Browsing Tag

#india

ପୋଲିସ ଗୁଳିରେ ମାଓ କମାଣ୍ଡର ମନୀଷ ଯାଦବ ମୃତ

ପୋଲିସ ଗୁଳିରେ ଝାଡ଼ଖଣ୍ଡ ଲାତେହାରରେ ମାଓ କମାଣ୍ଡର ମନୀଷ ଯାଦବ ମୃତ। ଆଉ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ମାଓବାଦୀଙ୍କ ଉପରେ ଥିଲା 10 ଲକ୍ଷ ଟଙ୍କାର ପୁରସ୍କାର ରାଶି । ମୃତ ମନୀଷ ଉପରେ ମଧ୍ୟ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ସେମାନଙ୍କ ନିକଟରୁ ଦୁଇଟି ଏକ୍ସ ୯୫ ରାଇଫଲ ଜବତ…

ଶେଷନିଶ୍ୱାସ ତ୍ୟାଗ କଲେ ଅଭିନେତା ମୁକୁଲ ଦେବ

ଆଉ ନାହାନ୍ତି ଅଭିନେତା ମୁକୁଲ ଦେବ। ମାତ୍ର ୫୪ ବର୍ଷ ବୟସ ତାଙ୍କର ଦେହାନ୍ତ ହୋଇଥିବା ନେଇ ଫ୍ୟାନ୍ସ ଦୁଃଖରେ ଅଛନ୍ତି। ଅଭିନେତାଙ୍କର କଣ ହୋଇଥିଲା ବୋଲି ସମସ୍ତେ ଜାଣିବାକୁ ଚାହୁଁଛନ୍ତି। ବଲିଉଡ ଇଣ୍ଡଷ୍ଟ୍ରି ଉପରେ ଖସିଛି ଦୁଃଖର ପାହାଡ଼। ସଲମାନ ଖାନ ଏବଂ ଅଜୟ ଦେବଗନଙ୍କ ସହ ଫିଲ୍ମରେ ନଜର…

ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା

ଆସନ୍ତା ମାସରେ ଇଂଲଣ୍ଡ ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଏଥିପାଇଁ ଘୋଷଣା ହୋଇଛି ଦଳ । ରେଡ୍ ବଲ୍ ଦଳର କମାଣ୍ଡ ସମ୍ଭାଳିବେ ଶୁଭମନ ଗିଲ୍ । ଅର୍ଥାତ୍ ଦଳର କ୍ୟାପଟେନ୍ ଗିଲ୍ । ସେହିଭଳି ଋଷଭ ପନ୍ତ ଉପ-ଅଧିନାୟକ । କାରଣ ନିକଟରେ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି ରୋହିତ ଶର୍ମା ଏବଂ ବିରାଟ…

ଏନ୍‌କାଉଣ୍ଟର୍‌ରେ ୨ ହାର୍ଡକୋର୍‌ ମାଓବାଦୀ ନିହତ

ଝାଡ଼ଖଣ୍ଡରେ ୨ ହାର୍ଡକୋର୍‌ ମାଓବାଦୀଙ୍କୁ ଏନ୍‌କାଉଣ୍ଟର୍‌ କରି ନିହତ କରିଛନ୍ତି। ଲାତେହାରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଏହି ଦୁଇ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏହି ମାଓବାଦୀଙ୍କ ନାଁରେ ଥିଲା ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ତେବେ ଆହତ ଅବସ୍ଥାରେ ଆଉ ଜଣେ ମାଓବାଦୀ…

ବେଙ୍ଗାଲୁରୁକୁ ୪୨ରନରେ ହରାଇଛି ହାଇଦ୍ରାବାଦ

ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ଅଧିନାୟକ ପାଟ୍ କମିନ୍ସଙ୍କ ଶାଣିତ ବୋଲିଂ ବଳରେ ସନରାଇଜର୍ସ ହାଇଦ୍ରାବାଦ ୪୨ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ହରାଇଛି । ଏକଦା ୧୭୩ ରନରେ ୩ ୱିକେଟ୍ ହରାଇଥିବା ବେଙ୍ଗାଲୁରୁ ନିମ୍ନ କ୍ରମରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୮୯ ରନରେ ଅଲଆଉଟ୍…

