Browsing Tag

#india

ଆଜି ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପୂର୍ବାହ୍ନ ୧୧ଟାରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ପହଞ୍ଚତ୍ ମହାକୁମ୍ଭ ମେଳା ପରିଦର୍ଶନ କରିବା ସହ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭାରତର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ…

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଭୋଟଦାନ ସନ୍ଧ୍ୟା ୫ଟାରେ ଶେଷ ହେବ କିନ୍ତୁ ଧାଡ଼ିରେ ଅପେକ୍ଷା କରିଥିବା ଲୋକମାନେ ସନ୍ଧ୍ୟା ୫ଟା ପରେ ମଧ୍ୟ ଭୋଟ ଦେଇପାରିବେ। ନିର୍ବାଚନ କମିଶନ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି। ସମସ୍ତ ମତଦାନ…

ଆସନ୍ତା ୧୮ ତାରିଖରୁ ମାର୍ଚ୍ଚ ୨୭ ଯାଏ ଚାଲିବ ପରୀକ୍ଷା, ଯେଉଁମାନେ ଲିକ କରିବେ କିମ୍ବା କୌଣସି ଭୁଲ ଖବର ବୁଲେଇବେ…

ଆସନ୍ତା ୧୮ ତାରିଖରୁ ମାର୍ଚ୍ଚ ୨୭ ଯାଏ ଚାଲିବ ପରୀକ୍ଷା । ଏଥର ୨୨ ଟି ସିଟିଂ ହେବ ପରୀକ୍ଷା । ପରୀକ୍ଷା ସମୟ ଦିନ ୧୦ ରୁ ୧ ପର୍ୟ୍ୟନ୍ତ ଚାଲିବ । ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ପାଇଁ ଆଉ ଏକ ଘଣ୍ଟା ଅଧିକ ମିଳିବ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁତୟନ ହେବେ ଆର୍ମ ଫୋର୍ସ । ଏଥର ଦୁଇସ୍ତରୀୟ…

ମୋ ବସ ଧକ୍କାରେ ନାବାଳିକାର ଶାଚନୀୟ ମୃତ୍ୟୁ, CRUT ପକ୍ଷରୁ ୨ ଲକ୍ଷ କ୍ଷତିପୂରଣ

ରଘୁନାଥପୁର ପାଖରେ ୫୪ ନମ୍ବର ମୋ ବସ ଧକ୍କାରେ ଜଣେ ନାବାଳିକାର ଶୋଚନୀୟ ମୃତ୍ୟୁ ଘଟିଛି | ମୃତ ନାବାଳିକା ୧୩ ବର୍ଷର ମୁନି ଜୁଆଡି| ସକାଳ ୮ଟା ପାଖାପାଖି ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଲୋକ ରାସ୍ତାରେ…

ଆଜି ବିଶ୍ୱ କର୍କଟ ଦିବସ , ପ୍ୟାକେଟ ଖାଦ୍ୟ ଅଧିକ ଖାଉଥିବାରୁ ଲୋକମାନଙ୍କ ରୋଗ ପ୍ରତିଶେଧକ ଶକ୍ତି କ୍ରମଶଃ ହ୍ରାସ…

ଆଜି ବିଶ୍ୱ କର୍କଟ ଦିବସ । ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ । କର୍କଟ ରୋଗର ଭୟାବହତା ଓ ଏହାକୁ ନେଇ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ । ଖାଲି ସେତିକି ନୁହେଁ ଏନେଇ ଲୋକମାନେ କିପରି ସଚେତନ ହେବା ସହ ତମାଖୁ ଠାରୁ ଦୂରରେ ରହିପାରିବେ…

ରାତି ପାହିଲେ ଦିଲ୍ଲୀରେ ପଡିବ ଭୋଟ୍, ମତଦାନ ପୂର୍ବରୁ ମହାବୀରଙ୍କ ଶରଣରେ ପଶିଛନ୍ତି କେଜ୍ରିୱାଲ୍

