Browsing Tag

#india

ପକ୍ଷୀ ଗଣନା ଚାଲିଛି

ରାଜ୍ୟରେ ପକ୍ଷୀଗଣନା ଚାଲିଛି। ଚଳିତବର୍ଷ ଗୋଟିଏ ଦିନରେ ରାଜ୍ୟର ସମସ୍ତ ସ୍ଥାନରେ ପକ୍ଷୀ ଗଣନା କରାଯିବାକୁ ଯୋଜନା ହୋଇଛି। ଗଣନାରେ ସାମିଲ୍‌ ହେବାକୁ ଥିବା ସମସ୍ତ ସଦସ୍ୟଙ୍କ ତାଲିମ ପ୍ରକ୍ରିୟା‌ ଶେଷ ହୋଇଛି। ଆଜି ଭୋର‌୍‌ରୁ ଗଣନା ଆରମ୍ଭ ହୋଇ ସଂଧ୍ୟା ସୁଦ୍ଧା ଶେଷ କରିବାକୁ…

ବରିଷ୍ଠ ନାଗରିକଙ୍କ ପାଇଁ ଶିରିଡ଼ି ଓ ନାସିକକୁ ଗଡ଼ିଲା ତୀର୍ଥଯାତ୍ରୀ ଟ୍ରେନ୍‌

ଭୁବନେଶ୍ଵରରୁ ଶିରିଡ଼ି ଓ ନାସିକକୁ ଗଡ଼ିଲା ତୀର୍ଥଯାତ୍ରୀ ଟ୍ରେନ୍‌। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ଵର ରେଳ ଷ୍ଟେସନରେ ସବୁଜ ପତାକା ଦେଖାଇ ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଭୁବନେଶ୍ବର-ଶିରିଡ଼ି-ନାସିକ ତୀର୍ଥଯାତ୍ରା ଟ୍ରେନ୍‌ର ଶୁଭାରମ୍ଭ କରିଛନ୍ତି। ବରିଷ୍ଠ…

ପୁରୀ କଣାସରେ କାୟା ମେଲାଉଛି ଝାଡାବାନ୍ତି

ପୁରୀ କଣାସରେ କାୟା ମେଲାଉଛି ଝାଡାବାନ୍ତି । ପାଣି ପରୀକ୍ଷାରୁ ଆସିଲା ସାଂଘାତିକ ଚିତ୍ର । ଦୟାନଦୀର ପାଣି ପରୀକ୍ଷା ପରେ ଏଥିରେ ଆମାଶୟ ଭୂତାଣୁ ଚିହ୍ନଟ ହୋଇଥିବା ଜଣାପଡ଼ଛି । ଯାହାକୁ ନେଇ ଲୋକଙ୍କୁ ସତର୍କ କରିଛନ୍ତି ଅଣୁ ବିଶେଷଜ୍ଞ । ଆଜି ଆଉ ଦୁଇ ଗାଁକୁ ବ୍ୟାପିଛି ଝାଡ଼ାବାନ୍ତି । …

ହ୍ବାଇଟ ହାଉସ ଉପରେ ଆକ୍ରମଣ କରିବା ଅଭିଯୋଗରେ ଭାରତୀୟ ନାଗରିକ ସାଇ ବର୍ଷିତ କଣ୍ଡୁଲାଙ୍କୁ ୮ ବର୍ଷ ଜେଲଦଣ୍ଡ

ଆମେରିକାର ରାଷ୍ଟ୍ରପତି ଭବନ ହ୍ବାଇଟ ହାଉସ ଉପରେ ଆକ୍ରମଣ କରିବା ଅଭିଯୋଗରେ ୨୦ ବର୍ଷୀୟ ମୂଳ ଭାରତୀୟ ନାଗରିକ ସାଇ ବର୍ଷିତ କଣ୍ଡୁଲାଙ୍କୁ ୮ ବର୍ଷ ଜେଲଦଣ୍ଡ ଦିଆଯାଇଛି। ୨୨ ମଇ, ୨୦୨୩ରେ, କଣ୍ଡୁଲା ଏକ ଟ୍ରକରେ ହ୍ବାଇଟ ହାଉସ ସୁରକ୍ଷା କ୍ଷେତ୍ରରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ତାଙ୍କର…

ରାଜ୍ୟରେ ଶୀତ ଲହରି ଜାରି , ୬ଟି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି

ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ୧୮ ତାରିଖ ପର୍ଯ୍ୟନ୍ତ ଘନକୁହୁଡି ଅନୁଭୁତ ହେବ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନ ଥିଲେ ମଧ୍ୟ କେତେକ ଜିଲାରେ ତାପମାତ୍ରା କମିବାର ସମ୍ଭାବନା ରହିଛି। ବିଶେଷ କରି ଉପକୂଳ ସମେତ ଆଭ୍ୟନ୍ତରୀଣ…

