Browsing Tag

#india

4 ଦିନ ବନ୍ଦ ରହିବ ବ୍ୟାଙ୍କ

ଅଧିକାଂଶ ରାଜ୍ୟରେ ଚତୁର୍ଥ ଶନିବାର ଓ ଗୌରୀ ପୂଜା ଥିବାରୁ ଏପ୍ରିଲ ୨୬ରେ ବ୍ୟାଙ୍କ ବନ୍ଦ ରହିବ। ଏପ୍ରିଲ ୨୭ (ରବିବାର) ସାଧାରଣ ସାପ୍ତାହିକ ଛୁଟି ରହିବ। ଆଗାମୀ କିଛି ଦିନ ମଧ୍ୟରେ ଭାରତରେ ନିମ୍ନଲିଖିତ ବ୍ୟାଙ୍କ ଛୁଟି ରହିବ। ଏପ୍ରିଲ ୨୬ରେ ଚତୁର୍ଥ ଶନିବାର ଏବଂ ଗୌରୀ ପୂଜା ଯୋଗୁ ଅନେକ…

ଆତଙ୍କୀଙ୍କ ଏଭଳି ଗଣହତ୍ୟାକୁ ଭୀରୁ-କାପୁରୁଷର କାମ – ଓମାର ଅବଦୁଲ୍ଲା

ଜାମ୍ମୁକାଶ୍ମୀରରେ ସରିଲା ସର୍ବଦଳୀୟ ବୈଠକ । ପହଲଗାମ୍  ଆତଙ୍କୀ ହମଲାକୁ ନେଇ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକ ପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆତଙ୍କବାଦୀ ଆକ୍ରମଣକୁ କଡା ଭାଷାରେ ନିନ୍ଦା…

ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ପାଳିତ ,  ୬ ଲକ୍ଷ ରାସନ କାର୍ଡ ବାଣ୍ଟନ ସହିତ ନୂତନ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା…

ପୁରୀର ତାଳବଣିଆଠାରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର  ୬ ଲକ୍ଷ ରାସନ କାର୍ଡ ବାଣ୍ଟିଛନ୍ତି। ଏହି କାର୍ଯ୍ୟକ୍ରମରେ ଷଷ୍ଠ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ୨ ଲକ୍ଷରୁ ଅଧିକ ନୂତନ ହିତାଧିକାରୀଙ୍କୁ ୨୦୦ କୋଟିର ସିଧାସଳଖ…

ପହଲଗାମ ଆତଙ୍କବାଦୀ ଆକ୍ରମଣ : ପାକିସ୍ତାନୀ ଅଭିନେତା ଫୱାଦ ଖାନଙ୍କ ଦୃଢ଼ ନିନ୍ଦା

ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପାକିସ୍ତାନୀ ଅଭିନେତା ଫୱାଦ ଖାନ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ଫୱାଦ ଖାନ ଇନଷ୍ଟାଗ୍ରାମରେ ଶୋକ ପ୍ରକାଶ କରି ଲେଖିଛନ୍ତି, 'ପହଲଗାମରେ ହୋଇଥିବା ଏହି ଜଘନ୍ୟ ଆକ୍ରମଣର ଖବର ଶୁଣି ଗଭୀର ଦୁଃଖିତ। ଆମର ପ୍ରାର୍ଥନା ପୀଡିତ ଏବଂ…

ପାକିସ୍ତାନୀଙ୍କୁ ଡ଼େଡ଼ଲାଇନ , ୩ ଦିନ ଭିତରେ ଭାରତ ଛାଡି ପାକିସ୍ତାନ ପଳାଅ

୭୨ ଘଣ୍ଟାରେ ଭାରତ ଛାଡ଼ । ୩ ଦିନ ଭିତରେ ଭାରତ ଛାଡି ପାକିସ୍ତାନ ପଳାଅ । ହାତରେ ମାତ୍ର ଅଳ୍ପ ସମୟ, ଯେତେ ଶୀଘ୍ର ପାରୁଛ ଡେଡଲାଇନ୍ ସରିବା ଆଗରୁ ଆମ ଦେଶ ଛାଡି ନିଜ ଦେଶକୁ ପଳାଅ । ପାକାସ୍ତାନୀଙ୍କୁ ୩ ଦିନ ଅର୍ଥାତ ୭୨ ଘଣ୍ଟାର ମହଲତ ଦେଇଛି ଭାରତ । ପହଲଗାମ୍ ହମଲା ପରେ ଆକ୍ସନ ମୋଡରେ ସରକାର…

