Browsing Tag

#india

କୋରାପୁଟ ରୁ ମୋହନଙ୍କ ବଡ଼ ଘୋଷଣା ,4 ଜିଲ୍ଲାରେ ଖୋଲିବ ମେଡ଼ିକାଲ କଲେଜ

ଦୁଇ ଦିନ ହେଲା ମୁଖ୍ୟମନ୍ତ୍ରୀ କୋରାପୁଟ ଗସ୍ତରେ ଥିବାବେଳେ ଗଞ୍ଜାମରେ ଡେରା ପକାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନ୍ୟପଟେ ପ୍ରଭାତୀ ପରିଡ଼ା ଆଜି ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । କୋରାପୁଟରୁ ମୋହନଙ୍କ ବଡ଼ ଘୋଷଣା  ୪…

ବର୍ଷା ଦିନେ କିପରି ନେବେ ତ୍ବଚାର ଯତ୍ନ

ଋତୁ ବଦଳିବା ସଙ୍ଗେ ସଙ୍ଗେ ଆମ ତ୍ବଚା ବି ବଦଳିଥାଏ। ଗ୍ରୀଷ୍ମ ସମୟରେ ତ୍ବଚା ଟିକେ ତେଲିଆ ରହିଥାଏ ତ ଶୀତ ଦିନେ ସୁଖିଲା ଦିଶିଥାଏ। ଏବେ ବର୍ଷା ଦିନ ହୋଇଥିବାରୁ ମଧ୍ୟ ତ୍ବଚା ଟିକେ ଶୁଷ୍କ ରହିବା ସ୍ବାଭାବିକ। ମାତ୍ର ମନେ ରଖନ୍ତୁ, ଆପଣଙ୍କ ତ୍ବଚା ଯଦି ଆବଶ୍ୟକରୁ ଅଧିକ ସୁଖିଲା…

ଏଣିକି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ଫର୍ମପୂରଣ ଶତପ୍ରତିଶତ ଅନ୍‌ଲାଇନ୍‌ରେ ହେବ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ଫର୍ମପୂରଣ କ୍ଷେତ୍ରରେ ଆସିବ ସ୍ବଚ୍ଛତା। ୨୦୨୫-୨୬ ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀ ଆଉ ପରୀକ୍ଷା ପାଇଁ ଅଫ୍‌ଲାଇନ୍‌ରେ ଫର୍ମପୂରଣ କରିବେନି ବରଂ ଶତପ୍ରତିଶତ ଅନ୍‌ଲାଇନ୍‌ରେ ଫର୍ମପୂରଣ କରାଯିବ। ଫର୍ମପୂରଣ ପାଇଁ ପରିଷଦ ସାମ୍ସଠାରୁ ନାମଲେଖା…

ଆଇନଜୀବୀ ଚରିତ୍ରରେ ପରଦାକୁ ଆସିବେ ଏଲିନା

ବାହାଘର ପରେ ଓଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ନାୟିକା ଏଲିନା ଅଭିନୟ କ୍ଷେତ୍ରରେ ବେଶ୍ ସକ୍ରିୟ ଅଛନ୍ତି। ‘ଚ୍ୟାଲେଞ୍ଜ୍’ ପରେ ତାଙ୍କର ପୁଣି ଏକ ଓଡ଼ିଆ ଛବି ଫ୍ଲୋର୍‌କୁ ଯାଉଛି। ‘ଉଦାହରଣ’ ଶୀର୍ଷକ ଏହି ଛବିରେ ତାଙ୍କୁ ଏକ ନିଆରା ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଏହି ସିନେମାରେ ଏଲିନା ଜଣେ…

ଓମାନ ସହିତ ଭାରତର ମୁକ୍ତ ବାଣିଜ୍ୟ ରାଜିନାମା ଖୁବ୍‌ ଶୀଘ୍ର

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ଭାରତର ଚିନ୍ତା ବଢ଼ିଯାଇଛି। ଏହାଦ୍ବାରା ଆମେରିକାକୁ ଭାରତର ରପ୍ତାନି ପ୍ରଭାବିତ ହେବ। ଏଭଳି ସ୍ଥିତିରେ ଓମାନ ସହିତ ଭାରତର ମୁକ୍ତ ବାଣିଜ୍ୟ ରାଜିନାମା ଖୁବ୍‌ ଶୀଘ୍ର ହେବାକୁ ଯାଉଛି। ପୂର୍ବରୁ ଏହି…

