Browsing Tag

#india

ଆଜିର ରାଶିଫଳ

ମେଷ: ରବିବାର ଆର୍ଥିକ ସ୍ଥିତି ଭଲ ହେବ। ସୋମ ଓ ମଙ୍ଗଳବାର ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ବୁଧ, ଗୁରୁ ଓ ଶୁକ୍ରବାର ପାରିବାରିକ ପରିବେଶ ଆନନ୍ଦମୟ ରହିବ। ଶନିବାର ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେବ। ବୃଷ: ରବିବାର ଭାଗ୍ୟର ସହଯୋଗ ପାଇବେ। ସୋମ ଓ ମଙ୍ଗଳବାର ନୂଆ ଜାଗାକୁ…

ଟ୍ରମ୍ପ ବଢାଇଲେ H-1B ଭିଜା ଶୁଳ୍ଳ

ଅମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ ଲଗାଇବା ପରେ ଏବେ ‘ଭିଜା ବୋମା’ ଛାଡ଼ିଛନ୍ତି। କହିବାର ଅର୍ଥ ସେ H-1B ଭିଜା ନିୟମକୁ ନେଇ ବଡ଼ ଘୋଷଣା କରିଛନ୍ତି, ଯାହାକୁ ନେଇ ଭାରତୀୟଙ୍କ ମୁଣ୍ଡବିନ୍ଧା ବଢ଼ିଯାଇଛି। ଟ୍ରମ୍ପ ଶୁକ୍ରବାର ଏକ ଘୋଷଣାପତ୍ରରେ ହସ୍ତାକ୍ଷର କରିଛନ୍ତି, ଯାହା…

ଦୁର୍ଗାପୂଜାରେ କ’ଣ କରାଯିବ ଓ କ’ଣ କରାଯିବ ନେଇ ସେନେଇ ବିଏମ୍‌ସି ପକ୍ଷରୁ ପରାମର୍ଶ ଜାରି

ଦିନକ ପରେ ଶାରଦୀୟ ଦୁର୍ଗାପୂଜାର ନବରାତ୍ରୀ ଆରମ୍ଭ ହୋଇଯିବ। ଆସନ୍ତା ୨୭ ତାରିଖ ଠାରୁ ଷଷ୍ଠୀ ପୂଜା ଅବସରରେ ରାଜଧାନୀ ଭୁବନେଶ୍ବରର ୧୭୦ରୁ ଅଧିକ ଦୁର୍ଗାପୂଜାସ୍ଥଳରେ ଜନଗହଳି ଆରମ୍ଭ ହୋଇଯିବ। ତେବେ ମେଢ଼ରେ ଦୁର୍ଗାପୂଜା ଆରମ୍ଭ ହେବା ପୂର୍ବରୁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ…

ଆରପାରିରେ ଆଦିବାସୀ ନେତା ଜର୍ଜ ତିର୍କୀ, ଗଭୀର ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବୀରମିତ୍ରପୁର ନିର୍ବାଚନମଣ୍ଡଳୀର ପୂର୍ବତନ ତଥା ୪ ଥରର ବିଧାୟକ, ବିଶିଷ୍ଟ ଶ୍ରମିକ ଓ ଆଦିବାସୀ ନେତା ଜର୍ଜ ତିର୍କୀ ଆଉନାହାନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଛି। ଶନିବାର ବିଧାନସଭା ପରିସରରେ ଜର୍ଜ ତିର୍କୀଙ୍କୁ ଦିଆଯାଇଛି ଗାର୍ଡ ଅଫ ଅନର୍‌। ଏହା ସହିତ ଜର୍ଜ…

ଆସନ୍ତା ନଭେମ୍ବରରେ ରିଲିଜ ହେବା ମୁରବି

ମେଣ୍ଟିସ୍ ଫିଲ୍ମସ୍‌ର ପ୍ରସ୍ତୁତି ‘ମୁରବି’ ଆସନ୍ତା ନଭେମ୍ବରରେ ରିଲିଜ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ରହିଛି ବିପରୀତଧର୍ମୀ ଦୁଇ ପରିବାରର କାହାଣୀ। କୁନା ତ୍ରିପାଠୀ ଜେନା ପରିବାରର ମୁରବି ସାଜିଥିବା ବେଳେ ସ୍ୱାଇଁ ପରିବାରର ମୁରବି ହୋଇଛନ୍ତି ଚୌଧୁରୀ ଜୟ ପ୍ରକାଶ ଦାସ। ସ୍ୱାଇଁବାବୁ…

