ବେଙ୍ଗାଲୁରୁ କୁ ୮ ୱିକେଟ୍ରେ ପରାସ୍ତ କଲା ଗୁଜୁରାଟ
ଲଗାତାର ଦୁଇଟି ବିଜୟ ପାଇବା ପରେ ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ପ୍ରଥମ ପରାଜୟ ବରଣ କରିଛି। ଏହି ଦଳକୁ ଗୁଜରାଟ ଟାଇଟନ୍ସ ୮ ୱିକେଟ୍ରେ ହରାଇ ଦେଇଛି। ବୁଧବାର ଚଳିତ ଆଇପିଏଲ୍ର ଚତୁର୍ଦଶ ମୁକାବିଲାକୁ ଶୋଚନୀୟ ଭାବେ ହାରିବା ପରେ ପଏଣ୍ଟ୍ ତାଲିକାର ପ୍ରଥମରୁ ତୃତୀୟକୁ…