ଆମେରିକାର ଋଣ ଆନୁଷ୍ଠାନିକ ଭାବରେ ୩୭ ଟ୍ରିଲିୟନ ଡଲାର ଅତିକ୍ରମ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଅର୍ଥନୀତି ବିଷୟରେ ବଡ଼ ବଡ଼ ଦାବି କରୁଛନ୍ତି କିନ୍ତୁ ଦେଶର ବୃଦ୍ଧି ପାଉଥିବା ଋଣକୁ ରୋକିବାରେ ସେ ବିଫଳ ହୋଇଛନ୍ତି। ପ୍ରଥମ ଥର ପାଇଁ ଆମେରିକାର ଋଣ ଆନୁଷ୍ଠାନିକ ଭାବରେ ୩୭ ଟ୍ରିଲିୟନ ଡଲାର ଅତିକ୍ରମ କରିଛି। ୪ ଜୁଲାଇରେ ୱାନ୍…

ଆସୁଛି ଦୁଇଟି ଲଘୁଚାପ

ରାଜ୍ୟର ୯ଟି ଜିଲାରେ ନିଅଣ୍ଟିଆ ବର୍ଷା ରହିଛି। ଏଥିପାଇଁ ଚାଷ କାମ ଆଗେଇ ପାରୁନାହିଁ। ଜମିରେ ପାଣି ନଥିବାରୁ ରୁଆ, ଖେଳିଆ ଓ ବେଉଷଣ ଆଗେଇ ପାରୁନି। ଚାଷୀ ବର୍ଷାକୁ ଚାହିଁ ବସିଥିବାବେଳେ ଅଗଷ୍ଟ ପ୍ରଥମ ସପ୍ତାହରୁ ତାପମାତ୍ରା ୨ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଛି। ଟାଣଖରା ଯୋଗୁ ଜମିରୁ ପାଣି ଶୁଖି…

ଆଜିର ରାଶିଫଳ

ଚଳିତ ଅଗଷ୍ଟ ମାସ ୧୭ ତାରିଖରେ ସିଂହ ରାଶିରେ ସୂର୍ଯ୍ୟ ଚଳନ କରିବେ । ସୂର୍ଯ୍ୟଙ୍କ ଏହି ଚଳନ ସହ ଏହି ଦିନ ଦୀର୍ଘ ୧୮ ବର୍ଷ ପରେ କେତୁ ଓ ସୂର୍ଯ୍ୟ ସିଂହ ରାଶିରେ ଏକାଠି ହେବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଓ କେତୁ ଏହି ସମୟରେ ଏକାଠି ହେବା ଦ୍ୱାରା କିଛି ରାଶି…

୨୦୦ଟି ନୂଆ ହାଲୁକା ହେଲିକପ୍ଟର କିଣିବ ସେନା

ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି । ପ୍ରତିରକ୍ଷା ମନ୍ତ୍ରାଳୟ ନିଜର ପୁରୁଣା ଚେତକ ଓ ଚିତା ହେଲିକପ୍ଟରକୁ ବଦଳାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଥିପାଇଁ ପ୍ରାୟ ୨୦୦ଟି ନୂଆ ହାଲୁକା ହେଲିକପ୍ଟର କିଣାଯିବ । ଏହି ହେଲିକପ୍ଟର ଗୁଡ଼ିକର ନାଁ ରହିଛି…

ଗୁଜରାଟ-ରାଜସ୍ଥାନ ସୀମାରେ ଭୂମିକମ୍ପ ଅନୁଭୂତ

 ଶନିବାର ରାତି ୯.୦୩ ସମୟରେ ଗୁଜରାଟ-ରାଜସ୍ଥାନ ସୀମାରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୬ ମାପ କରାଯାଇଥିଲା, ଯାହାର କେନ୍ଦ୍ରସ୍ଥଳ ପାଲାନପୁରରୁ ୩୧ କିଲୋମିଟର ଉତ୍ତର-ପୂର୍ବରେ ଥିଲା । ଗୁଜୁରାଟର ବନାସକାଣ୍ଠା ଜିଲ୍ଲାର ଅଧିକାଂଶ ତହସିଲରେ ଭୂମିକମ୍ପ…