Browsing Tag

#india

ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରାପଡା ଜିଲ୍ଲାର ତିଖିରି ଗ୍ରାମ ପଞ୍ଚାୟତ ସରପଞ୍ଚ ଚାମେଲି ,

କେନ୍ଦ୍ରାପଡା ଜିଲ୍ଲାର ତିଖିରି ଗ୍ରାମ ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କ ଗିରଫ ଏବଂ ପୋଲିସ ନିର୍ଯାତନା ଘଟଣା ଏବେ ଓଡ଼ିଶା ହାଇକୋର୍ଟରେ ପହଞ୍ଚିଛି ।  ଚାମେଲି ଓଝାଙ୍କୁ ମିଥ୍ୟା ମାମଲାରେ ଫସାଇ ଗିରଫ କରାଯାଇଥିବା ଓ ଥାନାରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ନେଇ ସାମାଜିକ ସଂଗଠନ ‘ଭାରତୀୟ…

ଭାରତୀୟ ସେନାରେ ସାମିଲ ହେଲା ଅଗ୍ନିବେଗ’ କାମିକାଜେ ଡ୍ରୋନ୍

ନିକଟରେ ଆମେରିକା-ଇରାନ ଏବଂ ରୁଷ-ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧରେ କାମିକାଜେ ଡ୍ରୋନ୍ଗୁଡ଼ିକ ଅତ୍ୟନ୍ତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛନ୍ତି। ଏଗୁଡ଼ିକ ସଠିକ୍ ଲକ୍ଷ୍ୟଭେଦ କରିବା ସହ ନିର୍ମାଣ ଖର୍ଚ୍ଚ ମଧ୍ୟ ବହୁତ କମ୍। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ନିକଟରେ ନିଜ ଅସ୍ତ୍ରଭଣ୍ଡାରରେ…

ଖରା ଦିନେ ଆମିଷ ଖାଇବା ସମ୍ପୂର୍ଣ୍ଣ ବନ୍ଦ କରିବା ଜରୁରୀ କି ?

ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ ପ୍ରତି ସେତିକି ଯତ୍ନବାନ ନିହାତି ଆବଶ୍ୟକ। ଖରାଦିନେ ସାଧାରଣତଃ ଶରୀରର ହଜମ ପ୍ରକ୍ରିୟା ଧୀମା ହୋଇଯାଏ, ସେଥିପାଇଁ ଲୋକେ ହାଲୁକା ଏବଂ ସହଜରେ ହଜମ…

୨୦୨୬ରେ ଲଞ୍ଚ ହେବ ନାହିଁ iPhone 18

ଶ୍ୱର ପ୍ରମୁଖ ଟେକ୍ କମ୍ପାନୀ ଆପଲ୍ ନିଜର ଆଇଫୋନ୍ ଲଞ୍ଚ ରଣନୀତିରେ ବଡ଼ ପରିବର୍ତ୍ତନ ଆଣିପାରେ। ମିଡିଆ ରିପୋର୍ଟ ଅନୁସାରେ, iPhone 18 ମଡେଲ୍ ୨୦୨୬ରେ ଲଞ୍ଚ ହେବ ନାହିଁ। ବରଂ ଏହାକୁ ୨୦୨୭ ମସିହାର ପ୍ରଥମ ତ୍ରୟମାସିକରେ ବଜାରକୁ ଆଣାଯାଇପାରେ ବୋଲି ଶୁଣିବାକୁ ମିଳୁଛି। ଆପଲ ସାଧାରଣତଃ…

ଆଫଗାନିସ୍ତାନ ଆଗରେ ୪୦୨ ର ବିଶାଳ ଲକ୍ଷ୍ୟ ରଖିଲା ଭାରତ

ଗର୍ଜିଲା ଶୁଭମନ ଗିଲ୍ ଏବଂ ଇଶାନ କିଷନଙ୍କ ବ୍ୟାଟ୍।ଶୁବମନ ଗିଲ ଓ ଇଶାନ କିଶନଙ୍କ ଶତକ ବଳରେ ଭାରତର ବିଶାଳ ସ୍କୋର। ୪୯.୫ ବଲରେ ଅଲଆଉଟ ୪୦୨ ରନ କରିବାରେ ସକ୍ଷମ ହୋଇଛି ଟିମ୍ ଇଣ୍ଡିଆ।ଦଳ ପକ୍ଷରୁ ଅଧିନାୟକ ଶୁଭମନ ଗିଲ୍ ସର୍ବାଧିକ ୧୧୦ ବଲରେ ୨୨ଚୌକା,୨ ଛକା ମାରି ୧୫୪ ରନର ବଡ ପାଳି…

