Browsing Tag

#india

ଶିମିଳିପାଳ ଅଭୟାରଣ୍ୟକୁ ‘ଜାତୀୟ ଉଦ୍ୟାନ‘ର ମାନ୍ୟତା

ଦୀର୍ଘ ଦିନରୁ ହୋଇ ଆସୁଥିବା ଦାବି ପୂରା ହୋଇଛି। ଅପେକ୍ଷାର ଅନ୍ତ ଘଟିଛି। ଶିମିଳିପାଳ ଅଭୟାରଣ୍ୟକୁ ‘ଜାତୀୟ ଉଦ୍ୟାନ‘ର ମାନ୍ୟତା ମିଳିଛି। ଏନେଇ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଗୁରୁବାର ଦିନ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥି ସହିତ ରାଜ୍ୟର ଦ୍ବିତୀୟ ଓ ଦେଶର…

ପୁଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି କଲେ ସରକାର

ପୁଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି କଲେ ସରକାର । କନଷ୍ଟେବଲଙ୍କ ଠାରୁ ଇନ୍ସପେକ୍ଟର ଯାଏଁ ପୋଷାକ ଭତ୍ତା ଦୁଇ ଗୁଣ ବୃଦ୍ଧି ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଇନ୍ସପେକ୍ଟରଙ୍କ ପୋଷାକ ଭତ୍ତା ୪୩୦୦ରୁ ୮୬୦୦ ଟଙ୍କାକୁ ବୃଦ୍ଧି ପାଇଲା । ସେହିଭଳି ଏସଆଇ, ଏଏସଆଇଙ୍କ…

4 ଦିନ ବନ୍ଦ ରହିବ ବ୍ୟାଙ୍କ

ଅଧିକାଂଶ ରାଜ୍ୟରେ ଚତୁର୍ଥ ଶନିବାର ଓ ଗୌରୀ ପୂଜା ଥିବାରୁ ଏପ୍ରିଲ ୨୬ରେ ବ୍ୟାଙ୍କ ବନ୍ଦ ରହିବ। ଏପ୍ରିଲ ୨୭ (ରବିବାର) ସାଧାରଣ ସାପ୍ତାହିକ ଛୁଟି ରହିବ। ଆଗାମୀ କିଛି ଦିନ ମଧ୍ୟରେ ଭାରତରେ ନିମ୍ନଲିଖିତ ବ୍ୟାଙ୍କ ଛୁଟି ରହିବ। ଏପ୍ରିଲ ୨୬ରେ ଚତୁର୍ଥ ଶନିବାର ଏବଂ ଗୌରୀ ପୂଜା ଯୋଗୁ ଅନେକ…

ଆତଙ୍କୀଙ୍କ ଏଭଳି ଗଣହତ୍ୟାକୁ ଭୀରୁ-କାପୁରୁଷର କାମ – ଓମାର ଅବଦୁଲ୍ଲା

ଜାମ୍ମୁକାଶ୍ମୀରରେ ସରିଲା ସର୍ବଦଳୀୟ ବୈଠକ । ପହଲଗାମ୍  ଆତଙ୍କୀ ହମଲାକୁ ନେଇ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକ ପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆତଙ୍କବାଦୀ ଆକ୍ରମଣକୁ କଡା ଭାଷାରେ ନିନ୍ଦା…

ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ପାଳିତ ,  ୬ ଲକ୍ଷ ରାସନ କାର୍ଡ ବାଣ୍ଟନ ସହିତ ନୂତନ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା…

ପୁରୀର ତାଳବଣିଆଠାରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର  ୬ ଲକ୍ଷ ରାସନ କାର୍ଡ ବାଣ୍ଟିଛନ୍ତି। ଏହି କାର୍ଯ୍ୟକ୍ରମରେ ଷଷ୍ଠ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ୨ ଲକ୍ଷରୁ ଅଧିକ ନୂତନ ହିତାଧିକାରୀଙ୍କୁ ୨୦୦ କୋଟିର ସିଧାସଳଖ…

