ଆଜିର ରାଶିଫଳ
ମେଷ: ପ୍ରଭାବଶାଳୀ ହେବେ। ଜଣେ ହୁକୁମ୍ଦାତାଭାବେ ନିଜର ହାକିମତ୍ବର ପରାକାଷ୍ଠା ପ୍ରତିପାଦନ କରିପାରନ୍ତି। ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ପରିବାରର ସ୍ନେହାସ୍ପଦ ହେବେ।
ବୃଷ: ସତ୍କର୍ମରୁ ବିଚ୍ୟୁତ ନ ହୋଇ ସେବା ମନୋଭାବ ପୋଷଣ କରିବାକୁ ହେବ।…
Trending