ଏପ୍ରିଲ୍ ୧୫ ସୁଦ୍ଧା ରିଚାର୍ଜ କରାଇ ଜିଓର ୯୦ ଦିନିଆ ମାଗଣା ହଟ୍ଷ୍ଟାର୍ ଓ ଆଇପିଏଲ୍ ମଜା ଉଠାଇ ପାରିବେ ଗ୍ରାହକ
ଗ୍ରାହକଙ୍କ ପାଇଁ ସବୁବେଳେ ନୂଆ ନୂଆ ଅଫର୍ ଆଣି ସର୍ପ୍ରାଇଜ୍ ଦେଇ ଆସିଛି ଜିଓ । ଏବେ ଆଇପିଏଲ୍ ମହାକୁମ୍ଭ ଚାଲିଥିବା ବେଳେ ଗ୍ରାହକଙ୍କ ପାଇଁ ଜିଓ ପକ୍ଷରୁ ଘୋଷଣା ହୋଇଛି ଏକ ନୂଆ ଅଫର୍ । ଯାହାଦ୍ୱାରା ୟୁଜର୍ସ ପ୍ରତିଟି ଆଇପିଏଲ୍ ମ୍ୟାଚ୍ର ମଜା ନିଜ ଟିଭି କିମ୍ବା ମୋବାଇଲ୍ରେ ଉଠାଇ…