ପହଲଗାମ ଆତଙ୍କବାଦୀ ଆକ୍ରମଣ : ପାକିସ୍ତାନୀ ଅଭିନେତା ଫୱାଦ ଖାନଙ୍କ ଦୃଢ଼ ନିନ୍ଦା

ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପାକିସ୍ତାନୀ ଅଭିନେତା ଫୱାଦ ଖାନ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ଫୱାଦ ଖାନ ଇନଷ୍ଟାଗ୍ରାମରେ ଶୋକ ପ୍ରକାଶ କରି ଲେଖିଛନ୍ତି, 'ପହଲଗାମରେ ହୋଇଥିବା ଏହି ଜଘନ୍ୟ ଆକ୍ରମଣର ଖବର ଶୁଣି ଗଭୀର ଦୁଃଖିତ। ଆମର ପ୍ରାର୍ଥନା ପୀଡିତ ଏବଂ…

ପାକିସ୍ତାନୀଙ୍କୁ ଡ଼େଡ଼ଲାଇନ , ୩ ଦିନ ଭିତରେ ଭାରତ ଛାଡି ପାକିସ୍ତାନ ପଳାଅ

୭୨ ଘଣ୍ଟାରେ ଭାରତ ଛାଡ଼ । ୩ ଦିନ ଭିତରେ ଭାରତ ଛାଡି ପାକିସ୍ତାନ ପଳାଅ । ହାତରେ ମାତ୍ର ଅଳ୍ପ ସମୟ, ଯେତେ ଶୀଘ୍ର ପାରୁଛ ଡେଡଲାଇନ୍ ସରିବା ଆଗରୁ ଆମ ଦେଶ ଛାଡି ନିଜ ଦେଶକୁ ପଳାଅ । ପାକାସ୍ତାନୀଙ୍କୁ ୩ ଦିନ ଅର୍ଥାତ ୭୨ ଘଣ୍ଟାର ମହଲତ ଦେଇଛି ଭାରତ । ପହଲଗାମ୍ ହମଲା ପରେ ଆକ୍ସନ ମୋଡରେ ସରକାର…

ଖସିଲା ସୁନା ଦର

ଗତକାଲି ରାଜ୍ୟରେ ଐତିହାସିକ ଏକ ଲକ୍ଷ ଟଙ୍କା ସ୍ତର ଅତିକ୍ରମ କରି ଇତିହାସ ରଚିଥିବା ସୁନା ଦରରେ ବୁଧବାର ବଡ଼ ଧରଣର ହ୍ରାସ ହୋଇଛି। ଗୋଟିଏ ଦିନରେ ୨୪ କ୍ୟାରେଟ ସୁନା ଦାମ୍ ୩୦୦୦ ଟଙ୍କା କମ୍ ହେବାରୁ ତାହାର ମୂଲ୍ୟ ୯୮,୩୫୦ ଟଙ୍କାକୁ ହ୍ରାସ ପାଇଛି। ସେହିପରି, ୨୨ କ୍ୟ‌ାରେଟ୍ ସୁନା ଦର ୨୭୫୦…

ଭୁବନେଶ୍ବରରେ ସ୍ଥାପନ କରାଯିବ ଇଏସ୍‌ଆଇସି ମେଡିକାଲ୍ କଲେଜ

କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ପକ୍ଷରୁ ଦେଶରେ ୨୦ଟି ନୂଆ ମେଡିକାଲ୍ କଲେଜ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ସେଥିରୁ ଗୋଟିଏ ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ସ୍ଥାପନ କରାଯିବ। ଏସଂକ୍ରାନ୍ତୀୟ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି ବୋଲି ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡଭୀୟ…

ପହଲଗାମ ଆତଙ୍କବାଦୀ ଆକ୍ରମଣ : ପାକିସ୍ତାନ ସରକାରର ସରକାରୀ ‘ଏକ୍ସ’ ଆକାଉଣ୍ଟକୁ ଭାରତରେ ଏବେ ବନ୍ଦ୍‌ କରାଯାଇଛି

ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ଭାରତୀଙ୍କର ମୃତ୍ୟୁ ହେବା ପରେ ଭାରତ ପାକିସ୍ତାନ ମଧ୍ୟରେ ଗଣ୍ଡଗୋଳ ପୁଣି ତୀବ୍ର ହୋଇଛି। ପାକିସ୍ତାନ ସରକାରର ସରକାରୀ ‘ଏକ୍ସ’ ଆକାଉଣ୍ଟକୁ ଭାରତରେ ଏବେ ବନ୍ଦ୍‌ କରାଯାଇଛି। ଏହି ପଦକ୍ଷେପ ନୂଆଦିଲ୍ଲୀ…