Browsing Tag

#india

ଏୟାରଲିଫ୍ଟ ହେଲେ ବଳଙ୍ଗା ପୀଡିତା

ଏୟାରଲିଫ୍ଟ ହେଲେ ବଳଙ୍ଗା ପୀଡିତା। ଭୁବନେଶ୍ଵର ଏମ୍ସରେ ପୀଡିତାଙ୍କ ଚିକିତ୍ସା ଜାରି ରହିଥିବାବେଳେ ଅଧିକ ଚିକିତ୍ସା ଲାଗି ଦିଲ୍ଲୀ ଏମ୍ସକୁ ଏୟାର ଲିଫ୍ଟ କରାଯାଇଛି। ଏଥିଲାଗି ଏମ୍ସର ବିଜୁ ପଟ୍ଟନାୟକ ବିମାନ ବନ୍ଦର ପର୍ଯ୍ୟନ୍ତ ଗ୍ରୀନ୍ କରିଡର କରାଯାଇଛି। ଆଜି ସକାଳେ ପ୍ରଥମେ  ଡାକ୍ତରୀ ଟିମ୍…

ଆସନ୍ତା କାଲି ଠାରୁ ମୌସୁମୀ ଅଧିବେସନ

ଜୁଲାଇ ୨୧ ଅର୍ଥାତ୍ ସୋମବାରଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଏଥିପାଇଁ ଆଜି କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡକାଇଥିଲେ । ଏହି ଅଧିବେଶନ ମଧ୍ୟ ବହୁତ ହଙ୍ଗାମାପୂର୍ଣ୍ଣ ହେବାକୁ ଯାଉଛି ଏବଂ ଏହାର ଏକ ଝଲକ ସର୍ବଦଳୀୟ ବୈଠକରେ ଦେଖିବାକୁ ମିଳିଥିଲା। ଏହି ବୈଠକରେ ବିରୋଧୀ ଦଳ ଅନେକ…

ଜାହାଜରେ ଅଗ୍ନିକାଣ୍ଡ , ସମୁଦ୍ରକୁ ଡ଼େଇଁଲେ ଯାତ୍ରୀ

ଇଣ୍ଡୋନେସିଆ ନିକଟସ୍ଥ ସମୁଦ୍ରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡ ଯୋଗୁଁ ମୃତାହତଙ୍କ ସଂଖ୍ୟା ଜଣାପଡ଼ିନାହିଁ । ଏହି ଅଗ୍ନିକାଣ୍ଡର ଭିଡିଓ ଭାଇରାଲ ହୋଇଛି । ସୂଚନା ଅନୁସାରେ ଉତ୍ତର ସୁଲାୱେସିର ତାଲିସ୍ ଦ୍ୱୀପ ନିକଟରେ…

ବିନା ଷ୍ଟାରରେ ଧମାଲ କରୁଛି ଟୁରିଷ୍ଟ ଫ୍ୟାମିଲି , ଆୟ 85 କୋଟି

ସାଉସାଉଥ ସିନେମାରେ ଏପରି ଅନେକ ଫିଲ୍ମ ଅଛି ଯାହା ନିର୍ମାତାମାନଙ୍କୁ ସେମାନଙ୍କ ବଜେଟ୍ ଠାରୁ ଅଧିକ ରୋଜଗାର କରି ମାଲାମାଲ କରିଥାଏ। ଆଜି ଆମେ ଆପଣଙ୍କୁ ଏପରି ଏକ ମହାନ ଫିଲ୍ମ ବିଷୟରେ କହିବାକୁ ଯାଉଛୁ ଯାହା ୨୦୨୫ ମସିହାରେ ଥିଏଟରରେ ମୁକ୍ତିଲାଭ କରିଥିଲା ଏବଂ ବକ୍ସ ଅଫିସରେ ଜବରଦସ୍ତ…

