Browsing Tag

#india

ଆଜି ସାରା ଦେଶ ପାଳନ କରୁଛି ରଙ୍ଗର ପର୍ବ ହୋଲି

ଆଜି ହେଉଛି ହୋଲି । ରଙ୍ଗର ପର୍ବ, ଖୁସି, ଉତ୍ସାହର ଦିନ । ଆମ ସମସ୍ତଙ୍କ ପସନ୍ଦର ପର୍ବ ହୋଲି । ରଙ୍ଗର ଏହି ପର୍ବକୁ ନେଇ ଗାଁଠୁ ସହର ସବୁଠି ଉତ୍ସବ ମୁଖର । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ । ସବୁଠି ହୋଲି ପର୍ବର ଧୁମ ଦେଖିବାକୁ ମିଳେ ।ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରେଟି  ସମସ୍ତେ…

ଆଇପିଏଲ୍-୨୦୨୫ ସଂସ୍କରଣରେ ବଦଳିଲେ ୫ଦଳର କ୍ୟାପଟେନ୍‌

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ର ୧୮ତମ ସଂସ୍କରଣ ଲାଗି ବିଗୁଲ୍ ବାଜି ସାରିଛି । ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ସମସ୍ତ ଦଳ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଆଇପିଏଲ୍-୨୦୨୫ ସଂସ୍କରରଣରେ ୫ଟି ଦଳ ନୂଆ ଅଧିନାୟକଙ୍କ ସହ ମୈଦାନକୁ ଓହ୍ଲାଇବେ । ସମସ୍ତ ୧୦ ଦଳର ଅଧିନାୟକ ସ୍ଥିର ହୋଇ…

ରଙ୍ଗରେ ଭିଜିଲେ କ୍ରିକେଟର

IPL 2025ର ୧୮ତମ ସିଜିନର ବିଗୁଲ ବାଜିସାରିଛି। ସମସ୍ତ ଦଳର ଖେଳାଳି ନିଜ ନିଜ ଘରୋଇ ପଡ଼ିଆରେ କଠିନ ଅଭ୍ୟାସ କରୁଛନ୍ତି। ହେଲେ ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ସମଗ୍ର ଦେଶ ହୋଲି ରଙ୍ଗରେ ରଙ୍ଗିତ। ଏହି ପରିପ୍ରେକ୍ଷୀରେ ହୋଲି ରଙ୍ଗରେ ଭିଜିଛନ୍ତି ବିଦେଶୀ କ୍ରିକେଟର। ଭାରତୀୟ ହୁଅନ୍ତୁ କି…

ଅନ୍ୟ ଜାତିରେ ବିବାହ ପରେ ୧୨ ବର୍ଷ ପାଇଁ ନିଜ ଜାତିରୁ ସମାଜିକ ବାସନ୍ଦ ହେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ

ବଢିଲା ପ୍ରଦୀପ ମାଝୀଙ୍କ ଅଡୁଆ । ଅନ୍ୟ ଜାତିରେ ବିବାହ ପରେ ଜାତିରୁ ବାସନ୍ଦ କରିଛନ୍ତି ସାହି ଭାଇ । ଅନ୍ୟ ଜାତିରେ ବିବାହ କରିବା ପ୍ରଦୀପ ମାଝୀଙ୍କୁ ମହଙ୍ଗା ପଡିଛି । ପ୍ରଦୀପ ଓ ତାଙ୍କ ପରିବାରଙ୍କୁ ନିଜ ଜାତି ସମାଜିକ ବାସନ୍ଦ କରିଛି । ୧୨ ବର୍ଷ ପାଇଁ ନିଜ ଜାତି ର ସମାଜିକ ବାସନ୍ଦ…

କାହିଁକି ଗୋଲାପୀ ରଙ୍ଗର ଜିନିଷ ଏତେ ଦାମୀକିଆ

ଅନେକ ସମୟରେ ଆପଣମାନେ ଦେଖିଥିବେ କି, ବଜାରରେ ଯେକୌଣସି ସାମଗ୍ରୀ କିଣନ୍ତି ଯେତିକି ଦର ଥାଏ ସେହି ସମାନ ସାମଗ୍ରୀ ଯଦି ଗୋଲାପୀ ରଙ୍ଗର ଆପଣ କିଣନ୍ତି ତାହାଲେ ଅଧିକ ଦାମ ହୁଏ । କୁହାଯାଉଛି ଗୋଲାପୀ ରଙ୍ଗ ମହିଳା ଓ ଯୁବତୀଙ୍କର ସବୁଠାରୁ ଅଧିକ ପସନ୍ଦ । ତେଣୁ ଏହି ରଙ୍ଗର ପ୍ରତିଟି ସାମଗ୍ରୀର…