ଦିଲ୍ଲୀ NCRରେ 2ଜଣ କରୋନା ସଂକ୍ରମିତ ଚିହ୍ନଟ

ଦିଲ୍ଲୀ NCRରେ ଆରମ୍ଭ ହେଲା କରୋନା ସଂକ୍ରମଣ । ଗୁରୁଗ୍ରାମର ସାଇବର ସିଟିରେ ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି। 2 ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣେ ମୁମ୍ବାଇରୁ ଗୁରୁଗ୍ରାମ ଆସିଥିଲେ। ଏସିଆ ମହାଦେଶର କେତେକ ଦେଶରେ ଗତ କିଛି ମାସ ହେଲା…

ମୁମ୍ବାଇରେ ୨ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ

ଭାରତକୁ ପୁଣି ଫେରିଲା କୋଭିଡ ଭୟ। ମୁମ୍ବାଇରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ମୁମ୍ବାଇ ପରେଲରେ ଥିବା BMC ପରିଚାଳିତ KEM ହସ୍ପିଟାଲରେ ଏହି ଦୁଇଟି ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ମୃତକଙ୍କ ମଧ୍ୟରୁ ଜଣେ କ୍ୟାନସରରେ ପୀଡ଼ିତ ଥିବାବେଳେ ଅନ୍ୟ ଜଣଙ୍କର କିଡ୍‌ନୀ ସମସ୍ୟା…

ନକ୍ସଲ ବିରୋଧୀ ଅପରେସନରେ ଆହତ ସୁରକ୍ଷାକର୍ମୀଙ୍କୁ ଦିଲ୍ଲୀ ଏମସରେ ଭେଟିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଦିଲ୍ଲୀର ଏମସ୍‍ ଟ୍ରମା ସେଣ୍ଟର ପରିଦର୍ଶନ କରିଛନ୍ତି ଏବଂ ଛତିଶଗଡ଼ ଓ ତେଲଙ୍ଗାନା ସୀମାରେ ଥିବା କାରେଗୁଟ୍ଟା ପାହାଡ଼ରେ ୩୧ ଜଣ ନକ୍ସଲଙ୍କ ହତ୍ୟା କରାଯାଇଥିବା ନକ୍ସଲ ବିରୋଧୀ ଅପରେସନରେ ଆହତ ସୁରକ୍ଷା କର୍ମୀଙ୍କୁ…

ଓୟୋ ହୋଟେଲ ଛାତରୁ ତଳକୁ ଡେଇଁଲେ କାହିଁକି ଯୁବତୀ

ଭୁବନେଶ୍ୱରସ୍ଥିତ ଖଣ୍ଡଗିରି-ଜାଗମରା ପଞ୍ଚସଖା ନଗରରେ ଜଣେ ଯୁବତୀ ଓୟୋ ହୋଟେଲ ଛାତରୁ ପଡ଼ିଯାଇ ମୃତ୍ୟୁ ଘଟିଛି । ତାଙ୍କ ପ୍ରେମିକ ତାଙ୍କୁ ଠେଲିଦେଇ ଥବା ଝିଅର ମା ଅଭିଯୋଗ କରିଛନ୍ତି ।  ଏଠାରେ ଥିବା ଏକ ଓୟୋ ହୋଟେଲ ତଳୁ ଜଣେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ମିଳିବା ପରେ ଏହାକୁ ନେଇ ତନାଘନା…

ରଥ ନିର୍ମାଣର ଆଜି ଥିଲା ତ୍ରୟୋଦଶ ଦିବସ, ପଇ ବିନ୍ଧ ଅନୁକୂଳ ପୂଜା ସମ୍ପନ୍ନ

ରଥ ନିର୍ମାଣର ଆଜି ଥିଲା ତ୍ରୟୋଦଶ ଦିବସ। ତିନି ରଥର ନାହାକା ଚକ ପ୍ରସ୍ତୁତ ପାଇଁ ପଇ ବିନ୍ଧ ଅନୁକୂଳ ପୂଜା ତିନି ରଥ ମୁଖ୍ୟ ମହାରଣାଙ୍କ ଦ୍ୱାରା ସମ୍ପନ୍ନ ହୋଇଛି। ପରେ ତିନି ରଥ ସାଥୀ ମହାରଣା ସେବକମାନେ ପଇ ବିନ୍ଧ କାର୍ଯ୍ୟ ଆରମ୍ଭ କରିଥିଲେ। ତିନି ରଥର ଦୁଇଟି ଲେଖାଏଁ ନାହାକା ଚକ…