ବାଲେଶ୍ୱର ଏଫଏମ୍ କଲେଜ ନିଲମ୍ବିତ ପ୍ରିନ୍ସିପାଲ ଦିଲୀପ ଘୋଷ ଗିରଫ
ବାଲେଶ୍ୱର ଏଫଏମ୍ କଲେଜ ନିଲମ୍ବିତ ପ୍ରିନ୍ସିପାଲ ଦିଲୀପ ଘୋଷଙ୍କୁ ଗିରଫ କଲା ସହଦେବଖୁଣ୍ଟା ପୁଲିସ । ଛାତ୍ରୀଙ୍କ ପରିବାର ଦିଲୀପ ଘୋଷଙ୍କ ଗିରଫ ଦାବି କରି ଆସୁଥିଲେ । କହିରଖୁଛୁ ପୂର୍ବରୁ ଏଜୁକେସନ୍ ବିଭାଗ ମୁଖ୍ୟ ସମୀର ସାହୁ ଗିରଫ ହୋଇଥିଲେ । ସୂଚନାଯୋଗ୍ୟ ଭୁବନେଶ୍ଵର ଏମ୍ସରେ ଜୀବନ ମୃତ୍ୟୁ…