Browsing Tag

#india

ଏୟାର ଇଣ୍ଡିଆ ବିମାନର ଫଟା ସିଟରେ ବସି ଯାତ୍ରା କଲେ କେନ୍ଦ୍ରମନ୍ତ୍ରୀ , ଅସନ୍ତାେଷ ପ୍ରକାଶ କରିବା ସହ ସୋସିଆଲ…

କେନ୍ଦ୍ରମନ୍ତ୍ରୀଙ୍କୁ ବି ମିଳୁନି ଭଲ ସୁବିଧା । ଗସ୍ତ ସମୟରେ ଚିରା ଓ ଫଟା ସିଟ୍‌ରେ ବସି କରିବାକୁ ପଡୁଛି ଯାତ୍ରା । କଥାଟା ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ କେନ୍ଦ୍ରମନ୍ତ୍ରୀ ଏନେଇ ଟ୍ବିଟ୍‌ କରିବା ପରେ ସୋସିଆଲ ମିଡିଆରେ ବଢିଛି ଚର୍ଚ୍ଚା । ସେପଟେ ଏନେଇ ବିମାନ କର୍ତ୍ତୃପକ୍ଷ…

ରଣଜୀ ଟ୍ରଫି ଫାଇନାଲରେ ବିଦର୍ଭ-କେରଳ

ଚଳିତ ରଣଜୀ ଟ୍ରଫିର ଶୁକ୍ରବାର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଯାଇଛି। ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଫାଇନାଲରେ ବିଦର୍ଭ ଓ କେରଳ ପରସ୍ପରକୁ ଭେଟିବେ। ଗତ ଥରର ଫାଇନାଲିଷ୍ଟ ବିଦର୍ଭ ୮୦ ରନ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇକୁ ପରାସ୍ତ କରିଥିବା ବେଳେ କେରଳ ପ୍ରଥମ ଇନିଂସ…

ଚମ୍ପିଆନ୍‌ସ ଟ୍ରଫି – ଆଜି ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟ​‌ରେ ମୁକାବିଲା

ଚଳିତ ଚମ୍ପିଆନ୍‌ସ ଟ୍ରଫିରେ ଆଜି ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟ​‌ରେ ମୁକାବିଲା ହେବ। ଗ୍ରୁପ୍ ‘ବି’ରେ ଉଭୟ ଦଳଙ୍କର ଏହା ପ୍ରଥମ ମ୍ୟାଚ୍‌। ଅଷ୍ଟ୍ରେଲିଆ ୨ ଥର ଏହି ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିଥିବା ବେଳେ ଇଂଲଣ୍ଡ ପ୍ରଥମଥର ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛି।…

ହାଶିମ୍‌ ବାବାଙ୍କ ବେଗମ୍‌ ଜୋୟା ଖାନ୍‌କୁ ବାନ୍ଧିଲା ଦିଲ୍ଲୀ ପୁଲିସ

ଅନେକ ବର୍ଷ ଧରି ପୋଲିସର ପହଞ୍ଚ ବାହାରେ ରହିଆସିଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଶିମ୍‌ ବାବାଙ୍କ ବେଗମ୍‌ ଜୋୟା ଖାନ୍‌ ଶେଷରେ ଦିଲ୍ଲୀ ପୋଲିସ୍‌ର ସ୍ପେଶାଲ ସେଲ୍‌ ଜାଲରେ ପଡ଼ିଛନ୍ତି। ‘ଲେଡି ଡନ’ ଭାବେ ପରିଚିତ ଏହି ୩୩ ବର୍ଷୀୟା ଗ୍ଲାମରସ୍‌ ମହିଳାଙ୍କୁ ବେଆଇନ ନିଶାଦ୍ରବ୍ୟ କାରବାର…

ଆସନ୍ତା ୨୪ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ଯେ, ଆସନ୍ତା ୨୪ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଏବଂ ବାଲେଶ୍ବର ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା…

