିସିସିଆଇ। ଭାରତୀୟ ଦଳର ବିଦେଶ ଗସ୍ତ ସମୟରେ…

‘ନାଗ ମାର୍କ-୨’ ମିସାଇଲ୍‌ର ସଫଳ ପରୀକ୍ଷଣ

ସ୍ବଦେଶୀ ଜ୍ଞାନ କୌଶଳରେ ବିକଶିତ ‘ତୃତୀୟ ପିଢ଼ିର ଫାୟାର ଆଣ୍ଡ୍‌ ଫର୍‌ଗେଟ୍‌ ଆଣ୍ଟି ଟ୍ୟାଙ୍କ୍‌ ଗାଇଡେଡ୍‌ ମିଶାଇଲ ‘ନାଗ ମାର୍କ ୨’ର ସୋମବାର ସଫଳ ପରୀକ୍ଷଣ କରାଯାଇଛି। ରାଜସ୍ଥାନର ଜୈସଲମେର ଜିଲା ପୋଖରାନ ଫିଲ୍ଡ ଫାୟାରିଙ୍ଗ୍‌ ରେଞ୍ଜ୍‌ରୁ ଏହି ମିଶାଇଲର ୩ଟି ପରୀକ୍ଷଣ କରାଯାଇଛି। ଉକ୍ତ…

ISRO ର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଡକ୍ଟର ଭି.ନାରାୟଣନ

ISRO ର ନୂଆ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଶିଷ୍ଟ ବୈଜ୍ଞାନିକ ଭି.ନାରାୟଣନ୍‌ । ଗତକାଲି ଅପରାହ୍ନରେ ସେ ଇସ୍ରୋର ନୂଆ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ନେଇଛନ୍ତି । ଭି. ନାରାୟଣନ ଇସ୍ରୋର ମୁଖ୍ୟ ଭାବେ ଦୁଇ ବର୍ଷ ଧରି ଦାୟିତ୍ବରେ ରହିବେ । ଦେଶରେ କ୍ରାୟୋଜେନିକ ଇଞ୍ଜିନ ବିକାଶ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ FIR ରୁଜୁ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ ହୋଇଛି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଇଛି। ସୂଚନାଯୋଗ୍ୟ, ଗୋବିନ୍ଦ ପୁରୀରେ ଏକ ଏଫଆଇଆର ପଞ୍ଜିକୃତ ହୋଇଛି। ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ନିର୍ବାଚନରେ ସରକାରୀ ଗାଡ଼ି…

ବିଶ୍ବ ବଜାରରେ ଅସ୍ଥିରତା ଦେଖାଦେଇଥିବାରୁ ପୁଣି ଥରେ ମହଙ୍ଗା ହୋଇଛି ସୁନା, ୮୦ ଟପିଲା ସୁନା

ବିଶ୍ବ ବଜାରରେ ଅସ୍ଥିରତା ଦେଖାଦେଇଥିବାରୁ ପୁଣି ଥରେ ମହଙ୍ଗା ହୋଇଛି ସୁନା । ଭୁବନେଶ୍ବରରେ ୨୪ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍ ୪୩୦ ଟଙ୍କା ବୃଦ୍ଧି ପାଇ ୮୦,୦୦୭ ଟଙ୍କା ହୋଇଛି। ତେବେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ୍ ଦାମ୍ ୭୩,୪୦୦ ଟଙ୍କାରେ ପହଞ୍ଚିଛି। ୨୨ କ୍ୟାରେଟ୍‌…