Browsing Tag

india-china

ଭାରତ-ଚୀନ୍‌ ସୀମାରେ ସେନା ପ୍ରତ୍ୟାହାର ଶେଷ

ଭାରତ-ଚୀନ୍‌ ସୀମାରେ ବିବାଦୀୟ ଅଂଚଳରୁ ଉଭୟ ଦେଶର ସେନା ପ୍ରତ୍ୟାହାର ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିବା ବେଳେ ଡେପ୍‌ସାଙ୍ଗ ଓ ଡେମ୍‌ଚୋକରୁ ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି। ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ ଲଦାଖର ଡେପ୍‌ସାଙ୍ଗ ଓ ଡେମ୍‌ଚୋକ ଅଞ୍ଚଳରୁ…

ମୋଦି-ଜିନପିଙ୍ଗ ଭେଟ ପରଠୁ ସୀମାରେ ଫେରୁଛି ଶାନ୍ତି

ଭାରତ-ଚୀନ୍ ସୀମାରେ ଫେରୁଛି ଶାନ୍ତି । ଉଭୟ ଦେଶ ମଧ୍ୟରେ ଲାଇନ୍ ଅଫ୍ ଆକଚୁଆଲ କଣ୍ଟ୍ରୋଲ୍-LACରେ ପାଟ୍ରୋଲିଂକୁ ନେଇ ସହମତି ପରେ, ସୈନ୍ୟ ଅପସାରଣ ପାଇଁ ହେଲା ବଡ଼ ନିଷ୍ପତ୍ତି । ଲଦାଖର ଡେପସାଙ୍ଗ ଓ ଡେମଚୋକରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଉଭୟ ଦେଶ ନିଷ୍ପତ୍ତି ନେଇଥିବା ଜାତୀୟ ଗଣମାଧ୍ୟମରୁ…

ବୁଧବାର ଋଷର କାଜାନଠାରେ ମୋଦୀ ଏବଂ ଜିନପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ

ବୁଧବାର ଋଷର କାଜାନଠାରେ  ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବ । ବର୍ତ୍ତମାନର ଜଟିଳ ବିଶ୍ବ ପରିସ୍ଥିତି ମଧ୍ୟରେ ଏହି ବୈଠକ ଉପରେ ସାରା ବିଶ୍ବର ନଜର ରହିବ । ଭାରତର ବୈଦେଶିକ ସଚିବ ବିକ୍ରମ ମିସ୍ରି କହିଛନ୍ତି, ଆସନ୍ତାକାଲି…