ସମସ୍ତ ସାମୁଦ୍ରିକ ପଥ ସୁରକ୍ଷିତ ରହିବା ଦରକାର- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଜି -୭ ସମ୍ମିଳନୀରେ ଯୋଗ ଦେବାକୁ ଫ୍ରାନ୍ସରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ସେ ସମ୍ମିଳନୀରେ ନିଜର ଉଦବୋଧନ ମଧ୍ୟ ଦେଇଛନ୍ତି । ଉଦବୋଧନ ପୂର୍ବରୁ ବିଶ୍ୱର ଅନେକ ଟପ୍ ନେତାଙ୍କୁ ପ୍ରଧାନମନ୍ତ୍ରୀ ସାକ୍ଷାତ କରିଥିଲେ । ଏହାପରେ ନିଜ ଉଦବୋଧନରେ ସେ ପରୋକ୍ଷରେ…

ଟେଲିଗ୍ରାମ ଆପ୍ ଉପରେ ସାମୟିକ କଟକଣା ଲଗାଇଥିବା ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ ,ଶୁଣାଣି କରିବାକୁ ରାଜି…

NEET-UG 2026 ପୁନଃପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ଟେଲିଗ୍ରାମ ଆପ୍ ଉପରେ ସାମୟିକ କଟକଣା ଲଗାଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଟେଲିଗ୍ରାମ କମ୍ପାନୀ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ବିଚାରପତି ତେଜସ କାରିଆ ଏହି ମାମଲାର ଶୁଣାଣି କରିବାକୁ ରାଜି ହୋଇଛନ୍ତି। ନୀଟ…

ବହୁ-ପ୍ରତୀକ୍ଷିତ ଫିଲ୍ମ ‘କଲ୍କି ୨୮୯୮ ଏଡି’ର ସିକ୍ୱେଲରେ ଏଣ୍ଟ୍ରି କଲେ ଆଲିୟା ଭଟ୍ଟ

ବହୁ-ପ୍ରତୀକ୍ଷିତ ଫିଲ୍ମ ‘କଲ୍କି ୨୮୯୮ ଏଡି’ର ସିକ୍ୱେଲକୁ ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା । ସଦ୍ୟ ରିପୋର୍ଟ ଅନୁସାରେ, ଏହି ମହତ୍ୱାକାଂକ୍ଷୀ ସାଇନ୍ସ-ଫିକ୍ସନ୍ ଫ୍ରାଞ୍ଚାଇଜିରେ ଏଣ୍ଟ୍ରି କରିଛନ୍ତି ଆଲିୟା ଭଟ୍ଟ । ସିକ୍ୱେଲରେ ଦୀପିକା ପାଦୁକୋନଙ୍କ ଚରିତ୍ର କିଏ ନିର୍ବାହ କରିବ, ତାକୁ ନେଇ…

ଶୀତଳ ଷଷ୍ଠୀ ପାଇଁ ୨୦ରେ ସମ୍ବଲପୁରରେ ଛୁଟି,ସମସ୍ତ ସରକାରୀ ଅଫିସ୍ ସହ ସ୍କୁଲ ଛୁଟି ରହିବ

ଶୀତଳ ଷଷ୍ଠୀ ପାଇଁ ୨୦ରେ ସମ୍ବଲପୁରରେ ଛୁଟି । ଆସନ୍ତା ୨୦ ତାରିଖରେ ସମ୍ବଲପୁରର ସମସ୍ତ ସରକାରୀ ଅଫିସ୍ ସହ ସ୍କୁଲ ଛୁଟି ରହିବ । ଛୁଟି ଘୋଷଣା କଲେ ଉତ୍ତରାଞ୍ଚଳ ରାଜସ୍ବ କମିଶନ । କିନ୍ତୁ ଜିଲ୍ଲାର ଅନ୍ୟ ଅଞ୍ଚଳରେ ହେବନି ଛୁଟି । କୁଚିଣ୍ଡା ଓ ରେଢାଖୋଲ ଉପଖଣ୍ଡ ଶୀତଳ ଷଷ୍ଠୀ ଛୁଟିରୁ ବାଦ୍‌ ।…

ଖରାକୁ ଦେଖି ବଢ଼ିଲା ଛୁଟି,୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି

ଖରାକୁ ଦେଖି ବଢ଼ିଲା ଛୁଟି । ସୁବର୍ଣ୍ଣପୁର ଜିଲ୍ଲାରେ ସ୍କୁଲ ଛୁଟି ବୃଦ୍ଧି କଲେ ଜିଲ୍ଲା ପ୍ରଶାସନ । ଅସହ୍ୟ ଗରମ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟିକୁ ବୃଦ୍ଧି କରାଯାଇଛି । ଚଳିତ ବର୍ଷ ମୌସୁମୀ ବିଳମ୍ବରେ ଆସିଥିବାରୁ ଏଯାଏଁ ବର୍ଷା ହୋଇନାହିଁ ।…