ଚଳିତ ଶିବରାତ୍ରୀରେ କୁମ୍ଭ ରାଶିରେ ସୂର୍ଯ୍ୟ, ବୁଧ ଓ ଶନିଙ୍କ ସଂଯୋଗ ହେବାକୁ ଯାଉଛି

ମହାଶିବରାତ୍ରୀ ପର୍ବ ଚଳିତ ବର୍ଷ ୨୬ ଫେବୃଆରୀରେ ପାଳନ କରାଯିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଫାଲଗୁଣ ମାସର କୃଷ୍ଣପକ୍ଷର ଚତୁର୍ଦଶୀ ତିଥିରେ ଶିବରାତ୍ରୀ ପର୍ବ ପାଳନ କରାଯାଏ। ଏହି ଦିନ ପରିବାରରେ ହସଖୁସି ଓ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ସଭିଏଁ ବ୍ରତ ପାଳନ କରି ଥାନ୍ତି। ବିଶେଷ କରି…

ଯୋଗୀ ଆଦିତ୍ୟନାଥଙ୍କୁ ମହାକୁମ୍ଭର ପାଣି ପିଇକି ଦେଖାଇବାକୁ କହିଲେ ଗାୟକ ବିଶାଲ

ବିଶାଲ ଦଦଲାନି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ।  ସେ କହିଛନ୍ତି  ମହାକୁମ୍ଭରେ ସ୍ନାନ କରିବା ପାଇଁ ଭକ୍ତଙ୍କ ଲମ୍ବା ଧାଡି ଅଛି ।  କିନ୍ତୁ ସଙ୍ଗମର ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ଲାଗୁଛି କାରଣ ଏହାର ପାଣି ଏତେ ମଇଳା ଦେଖାଯାଉଛି । ତେବେ କିଛି ଦିନ ପୂର୍ବରୁ ଉତ୍ତର…

ଶରୀରରେ ଭିଟାମିନ୍‌ ସି ଅଭାବ ହେବା ଦ୍ୱାରା ତ୍ୱଚାରେ ବ୍ରଣ ସୃଷ୍ଟି ହୋଇଥାଏ

ଚମକପ୍ରଦ ଓ ଦାଗହୀନ ତ୍ୱଚା ପାଇଁ ସଭିଁଙ୍କ ଇଚ୍ଛା । ମାତ୍ର ତ୍ୱଚାରେ ବ୍ରଣ ସହ ବିଭିନ୍ନ ଦାଗ ସୃଷ୍ଟି ହେଲେ ଏହା ସଭିଁଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥାଏ । ଏଥିପାଇଁ ଯୁବକ ହୁଅନ୍ତୁ ଅଥବା ଯୁବତୀ ବିଭିନ୍ନ କ୍ରିମ୍‌ ବ୍ୟବହାର କରିବା ସହ ଅନ୍ୟାନ୍ୟ ଘରୋଇ ଉପାୟ ମଧ୍ୟ ଆପଣାଇ ଥାନ୍ତି ।…

ଅଲଗା ହେଲେ ଷ୍ଟାର କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା

ଭାରତୀୟ କ୍ରିକେଟ ଦଳର ଷ୍ଟାର କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା ଏବେ ଛାଡପତ୍ର ନେଇଛନ୍ତି। ଗୁରୁବାର ମୁମ୍ବାଇ ପରିବାର ଅଦାଲତରେ ଏହି ଦମ୍ପତି ଛାଡପତ୍ର ପ୍ରକ୍ରିୟା ସମାପ୍ତ କରିଛନ୍ତି। ଏହି ଖବର ସେମାନଙ୍କ ଉଭୟ ପ୍ରଶଂସକଙ୍କ ହୃଦୟକୁ ଭାଙ୍ଗି ଦେଇଛି। ଏହି…

ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଅସୁସ୍ଥ

ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଅସୁସ୍ଥ । ତାଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରାରମ୍ଭିକ ସୂଚନା ଅନୁଯାୟୀ ସୋନିଆ ଗାନ୍ଧୀଙ୍କୁ ନିୟମିତ ଯାଞ୍ଚ ପାଇଁ ଭର୍ତ୍ତି କରାଯାଇଛି । ଗତକାଲି  ସୋନିଆ ଗାନ୍ଧୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।…