ଉଚ୍ଚ ଅଦାଲତକୁ ଗଲେ ଜଗା ପ୍ରଧାନ
ଜାମିନ ପାଇଁ ଉଚ୍ଚ କୋର୍ଟକୁ ଯାଇଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ଗୁରୁବାର ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଜାମିନ ଖାରଜ ହେବା ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ସେବେଠାରୁ ସେ ଝାରପଡ଼ା ଜେଲରେ ଅଛନ୍ତି । ତେବେ ଆଜି ଅଚାନକ ଜେଲ ଡିଜି ସୁଶାନ୍ତ…