Browsing Tag

#india

ମାସକ ଭିତରେ ଦେଶରେ ଚିନି କେଜି ୬.୫ ପ୍ରତିଶତ ମହଙ୍ଗା ହୋଇଛି

ଦରଦାମ୍‌କୁ ନିୟନ୍ତ୍ରଣରେ ରଖିବା ଲାଗି କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ଦୀର୍ଘଦିନ ଲଢ଼େଇ କରିବା ପରେ ଯେଉଁ ସଫଳତା ପାଇଛନ୍ତି, ସେଥିପ୍ରତି ଚିନି ଏକ ବଡ଼ ବିପଦ ଭ‌ାବେ ଉଭା ହୋଇଛି। ଉତ୍ପାଦନ କମିବାରୁ ମାସକ ଭିତରେ ଦେଶରେ ଚିନି କେଜି ୬.୫ ପ୍ରତିଶତ ମହଙ୍ଗା ହୋଇଛି। ଆଗକୁ ଦାମ୍…

କତର ଏବଂ ଭାରତ ମଧ୍ୟରେ ବାଣିଜି୍କ କାରବାରକୁ ନେଇ ଚୁକ୍ତି ସ୍ବାକ୍ଷର ହୋଇଛି

କତର ଏବଂ ଭାରତ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଏକ ରଣନୀତିକ ସହଭାଗିତାକୁ ବୃଦ୍ଧି କରିବାପାଇଁ ରାଜି ହୋଇଛନ୍ତି। ଏନେଇ କତର ଏବଂ ଭାରତ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଛି। ନୂଆ‌ଦିଲ୍ଲୀର ହାଇଦ୍ରାବାଦ ହାଉସରେ ଆଜି ପ୍ରଧାନମନ୍ତ୍ରୀ ଏବଂ କତର ଅମିର ଶେଖ ତମିମ ବିନ୍‌ ହମାଦ ଅଲ…

ସୋସିଆଲ ମିଡିଆରେ ଅଶ୍ଳୀଳ କଣ୍ଟେଣ୍ଟ ରୋକିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋଟ

ୟୁଟ୍ୟୁବ୍‌ ଏବଂ ଅନ୍ୟାନ୍ୟ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକରେ ‘ଅଶ୍ଳୀଳ କଣ୍ଟେଣ୍ଟ’ ପୋଷ୍ଟ ହେଉଥିବାରୁ ସେଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ବିଚାର କରନ୍ତୁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର ଆହ୍ବାନ ଦେଇଛନ୍ତି। କେତେକ ଚ୍ୟାନେଲ୍‌ ଏହି ପ୍ଲାଟ୍‌ଫର୍ମଗୁଡ଼ିକର…

ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନାଁରେ ବାଜିପାରେ ମୋହର, ସନ୍ଧ୍ୟାରେ ବସିବ ବିଜେପି  ବିଧାୟକ ଦଳର ବୈଠକ

ହଟୁନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସସପେନ୍ସ । ଆଜି ମୁଖ୍ୟମନ୍ତ୍ରୀ ନାଁରେ ବାଜିପାରେ ମୋହର। ସନ୍ଧ୍ୟାରେ ବିଜେପି  ବିଧାୟକ ଦଳର ବୈଠକ ବସିବ। ଏଥିରେ କିଏ ମୁଖ୍ୟମନ୍ତ୍ରୀ ହେବେ, ସ୍ଥିର ହେବାର ଖୁବ୍ ସମ୍ଭାବନା ରହିଛି ।  ଶପଥଗ୍ରହଣ ସମାରୋହ ଦିଲ୍ଲୀର ରାମଲୀଳା ମୈଦାନରେ ହେବ । ଏଥିପାଇଁ ମଞ୍ଚକୁ…

ଫୁଟବଲ ମ୍ୟାଚ୍‌ବେଳେ ବଡ଼ ଦୁର୍ଘଟଣା

ମାଲାପ୍ପୁରମ ଜିଲାର ଆରିକୋଡ ସହରରେ ଏକ ଫୁଟବଲ ମ୍ୟାଚ ସମୟରେ ଅଗ୍ନିକାଣ୍ଡରେ ୩୦ରୁ ଅଧିକ ଦର୍ଶକ ପୋଡ଼ି ଯାଇଛନ୍ତି। ମ୍ୟାଚ ଆରମ୍ଭ ହେବାର ଠିକ ପୂର୍ବରୁ ଏହି ଘଟଣା ଘଟିଥିଲା। ମ୍ୟାଚ ପୂର୍ବରୁ ଆୟୋଜକମାନେ ଏଠାରେ ଏକ ବିଶାଳ ଆତସବାଜି ପ୍ରଦର୍ଶନର ଆୟୋଜନ କରିଥିଲେ। ଏହି ସମୟରେ ଷ୍ଟାଡିୟମରେ…