ହ୍ରାସ ପାଇଲା ଭାରତୀୟ ସେୟାର୍‌ ବଜାର

ଲଗାତର କିଛି ଦିନ ହେବ ଭାରତୀୟ ସେୟାର୍‌ ବଜାରର ସ୍ଥିତି ଭଲ ଥିବା ‌ବେଳେ ଏବେ ପୁଣି ଥରେ ପତନ ଦେଖିବାକୁ ମିଳିଛି। ସେନସେକ୍ସ ଏବଂ ନିଫ୍ଟି ହ୍ରାସ ପାଇଥିବା ବେଳେ ଆଦାନୀ ସେୟାର ଆଜି ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରିଛି। ଆଦାନୀ ସେୟାର ଶୁକ୍ରବାର ଦିନ ଖୁବ୍ ଭଲ ପ୍ରଦର୍ଶନ କରିଛି। ସେବି…

ତୃତୀୟ ଦିନ ରେ ବି ଚାଲିପାରିଲାନି ଗୃହ କାର୍ଯ୍ୟ , 4 ପର୍ଯ୍ୟନ୍ତ ମୁଲତବୀ

ଆଜି ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନର ତୃତୀୟ ଦିନ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିବଙ୍ଗ‌ତ ନେତା ବୀରମିତ୍ରପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ  ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଶୋକ ପ୍ରସ୍ତାବକୁ ବିରୋଧୀ ଦଳ…

ମହିଳାଙ୍କୁ ଟାଣିନେଇଥିଲା କୁମ୍ଭୀର , ମିଳିଲା ମୃତଦେହ

ନଦୀକୂଳକୁ ଛେଳି ଆଣିବାକୁ ଯାଇଥିବା ବେଳେ ଟାଣିନେଲା କୁମ୍ଭୀର । ଗତକାଲି ଠାରୁ ବନ ବିଭାଗ, ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକ ମାନଙ୍କ ଦ୍ବାରା ବହୁତ ଖୋଜାଖୋଜି ପରେ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର ହେଇଛି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ବେଣାକନ୍ଦା ଗାଁର ଲକ୍ଷ୍ମୀ ଦଳେଇ ନାମକ…

ଆସାମ ରାଇଫଲ୍ସର ଗାଡ଼ି ଉପରେ ଆକ୍ରମଣ, ୨ ଜଣ ଯବାନ ସହିଦ ଓ ୩ ଯବାନ ଆହତ

ମଣିପୁରର ରାଜଧାନୀ ଇମ୍ଫାଲ ଉପକଣ୍ଠରେ ଥିବା ବିଷ୍ଣପୁରଠାରେ ଆସାମ ରାଇଫଲ୍ସର ଗାଡ଼ି ଉପରେ ଆକ୍ରମଣ ହୋଇଛି । ଉଗ୍ରବାଦୀଙ୍କ ଏହି ଆକ୍ରମଣରେ ୨ ଜଣ ଯବାନ ସହିଦ ଓ ୩ ଯବାନ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଏକ ଟାଟା ୪୦୭ ମିନିବସରେ ଆସାମ ରାଇଫଲ୍ସର ୩୩ଜଣ ଯବାନ ଯାଉଥିବାବେଳେ…

ଆସନ୍ତା ଆକ୍ଟୋବର ଓ ନଭେମ୍ବର ମାସରେ ରାଜ୍ୟରେ ଅଧିକ ବର୍ଷା ହେବ

ଆସନ୍ତା ଆକ୍ଟୋବର ଓ ନଭେମ୍ବର ମାସରେ ରାଜ୍ୟରେ ଅଧିକ ବର୍ଷା ହେବ। ଏଥିସହ ଡିସେମ୍ବରରେ ପ୍ରବଳ ଜାଡ଼ ପଡ଼ିବ। ପାଣିପାଗ ବିଜ୍ଞାନୀମାନେ ଏଭଳି କିଛି ଅନୁମାନ କରିଛନ୍ତି। ଏଥର ନବରାତ୍ର ବର୍ଷାରେ ଭିଜିବ। ୨୬ ତାରିଖରୁ ରାଜ୍ୟରେ ବଦଳିବ ପାଗ। ୨୯ ତ‌ାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ…