ଜିଏସ୍ଟି ସଂସ୍କାର ପ୍ରଭାବରେ ନବରାତ୍ରି ବିକ୍ରିରେ ନୂଆ ରେକର୍ଡ ହୋଇଛି
ଜିଏସ୍ଟି ସଂସ୍କାର ପ୍ରଭାବରେ ନବରାତ୍ରି ବିକ୍ରିରେ ନୂଆ ରେକର୍ଡ ହୋଇଛି। ଏହି ବିକ୍ରି ଗତ ୧୦ ବର୍ଷରେ ସର୍ବାଧିକ ବୋଲି ପିଆଇବି ପକ୍ଷରୁ ସୂଚନା ଦିଆଯାଇଛି। ନବରାତ୍ରିରେ ମାରୁତି ସୁଜୁକିର ବିକ୍ରି ୧୦୦ ପ୍ରତିଶତ ବଢ଼ିଛି ଯାହା ଗତ ଏକ ଦଶନ୍ଧିରେ ସର୍ବାଧିକ। କମ୍ପାନିର ବୁକିଂ ଦେଢ଼ ଲକ୍ଷ…