ଆଜି ଠାରୁ ଯୁକ୍ତ୨ କଳା ଓ ବାଣିଜ୍ୟର ଥିଓରୀ ପରୀକ୍ଷା ଆରମ୍ଭ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ଆଜି ଠାରୁ ଯୁକ୍ତ୨ କଳା ଓ ବାଣିଜ୍ୟର ଥିଓରୀ ପରୀକ୍ଷା ଆରମ୍ଭ ହେଉଛି। ଅନ୍ୟପକ୍ଷରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ବିଜ୍ଞାନ ପାଠ୍ୟକ୍ରମର ମାତୃଭାଷା(ଏମ୍‌ଆଇଏଲ) ଓଡ଼ିଆ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ହୋଇଛି। ପ୍ରଥମ ଦିନ ନକଲ (କପି)…

ଆଜି ଠାରୁ ଆଇସିସି ଚମ୍ପିଆନ୍‌ସ ଟ୍ରଫି, ପ୍ରଥମ ମ୍ୟାଚ୍‌ ଆୟୋଜକ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ

ବୁଧବାରଠାରୁ ଆଇସିସି ଚମ୍ପିଆନ୍‌ସ ଟ୍ରଫି ପାକିସ୍ତାନ ଓ ୟୁଏଇରେ ଆରମ୍ଭ ହେଉଛି। ଏହି ଟୁର୍ଣ୍ଣାମେଣ୍ଟ ଦିନିକିଆ ଫର୍ମାଟରେ ଖେଳାଯିବ। ବୁଧବାର ପ୍ରଥମ ମ୍ୟାଚ୍‌ ଆୟୋଜକ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ୨୦୧୭ରେ ଶେଷଥର ଚମ୍ପିଆନ୍‌ସ ଟ୍ରଫି ଖେଳା ଯାଇଥିବା ବେଳେ ପାକିସ୍ତାନ…

କାଲିଠୁ ଦୁଇ ଦିନ ରାଜ୍ୟରେ ଘଡଘଡି ବିଜୁଳି ସହ ବର୍ଷା

ଆସନ୍ତାକାଲିଠୁ ଗରମରୁ ମିଳିବ ଆଶ୍ବସ୍ତି । ପଶ୍ଚିମା ଝଡ ଆଣିବ ବର୍ଷା । ଭିଜିବ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା । ଘଡଘଡି ବିଜୁଳି ସହ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ବର୍ଷା ସହ ପବନ ନେଇ ବି ସତର୍କତା ଜାରି କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟି…

ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା: 5 ଜଣଙ୍କୁ ଗିରଫ କରିଛି କିଟ

କିଟ ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟାକୁ ନେଇ ସାରା ଦେଶ ଉଠୁଛି ପଡୁଛି। ଘଟଣାକୁ ନେଇ ସାରା ଦେଶରେ ଓଡ଼ିଶାକୁ ନିନ୍ଦା କରାଯାଉଛି। ଆତ୍ମହତ୍ୟା ମାମଲାକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ରହିଛି । ଏହାରି ଭିତରେ ଆକ୍ସନ ମୋଡକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ  । କିଟ ବିଶ୍ବବିଦ୍ୟାଳୟ…

ଜ୍ଞାନେଶ କୁମାର ହେବେ ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର

ବରିଷ୍ଠ ପ୍ରଶାସନିକ ଅଧିକାରୀ ଜ୍ଞାନେଶ କୁମାର ହେବେ ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର । ସେ ବର୍ତ୍ତମାନ ସିଇସି ଥିବା ରାଜୀବ କୁମାରଙ୍କ ସ୍ଥାନ ନେବେ। ନିଯୁକ୍ତିକୁ ନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୮୮ ବ୍ୟାଚର କେରଳ କ୍ୟାଡର ଆଇଏଏସ ହେଉଛନ୍ତି…