ଖସିଲା ସୁନା ଦର

ଗତକାଲି ରାଜ୍ୟରେ ଐତିହାସିକ ଏକ ଲକ୍ଷ ଟଙ୍କା ସ୍ତର ଅତିକ୍ରମ କରି ଇତିହାସ ରଚିଥିବା ସୁନା ଦରରେ ବୁଧବାର ବଡ଼ ଧରଣର ହ୍ରାସ ହୋଇଛି। ଗୋଟିଏ ଦିନରେ ୨୪ କ୍ୟାରେଟ ସୁନା ଦାମ୍ ୩୦୦୦ ଟଙ୍କା କମ୍ ହେବାରୁ ତାହାର ମୂଲ୍ୟ ୯୮,୩୫୦ ଟଙ୍କାକୁ ହ୍ରାସ ପାଇଛି। ସେହିପରି, ୨୨ କ୍ୟ‌ାରେଟ୍ ସୁନା ଦର ୨୭୫୦…

ଭୁବନେଶ୍ବରରେ ସ୍ଥାପନ କରାଯିବ ଇଏସ୍‌ଆଇସି ମେଡିକାଲ୍ କଲେଜ

କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ପକ୍ଷରୁ ଦେଶରେ ୨୦ଟି ନୂଆ ମେଡିକାଲ୍ କଲେଜ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ସେଥିରୁ ଗୋଟିଏ ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ସ୍ଥାପନ କରାଯିବ। ଏସଂକ୍ରାନ୍ତୀୟ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି ବୋଲି ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡଭୀୟ…

ପହଲଗାମ ଆତଙ୍କବାଦୀ ଆକ୍ରମଣ : ପାକିସ୍ତାନ ସରକାରର ସରକାରୀ ‘ଏକ୍ସ’ ଆକାଉଣ୍ଟକୁ ଭାରତରେ ଏବେ ବନ୍ଦ୍‌ କରାଯାଇଛି

ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ଭାରତୀଙ୍କର ମୃତ୍ୟୁ ହେବା ପରେ ଭାରତ ପାକିସ୍ତାନ ମଧ୍ୟରେ ଗଣ୍ଡଗୋଳ ପୁଣି ତୀବ୍ର ହୋଇଛି। ପାକିସ୍ତାନ ସରକାରର ସରକାରୀ ‘ଏକ୍ସ’ ଆକାଉଣ୍ଟକୁ ଭାରତରେ ଏବେ ବନ୍ଦ୍‌ କରାଯାଇଛି। ଏହି ପଦକ୍ଷେପ ନୂଆଦିଲ୍ଲୀ…

କେବଳ ଚାଲିବା ଦ୍ୱାରା ଜଣେ ବ୍ୟକ୍ତି ସଂପୂର୍ଣ୍ଣ ଫିଟ ରହିପାରିବ କି? ଫିଟ ରହିବା ପାଇଁ ଆଉ କୌଣସି ବ୍ୟାୟାମର ଆବଶ୍ୟକତା…

ସବୁବେଳେ ସମସ୍ତେ ଚାଲିବାକୁ ପରାମର୍ଶ ଦିଅନ୍ତି। ଚାଲିବା ମଧ୍ୟ ଭଲ। ଆହତ ସମସ୍ୟାରୁ ମୁକୁଳିବା, ଫିଟନେସ ଯାତ୍ରା ଆରମ୍ଭ କରିବା ବେଳେ କିମ୍ବା ନିଜକୁ ଆକ୍ଟିଭ ରଖିବା ପାଇଁ ସ୍ୱାସ୍ଥ୍ୟ ବ୍ୟକ୍ତିବିଶେଷମାନେ ସର୍ବଦା ଚାଲିବାକୁ କୁହଅନ୍ତି। ଏହାକୁ ଫିଟ ରହିବାର ସବୁଠାରୁ ସହଜ ଉପାୟ ବୋଲି…

ଆଇପିଏଲ୍‌ର ୪୧ତମ ମ୍ୟାଚ୍‌ : ମୁମ୍ବାଇ ଇଣ୍ଡିଆନ୍ସ ଏକତରଫା ଭାବେ ୭ ୱିକେଟ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ…

ଚଳିତ ଆଇପିଏଲ୍‌ର ୪୧ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଏକତରଫା ଭାବେ ୭ ୱିକେଟ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ନବମ ମ୍ୟାଚ୍‌ରୁ ମୁମ୍ବାଇର ଏହା ପଞ୍ଚମ ବିଜୟ ଥିଲା। ଅନ୍ୟପକ୍ଷରେ ହାଇଦ୍ରାବାଦ ଅଷ୍ଟମ ମ୍ୟାଚ୍‌ରୁ ଷଷ୍ଠ ପରାଜୟ ବରଣ କରିଥିଲା। ହାଇଦ୍ରାବାଦକୁ ହରାଇବାରେ…