ମେସିଙ୍କ ଗସ୍ତରେ କଲକାତାରେ ଭଙ୍ଗାରୁଜା- କ୍ରୀଡ଼ାମନ୍ତ୍ରୀ ଅରୂପ ବିଶ୍ବାସଙ୍କ ଇସ୍ତଫା
ଆର୍ଜେଣ୍ଟିନାର ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ଭାରତ ଗସ୍ତରେ ଶନିବାର କଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ୍ରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା। ଭିଆଇପି, ମନ୍ତ୍ରୀ, ରାଜେନତା, ନିରାପତ୍ତା ରକ୍ଷୀ, ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ଘେରି ଯାଇଥିଲେ। ତେଣୁ ଦର୍ଶକ ଉତ୍ତ୍ୟକ୍ତ…