ରେଲଓ୍ବେ ଅଣ୍ଡରପାସ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ
ବାଲେଶ୍ବର: ବାଲେଶ୍ବରର ଚାନ୍ଦବାଲି ବ୍ଲକ୍ ଜନ୍ତୁଳି ନୂଆ ଗାଁ ଗ୍ରାମପଂଚାୟତର ଶତାଧିକ ଚାଷୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଭଦ୍ରକ ଏବଂ ଧାମରା ମଧ୍ୟରେ ଆଦାନି ପୋର୍ଟ ଦ୍ବାରା କରାଯାଇଥିବା ରେଲଲାଇନ ଏହି ଚାଷୀଙ୍କ ପାଇଁ ଏବେ ଦୁର୍ବିସହ ହୋଇପଡିଛି । ଚାଷୀମାନଙ୍କ ଧାନ ବିଲ…