ଫୁଟବଲ ମ୍ୟାଚ୍ବେଳେ ବଡ଼ ଦୁର୍ଘଟଣା
ମାଲାପ୍ପୁରମ ଜିଲାର ଆରିକୋଡ ସହରରେ ଏକ ଫୁଟବଲ ମ୍ୟାଚ ସମୟରେ ଅଗ୍ନିକାଣ୍ଡରେ ୩୦ରୁ ଅଧିକ ଦର୍ଶକ ପୋଡ଼ି ଯାଇଛନ୍ତି। ମ୍ୟାଚ ଆରମ୍ଭ ହେବାର ଠିକ ପୂର୍ବରୁ ଏହି ଘଟଣା ଘଟିଥିଲା।
ମ୍ୟାଚ ପୂର୍ବରୁ ଆୟୋଜକମାନେ ଏଠାରେ ଏକ ବିଶାଳ ଆତସବାଜି ପ୍ରଦର୍ଶନର ଆୟୋଜନ କରିଥିଲେ। ଏହି ସମୟରେ ଷ୍ଟାଡିୟମରେ…