ବଜାରରେ ସୁନା ଓ ରୂପା ଦର ଆକାଶଛୁଆଁ,୮୮ ଟପିଲା ସୁନା ଦର

ବଜାରରେ ସୁନା ଓ ରୂପା ଦର ଆକାଶଛୁଆଁ ହେବାରେ ଲାଗିଛି। ଭୁବନେଶ୍ବରରେ ପ୍ରମୁଖ ସୋରୁମ୍‌ଗୁଡ଼ିକରେ ଆଜି ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୮୮,୫୮୦ ଟଙ୍କା‌ରେ ପହଞ୍ଚିଛି। ସେହିଭଳି ୨୨ କ୍ୟା‌ରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୮୧୨୦୦ ଟଙ୍କା ହୋଇଛି। ଗତକାଲି ତୁଳନାରେ ସୁନା ଦରରେ…

ଦିନ ୧୨ଟାରୁ ୧ଟା ସୁଦ୍ଧା ହୋଲି ଖେଳ ସାରିବାକୁ ଡିସିପିଙ୍କ ପରାମର୍ଶ

ହୋଲି ଅଘଟଣ ରୋକିବା ପାଇଁ ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କଟକ ଭୁବନେଶ୍ଵର ସହର ପାଇଁ ଅଧିକ ଫୋର୍ସ ମୁତୟନ କରାଯିବ। ଭୁବନେଶ୍ଵର ଓ କଟକ ସହରର ଅତି ସମ୍ବେଦନଶୀଳ ଓ ଦୁର୍ଘଟଣା ବହୁଳ ଜଳାଶୟ ନିକଟରେ ଫୋର୍ସ ମୁତୟନ ହେବେ । ଭୁବନେଶ୍ଵରରେ ୫ଟି ଓ କଟକରେ ୩ଟି…

ଇଂଲଣ୍ଡ୍ ବ୍ୟାଟର୍ ହ୍ୟାରି ବ୍ରୁକ୍‌ଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିଛି ବିସିସିଆଇ

ଶେଷ ମୁହୂର୍ତ୍ତରେ ଆଇପିଏଲ୍‌-୨୦୨୫ରୁ ଓହରିଯାଇଥିବାରୁ ଇଂଲଣ୍ଡ୍ ବ୍ୟାଟର୍ ହ୍ୟାରି ବ୍ରୁକ୍‌ଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିଛି ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)। ବିସିସିଆଇ ଏ ସମ୍ପର୍କରେ ବ୍ରୁକ୍‌ଙ୍କ ଜାତୀୟ କ୍ରିକେଟ୍‌ ସଂଘ ଇଂଲଣ୍ଡ୍ ଆଣ୍ଡ୍ ୱେଲ୍ସ କ୍ରିକେଟ୍…

ତୃତୀୟ ବିବାହ କରିବେ ଅମିର ଖାନ

ଆଜି ଥିଲା ବଲିଉଡ ଅଭିନେତା ଆମିର ଖାନଙ୍କ ଜନ୍ମଦିନ। ଏହି ସ୍ବତନ୍ତ୍ର ଅବସରରେ, ଅଭିନେତା ଗଣମାଧ୍ୟମ ସହିତ ଏକ ସାକ୍ଷାତକାର ଏବଂ ଏକ ପାର୍ଟି ଆୟୋଜନ କରିଥିଲେ। ଆଜି ଦିନର ମୁଖ୍ୟ କଥା ହେଉଛି ଆମିର ତାଙ୍କ ପ୍ରେମ ସମ୍ପର୍କରେ ଗଣମାଧ୍ୟମ ସମ୍ମୁଖରେ ଖୋଲାଖୋଲି ପ୍ରକାଶ କରିଥିଲେ। ଅଭିନେତାଙ୍କ…

ସକାଳୁ ଥରିଲା ଲଦାଖଠାରୁ ଜମ୍ମୁ-କଶ୍ମୀର

ଭାରତର ଉତ୍ତର ଭାଗରେ ଭୋର ସମୟରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ଲଦାଖର କାରଗିଲରେ ୫.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏହି ଭୂମିକମ୍ପଗୁଡ଼ିକ ରାତି ୨.୫୦ ରେ ଅନୁଭୂତ ହୋଇଥିଲା। କାର୍ଗିଲ ସହିତ, ଏହି ଭୂମିକମ୍ପଗୁଡ଼ିକ ସମଗ୍ର ଲଦାଖ ଏବଂ ଜମ୍ମୁ ଓ କଶ୍ମୀରର କିଛି ସ୍ଥାନରେ ଅନୁଭୂତ…