ରାତି ପାହିଲେ ଦିଲ୍ଲୀରେ ପଡିବ ଭୋଟ୍ । ଜନତା ଜନାର୍ଦ୍ଦନ ବାଛିବେ ନେତା । ନିଜ ବହୁମୂଲ୍ୟ ମତଦାନ ଜରିଆରେ ପସନ୍ଦର ନେତା ବାଛିବାକୁ କାଲି ରାୟ ଦେବେ ଦିଲ୍ଲୀବାସୀ । ଆଉ ଏହି ମତଦାନ ପୂର୍ବରୁ ମହାବୀରଙ୍କ ଶରଣରେ ପଶିଛନ୍ତି କେଜ୍ରିୱାଲ୍ । ନିଜ ପରିବାର ସହ ଦିଲ୍ଲୀ ପ୍ରାଚୀନ ହନୁମାନ ମନ୍ଦିରରେ…

ମୋଦୀଙ୍କ 3 ଦିନଆ ଆମେରିକା ଗସ୍ତ, ଆମେରିକୀୟ କର୍ପୋରେଟ୍‌ ଙ୍କ ସହିତ ହେବ ବାଣିଜ୍ୟ ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଫେବ୍ରୁଆରି ୧୨ ତ‌ାରିଖରେ ଆମେରିକା ଗସ୍ତ କରିବେ। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହେବ। ଫ୍ରାନ୍ସ ଗସ୍ତ ପରେ ମୋଦୀ ଫେବ୍ରୁଆରି ୧୨ ସନ୍ଧ୍ୟା‌ରେ…

ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛି

କ୍ରମାଗତ ଭାବେ ଦ୍ବିତୀୟ ଦିନରେ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛି। ସୋମବାର ରାଜ୍ୟର ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ସବୁଠୁ ଅଧିକ ୩୬.୬ ଡିଗ୍ରୀ ରେକର୍ଡ଼ କରାଯାଇଛି। ପାରଳାଖେମୁଣ୍ଡି ସମେତ ୫ଟି ସ୍ଥାନରେ ପାରଦ ୩୫ ଡିଗ୍ରୀ ଅତିକ୍ରମ କରିଛି। ବଲାଙ୍ଗିରରେ…

ସୋସିଆଲ ମିଡିଆ ୟୁଜର୍ସଙ୍କ ଟ୍ରୋଲ୍‌ର ଶିକାର ହେଉଛନ୍ତି ଉଦିତ ନାରାୟଣ

ଗାୟକ ଉଦିତ୍‌ ନାରାୟଣ ମଞ୍ଚରେ ଜଣେ ମହିଳାଙ୍କୁ ଚୁମ୍ବନ ଦେଇ ବିବାଦଘେରକୁ ଆସିଛନ୍ତି। ଏକ ଲାଇଭ୍‌ କନ୍‌ସର୍ଟରେ ଜଣେ ଯୁବତୀ ତାଙ୍କ ସହ ସେଲ୍‌ଫି ନେବା ପାଇଁ ଅନୁରୋଧ କରିଥିଲେ। ଉଦିତ୍‌ ଯୁବତୀ ଜଣକ ସହ ସେଲ୍‌ଫି ଉଠାଇ ତାଙ୍କୁ ଏକ ଚୁମ୍ବନ ଦେଇଥିଲେ। ଏହାର କିଛି ଭିଡିଓ ଏବେ ଭାଇରାଲ ହେଉଛି।…

କନ୍ନାପ୍ପା ଫିଲ୍ମରେ ଦେଖିବାକୁ ମିଳିବ ପ୍ରଭାସଙ୍କ ରୁଦ୍ର ଅବତାର

‘କନ୍ନାପ୍ପା’ ଫିଲ୍ମରେ ଦେଖିବାକୁ ମିଳିବ ପ୍ରଭାସଙ୍କ ରୁଦ୍ର ଅବତାର। ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ ଲୁକ୍‌ ଉପରୁ ପରଦା ଉଠିଛି। ଏହି ଲୁକ୍‌ରେ ପ୍ରଭାସ ରୁଦ୍ରଙ୍କ ଅବତାରରେ ନଜରକୁ ଆସିଛନ୍ତି, ଯାହା ତାଙ୍କ ପ୍ରଶଂସକଙ୍କୁ ପ୍ରଭାବିତ କରିଛି। ଇନ୍‌ଷ୍ଟାଗ୍ରାମରେ ତାଙ୍କର ଏହି ନୂତନ ଲୁକ୍‌ର…