କିଏ ହେବ ରାଜ୍ୟ ବିଜେପି ସଭାପତି,୮ ତାରିଖରେ ନିର୍ବାଚନ ଓ ଫଳାଫଳ ଘୋଷଣା
ରାଜ୍ୟ ବିଜେପି ସଭାପତି କିଏ ହେବ ତାକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ୮ ତାରିଖରେ ରହିଛି ନିର୍ବାଚନ ଓ ଫଳାଫଳ ଘୋଷଣା। ମନମୋହନ ସାମଲ ପୁଣି ମଙ୍ଗ ଧରିବେ ନା ଆଉ କିଏ ନୂଆ ମଙ୍ଗୁଆଳ ହେବେ ତାକୁ ନେଇ ଚର୍ଚ୍ଚା ଜାରି ରହିଛି। ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଢ଼ିବା ପରେ ଦଳର ସଭାପତି…