ଆଜିର ରାଶିଫଳ
ମେଷ: ଶ୍ରୀଚନ୍ଦ୍ର ଭୋଗ ହେତୁ ରୋଜଗାର ଆଶାନୁରୂପ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ଜୁଟିବେ।
ବୃଷ: ଆପଣ ଶାସ୍ତ୍ରପଟୁ ପୁଣ୍ୟଦେହୀ ସୁବର୍ଣ୍ଣାଦି ଯୁକ୍ତ ରୂପବାନ୍ ଓ ରାଜବଂଶ ପୂଜିତ…
Trending