ଚଳିତ ବର୍ଷ ଭାରତର ଅର୍ଥନୀତି ୬.୫ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି

ବିଶ୍ୱ ବ୍ୟାଙ୍କ ଅର୍ଥନୀତିକୁ ପ୍ରଶଂସା କରିବା ସହ ଭାରତର ଜିଡିପି ବୃଦ୍ଧିକୁ ନେଇ ଏକ ନୂଆ ଆକଳନ କରିଛି । ଚଳିତ ବର୍ଷ ଭାରତର ଅର୍ଥନୀତି ୬.୫ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି । ସୁଦୃଢ଼ ଶ୍ରମ ବଜାର, ବର୍ଦ୍ଧିତ ଋଣ ଏବଂ ମୁଦ୍ରାସ୍ଫୀତି ହ୍ରାସ ଯୋଗୁଁ…

ଅଭିନେତା ସୈଫ୍ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ଘଟଣାରେ ସନ୍ଦୀଗ୍ଧ ଆକ୍ରମଣକାରୀକୁ ବାନ୍ଧିଲା ମୁମ୍ବାଇ ପୁଲିସ

ଅଭିନେତା ସୈଫ୍ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ଘଟଣାରେ ସନ୍ଦୀଗ୍ଧ ଆକ୍ରମଣକାରୀକୁ ବାନ୍ଧିଲା ମୁମ୍ବାଇ ପୁଲିସର ସ୍ପେସାଲ ଟିମ୍ । ଛୁରାମାଡ଼ରେ ଆହତ ହୋଇ ଲୀଳାବତିରେ ଚିକିତ୍ସିତ ହେଉଛନ୍ତି ସୈଫ୍ । ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ତାଙ୍କ ନିଜ ଘରେ ଛୁରୀରେ ୬ ଥର ଆକ୍ରମଣ କରାଯିବା…

ଅନେକ ଦିନର ଅପେକ୍ଷା ପରେ ଆଜି ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଆଶ୍ରମ ଉପରେ ବୁଲିଲା ବୁଲଡୋଜର

ଅନେକ ଦିନର ଅପେକ୍ଷା ପରେ ଆଜି ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଆଶ୍ରମ ଉପରେ ବୁଲିଲା ବୁଲଡୋଜର  । ଗତକାଲି ଏନେଇ ବିଡିଏ ପକ୍ଷରୁ ଘୋଷଣା ହୋଇଥିଲା। ଆଜି ଦିନ ୧୨ ଟା ସୁଦ୍ଧା ଆଶ୍ରମରୁ ସବୁ ଜିନିଷପତ୍ର ଖାଲି କରିବାକୁ ମଧ୍ୟ ଘୋଷଣା କରିଥିଲା ବିଡିଏ  । ଆଜି ସୁରକ୍ଷା କର୍ମୀଙ୍କ ସହ ଠିକଣା…

ଆକ୍ସନ ନେଇଛି ବିସିସିଆଇ, ଶୀଘ୍ର ହଟିବ ଷ୍ଟାର କଲଚର

ଭାରତୀୟ କ୍ରିକେଟରେ ବଡ ପରିବର୍ତ୍ତନ ,ଶୀଘ୍ର ହଟିବ ଷ୍ଟାର କଲଚର । ୨୭ ବର୍ଷ ପରେ ଭାରତ ଶ୍ରୀଲଙ୍କା ଠାରୁ ଦିନିକିଆ ସିରିଜରେ ପରାଜୟ ବରଣ କରିଥିଲା ,ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡ ଠାରୁ ଟେଷ୍ଟ ସିରିଜ ମଧ୍ୟ ହାରିଥିଲା ଏବଂ ୧୦ ବର୍ଷ ପରେ ବର୍ଡର-ଗାଭାସ୍କର ସିରିଜରେ ଅଷ୍ଟ୍ରେଲିଆ ଠାରୁ ପରାଜୟ…

ଶ୍ରୀମନ୍ଦିର କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ୫ ସୂତ୍ରୀ କାର୍ଯ୍ୟାବଳୀ ଜାରି

ଶ୍ରୀମନ୍ଦିର କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ୫ ସୂତ୍ରୀ କାର୍ଯ୍ୟାବଳୀ ଜାରି ହୋଇଛି। ୫ ସୂତ୍ରୀ କାର୍ଯ୍ୟବଳୀ ଅନୁପାଳନ ପାଇଁ ମୁଖ୍ୟ ପ୍ରଶାସକ ପରାମର୍ଶ ଦେଇଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜାରି କରିଥିବା ୫ ସୂତ୍ରୀ କାର୍ଯ୍ୟବଳୀ ଅନୁଯାୟୀ ଡ୍ୟୁଟି ସମୟରେ ଗୁଟଖା, ପାନ ଓ ମାଦକ ଦ୍ରବ୍ୟ…