୫,୦୦୦ ସ୍କ୍ରିନରେ ରିଲିଜ୍ ହେବ ସାଲାର୍
ବଢ଼ୁଛି ସାଉଥ ସୁପରଷ୍ଟାର ପ୍ରଭାସଙ୍କ କ୍ରେଜ୍। ୫,୦୦୦ସ୍କ୍ରିନରେ ରିଲିଜ୍ ହେବ ସାଲାର। ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ସଲାର: ପାର୍ଟ ୧ ସିଜଫାୟାର’ ରିଲିଜ୍ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ। ନିକଟରେ ଫିଲ୍ମର ଟିଜର ଲଞ୍ଚ…