ଇଂଲଣ୍ଡର ସ୍କୋର ୨୦୭/୨, ଭାରତ ଠାରୁ ୨୩୮ ରନ୍ ପଛରେ
ରାଜକୋଟ: ଗୁଜରାଟର ରାଜକୋଟସ୍ଥିତ ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସ୍ ଷ୍ଟାଡିୟମ୍ରେ ଖେଳାଯାଉଥିବା ୩ୟ ଟେଷ୍ଟର ଦ୍ବିତୀୟ ଦିନ ଶୁକ୍ରବାର ଖେଳ ଶେଷସୁଦ୍ଧା ଇଂଲଣ୍ଡ ୨ ୱିକେଟ ହରାଇ ୨୦୭ ରନ୍ ସଂଗ୍ରହ କରିଛି। ଫଳରେ ଅତିଥି ଟିମ୍ ଘରୋଇ ଟିମ୍ ଠାରୁ ୨୩୮ ରନ୍ ପଛରେ ରହିଛି। ଇଂଲଣ୍ଡର ପାଳି…