ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଖୁବ୍ ଶୁଭ ଏବର୍ଷର ଶିବରାତ୍ରୀ
ମହାଶିବରାତ୍ରୀ ହିନ୍ଦୁ ପରମ୍ପରାର ବଡ ପର୍ବ। ଏହି ପର୍ବ ଚର୍ତୁଦଶୀ ତିଥିରେ ପାଳନ କରାଯାଏ। ମାନ୍ୟତା ଅନୁଯାୟୀ,ଏହି ଦିନ ଭଗବାନ ଶିବ ଓ ମା’ପାର୍ବତୀଙ୍କ ବିବାହ ହୋଇଥିଲା। ଚଳିତ ବର୍ଷର ମହାଶିବରାତ୍ରୀ ୨୬ ଫେବୃଆରୀ ବୁଧବାର ପାଳନ କରାଯିବ। ଏହି ଦିନ ପ୍ରଭୁ ଶିବ ଶଙ୍କରଙ୍କ ଆରାଧନା ପାଇଁ…