Browsing Tag

#india

ବନ୍ଧୁ ପାଇଁ ଦିନି ଟିଏ

ଆଜି ଫ୍ରେଣ୍ଡସିପ୍ ଡେ ।  ବନ୍ଧୁ ପାଇଁ ଦିନି ଟିଏ । ବନ୍ଧୁତ୍ୱର ବନ୍ଧନ କେଉଁ କାଳରୁ ଚାଲିଆସିଛି,  ତାହା କହିହେବନି ।  ରାଜଧାନୀର ବିଭିନ୍ନ ଜାଗାରେ ଆଜି ଫ୍ରେଣ୍ଡସିପ୍ ଡେ ପାଳନ ଆଜି ଫ୍ରେଣ୍ଡସିପ୍ ଡେ ହେଉଛି । ଫ୍ରେଣ୍ଡସିପ୍ ଡେରେ ନିଜ ବନ୍ଧୁଙ୍କୁ ଉପହାର ଦେଇ ଶୁଭେଚ୍ଛା ଜଣାଇବା ଲାଗି…

ସ୍କୁଲ ମଧ୍ୟାହ୍ନଭୋଜନରେ ଏଣିକି ଫଳ ମିଳିବ

ସ୍କୁଲ ମଧ୍ୟାହ୍ନଭୋଜନରେ ଏଣିକି ଫଳ ମିଳିବ। ପିଏମ୍‌ ପୋଷଣ ଯୋଜନାରେ ଆମିଷ ଖାଉ ନ ଥିବା ଛାତ୍ରୀଛାତ୍ରଙ୍କୁ ଅଣ୍ଡା ବଦଳରେ ଫଳ ଦିଆଯିବ। ଭୋଜନରେ ଋତୁକାଳୀନ ଫଳ ଯୋଗାଇ ଦେବାକୁ ଜିଲା ଶିକ୍ଷାଧିକାରୀଙ୍କୁ ପିଏମ୍‌ ପୋଷଣ ନୋଡାଲ ଅଫିସର ଚିଠି ଲେଖିଛନ୍ତି। ତେଣୁ ଅଣ୍ଡା ଖାଉ ନ ଥିବା ପିଲାଙ୍କ…

ଆଖି ବୁଜିଲେ ବଳଙ୍ଗା ପୀଡ଼ିତା,ଆଜି ଓଡ଼ିଶା ଆସିବ ମରଶରୀର

ଆଖି ବୁଜିଲେ ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍‌ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଛି । ୧୫ ଦିନ ଧରି ଜୀବନ ସହିତ ସଂଘର୍ଷ କରିବା ପରେ ଶେଷରେ ଆରପାରିକୁ ଚାଲିଯାଇଛନ୍ତି ପୀଡ଼ିତା । ଆଜି ଦିଲ୍ଲୀରେ କରାଯିବ ଶବ ବ୍ୟବଚ୍ଛେଦ । ପୋଷ୍ଟମର୍ଟମ ପରେ ଓଡ଼ିଶା ଆସିବ ମରଶରୀର।…

ଆଜିର ରାଶିଫଳ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଓ ଗୁରୁ ଏକାଠି ହେବା ଦ୍ୱାରା ଅତ୍ୟନ୍ତ ଶୁଭ ଓ ରାଜଯୋଗ ସୃଷ୍ଟି ହୋଇଥାଏ । ଏହାର ବିଶେଷ ମହତ୍ତ୍ୱ ମଧ୍ୟ ରହିଛି । ଶୁକ୍ର-ଗୁରୁ ଏକାଠି ହେବା ଦ୍ୱାରା ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହୋଇଥାଏ । ଏହି ବିଶେଷ ଯୋଗ ହେବା ପରେ ବ୍ୟକ୍ତିଙ୍କ ଜୀବନରେ ଧନ, ବୈଭବ,…

ଆଜିର ରାଶିଫଳ

ବର୍ଷ ୨୦୨୫ର ଅଷ୍ଟମ ମାସ ଅଗଷ୍ଟ ମାସ ଆଜି ଠାରୁ ଆରମ୍ଭ ହୋଇଛି । ଜ୍ୟୋତିଷ ଦୃଷ୍ଟି କୋଣରୁ ଏହି ମାସ ଖୁବ୍‌ ଖାସ୍‌ । କାରଣ ଏହି ମାସରେ ଅନେକ ଗ୍ରହ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବା ସହ ରାଜଯୋଗ ସୃଷ୍ଟି କରିବେ । ତେବେ ଜାଣନ୍ତୁ ଏହି ମାସରେ କେଉଁ କେଉଁ ରାଶି ବ୍ୟକ୍ତି ବିଶେଷ…