ମୋବାଇଲ ଫୋନରେ କଥାହେବା କ୍ଷେତ୍ରରେ ଓଡ଼ିଶାର ଗ୍ରାହକମାନେ ଆଗରେ

ମୋବାଇଲ ଫୋନରେ କଥାହେବା କ୍ଷେତ୍ରରେ ଓଡ଼ିଶାର ଗ୍ରାହକମାନେ ଆଗରେ ରହିଛନ୍ତି। ‌ମାସକୁ ହାରାହାରି ୧୨୧୧ ମିନିଟ୍ ଅର୍ଥାତ ୨୦ ଘଣ୍ଟା ୧୧ ମିନିଟ୍‌ ସେମାନେ କଥା ହେଉଛନ୍ତି। ରାଜ୍ୟଗୁଡ଼ିକୁ ତୁଳନା‌ କଲେ ଦେଶରେ ଓଡ଼ିଶା ଗ୍ରାହକମାନେ ମୋବାଇଲରେ କଥାହେବା କ୍ଷେତ୍ରରେ ୪ର୍ଥ ସ୍ଥାନରେ ରହିଛନ୍ତି।…

23ରୁ ପ୍ରବଳ ବର୍ଷା

ମୌସୁମୀ ଦୁର୍ବଳ ଥିବାରୁ ବାୟୁମଣ୍ଡଳରେ ତାପମାତ୍ରା ବୃଦ୍ଧି ପାଉଛି। ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଜଳୀୟବାଷ୍ପର ପ୍ରତିକ୍ରିୟାଶୀଳତା ବୃଦ୍ଧି ଯୋଗୁ ରାଜ୍ୟରେ ଆଗାମୀ ୨୩ ତାରିଖ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ିର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶନିବାର ସକାଳ…

+୩ ରେ ୯୦ ହଜାର ଆସନ ଖାଲି

ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନରେ ସ୍ନାତକ(+୩) ନାମଲେଖା ଶନିବାର ଶେଷ ହୋଇଛି। +୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଫଳ ପ୍ରକାଶ ପାଇଥିବାବେଳେ ଖୁବ୍‌ଶୀଘ୍ର +୩ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଫଳରେ ଇନ୍‌ଷ୍ଟାଣ୍ଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା…

ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡିତା

ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡିତା। ବର୍ତ୍ତମାନ୍ ପୀଡିତା ଜଣଙ୍କୁ ଭୁବନେଶ୍ଵର ଏମ୍ସରେ ଚିକିତ୍ସା କରାଯାଉଥିବା ବେଳେ ଦିଲ୍ଲୀକୁ ଏୟାରଲିଫ୍ଟ କରାଯିବା ନେଇ ସୂଚନା ମିଳିଛି। ଡାକ୍ତରୀ ଟିମ୍ ସହ ପୀଡିତାଙ୍କ ପରିବାର ଲୋକଙ୍କର ଆଲୋଚନା ହୋଇଛି। ଦିଲ୍ଲୀ ଏମ୍ସ ସହ ଏୟାରଲିଫ୍ଟ ନେଇ ଯୋଗାଯୋଗ…

ଆଜିର ରାଶିଫଳ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧନ ଓ ଐଶ୍ୱର୍ଯ୍ୟର କାରକ ନିର୍ଦ୍ଦିଷ୍ଟ ସମୟାନୁସାରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ଶୁକ୍ର ଖୁବ୍‌ ଶୀଘ୍ର ନକ୍ଷତ୍ର ପରିବର୍ତ୍ତନ କରିବେ । ଶାସ୍ତ୍ର ଅନୁସାରେ ୨୦ ଜୁଲାଇରେ ଶୁକ୍ର ନକ୍ଷତ୍ର ପରିବର୍ତ୍ତନ କରିବେ । ଏହାର ପ୍ରଭାବ ସମସ୍ତ ରାଶି…

ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେଲା ଓଡ଼ିଆ ସିନେମା ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’

ରାଷ୍ଟ୍ରପତି ଭବନରୁ ଓଡ଼ିଆ ସିନେମା ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’ର ସମସ୍ତ କର୍ମକର୍ତ୍ତାଙ୍କୁ ଥିଲା ନିମନ୍ତ୍ରଣ। ନିମନ୍ତ୍ରଣ ପାଇ ଦିଲ୍ଲୀ ଯାଇ ରାଷ୍ଟ୍ରପତିଙ୍କ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ସିନେମାର ସମସ୍ତ କର୍ମକର୍ତା, ପ୍ରଦର୍ଶିତ ନବକଳେବର ସିନେମାକୁ…