ପୁରୀ  ଶରଧାବାଲି ଦଳଚକଟା ଘଟଣା , ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର

ପୁରୀ  ଶରଧାବାଲି ଦଳଚକଟା ଘଟଣା ।  ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର ।  ପୁରୀ ଶରଧାବାଲି ଦଳାଚକଟା  ଘଟଣାରେ ତଦନ୍ତ ପରେ  ରିପୋର୍ଟ ପ୍ରଦାନ କଲେ ।  ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରିପୋର୍ଟ  ଦେଲେ  ଅନୁ ଗର୍ଗ । ଶରଧା ବାଲି ଅଘଟଣ ପରେ ତଦନ୍ତ କରି ମାସକ ମଧ୍ୟରେ…

୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ବିକ୍ରାନ୍ତ ମେସି ଓ ରାଣୀ ମୁଖାର୍ଜୀ ମୁଖ୍ୟ ଦାବିଦାର ଭାବେ ଆଗରେ

୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ବିକ୍ରାନ୍ତ ମେସି ଓ ରାଣୀ ମୁଖାର୍ଜୀ ମୁଖ୍ୟ ଦାବିଦାର ଭାବେ ଆଗରେ ରହିଛନ୍ତି। ‘୧୨ଥ ଫେଲ’ରେ ବିକ୍ରାନ୍ତଙ୍କ ଅଭିନୟ ଓ ‘ମିସେସ ଚାଟାର୍ଜୀ ଭର୍ସେସ ନରୱେ’ରେ ରାଣୀଙ୍କ ଭୂମିକା ବର୍ଷର ଶ୍ରେଷ୍ଠ ଅଭିନୟ ମଧ୍ୟରୁ ଅନ୍ୟତମ ବୋଲି ପ୍ରଶଂସିତ ହୋଇଛି।…

କାଲି ଏହି 3 ଜିଲ୍ଲାରେ ପ୍ରବଳ ବର୍ଷିବ

ସାରା ରାଜ୍ୟରେ ଗୁରୁବାର ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ତେବେ ଶୁକ୍ରବାର ୩ ଜିଲା କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବର୍ଷା ଓ…

ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ୨ ଲକ୍ଷ ମହିଳାଙ୍କୁ ଆଉ ପୁନର୍ବାର ଆବେଦନ କରିବାକୁ ପଡ଼ିବ ନାହିଁ

ରାଜ୍ୟରେ ସୁଭଦ୍ରା ସମୀକ୍ଷା ଜାରି ରହିଛି । ଆଜିକୁ ୧୨ ଦିନ  ହେବ ରାଜ୍ୟର ବିଭିନ୍ନ ଜ଼ିଲ୍ଲାରେ ସମୀକ୍ଷା ହେଉଛି।  ଗତକାଲି ସୁଦ୍ଧା  ୭ ହଜାର ସୁଭଦ୍ରା ହିତାଧିକାରୀଙ୍କ  ମତାମତ  ସଂଗ୍ରହ ହୋଇସାରିଛି। ଏକ ମାସ ମଧ୍ୟରେ ୨୨ ହଜାର ସୁଭଦ୍ରାଙ୍କର  ମତାମତ ନେବାକୁ ଆମର ଟାର୍ଗେଟ ରହିଛି।…

ଓଭାଲ ଟେଷ୍ଟ , ଭାରତର ବ୍ୟାଟିଂ ଜାରି

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଓଭାଲରେ ଆରମ୍ଭ ହୋଇଛି ଅନ୍ତିମ ଟେଷ୍ଟ। ଟସ ଜିତି ଘରୋଇ ଦଳ ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଥିବାବେଳେ ଭାରତ ବ୍ୟାଟିଂ ଜାରି ରଖିଛି।  ପ୍ରଥମ ସେସନ ଖେଳ ଚାଲିଥିବାବେଳେ ଭାରତ ୧ ଉଇକେଟ ହରାଇ ୩୬ ରନ ସଂଗ୍ରହ କରିଛି। ଯଶସ୍ଵୀ ଜୟସଓ୍ବାଲ ୨ ରନ କରି ଆଉଟ ହୋଇଛନ୍ତି।…