Browsing Tag

#cricket

ଭାରତ-ଇଂଲଣ୍ଡ ଦିନିକିଆ ମ୍ଯାଚ ପାଇଁ ଟିକଟ ଦର ହ୍ରାସ

ଓଡ଼ିଶା କ୍ରିକେଟ୍‌ପ୍ରେମୀଙ୍କୁ ମଙ୍ଗଳବାର ମିଳିଛି ପ୍ରତୀକ୍ଷିତ ଖୁସି ଖବର। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ହସ୍ତକ୍ଷେପ ପରେ ବାରବାଟୀ ଟିକଟ ଦର କମିବାକୁ ଯାଉଛି। ଆସନ୍ତା ଫେବ୍ରୁଆରି ୯ ତାରିଖରେ ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଏକଦିବସୀୟ…

ସଚିନଙ୍କ X ପୋଷ୍ଟ୍‌କୁ ନେଇ ଝଡ଼

ଅବସର ନେବାର ଠିକ୍‌ ୧୧ ବର୍ଷ ଗୋଟିଏ ଦିନ ପରେ ସଚିନ ତେନ୍ଦୁଲକର ନିଜ ଖେଳ ଜୀବନରେ ଅମ୍ପାୟାରଙ୍କ ବିରୋଧରେ ପରୋକ୍ଷରେ ସ୍ବର ଉଠାଇଛନ୍ତି। ସାମାଜିକ ଗଣମାଧ୍ୟମରେ ସଚିନ ଛାଡ଼ିଥିବା ଏକ ଛୋଟିଆ ପୋଷ୍ଟ୍‌ ହିଁ ତୁରନ୍ତ ଝଡ଼ ସୃଷ୍ଟି କରିଛି। ସଚିନଙ୍କ ପୁରୁଣା ପ୍ରଶଂସକ ଏହାର ଅର୍ଥ, ଅଭିପ୍ରାୟ…

ଦ୍ବିତୀୟ ଟି-୨୦ ମ୍ୟାଚରେ ପରାସ୍ତ ହେଲା ଭାରତ

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟି-୨୦ ମ୍ୟାଚରେ ଭାରତ ୩ ୱିକଟରେ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ୧୨୪ ରନ ସ୍କୋର କରିଥିଲା। ପ୍ରଥମ ମ୍ୟାଚରେ ଶତକ ହାସଲ କରିଥିବା ସଞ୍ଜୁ ସାମସନ ଏ ମ୍ୟାଚରେ ଖାତା ଖୋଲି ପାରିନଥିଲେ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୩୯ ରନ…

ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ୍

ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ସେଣ୍ଟ ଜର୍ଜ ପାର୍କରେ ଖେଳାଯିବ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରଥମ ମ୍ୟାଚରେ ୬୧ ରନରେ ବିଜୟଲାଭ କରିଥିଲା । ଆଜି ଖେଳିଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ରେ ବିଜୟ ଲାଭ କରି ୪ ମ୍ୟାଚ୍‌…

ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାରେ ବିଜୟରୁ ଅଭିଯାନ ଆରମ୍ଭ

ପ୍ରଥମ ଭାରତୀୟ ଭାବେ ସଂଜୁ ସାମସନ୍‌ କ୍ରମାଗତ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଶତକ ହାସଲ କରିବା ପରେ ସ୍ପିନ୍‌ରଙ୍କ କମାଲ କାରଣରୁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ସଂଜୁ ୫୦ ବଲ୍‌ରୁ ୧୦୭ ରନ୍ ସଂଗ୍ରହ କରିବା ପରେ ବରୁଣ ଚକ୍ରବର୍ତୀ, ରବି ବିଷ୍ଣୋଇ ପ୍ରତ୍ୟେକ ୩…

୨୪ ବର୍ଷ ପରେ ୩ମ୍ୟାଚ୍ ବିଶିଷ୍ଟ ସିରିଜ ହାରିଲା ଭାରତ

ଟେଷ୍ଟ ସିରିଜରେ ଭାରତର ଲଜ୍ୟାଜନକ ପରାଜୟ । ୨୫ ରନରେ ନ୍ୟୁଜିଲାଣ୍ଡଠୁ ହାରିଲା ଭାରତ । ବ୍ୟାଟ୍ସ ମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଟିମ୍ ଇଣ୍ଡିଆ ପରାଜିତ । ଭାରତ ଆଗରେ ୧୪୭ ରନର ଟାର୍ଗେଟ ଥିଲା ମାତ୍ର ୧୨୧ ରନ୍ କରିଛି ଟିମ ଇଣ୍ଡିଆ । ପ୍ରଥମ ଥର ପାଇଁ ୩ ମ୍ୟାଚ୍ ବିଶିଷ୍ଟ ସିରିଜ…

ପୁଣି ଆରସିବି ଅଧିନାୟକ ପଦ ସମ୍ଭାଳିବେ କୋହଳି

ଆଇପିଏଲ୍‌ର ଆଗାମୀ ଋତୁରେ ତାରକା ଭାରତୀୟ ଖେଳାଳି ବିରାଟ କୋହଲି ପୁଣି ଥରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଦଳର ଅଧିନାୟକ ପଦକୁ ଫେରିବେ। ଏଭଳି ସଙ୍କେତ ଏହି ଦଳ ପକ୍ଷରୁ ଦିଆଯାଇଛି। ଅଧିନାୟକ ପଦ ପାଇଁ ଆର୍‌ସିବି ଯୁବ ଭାରତୀୟ ତାରକା ଶୁବମନ୍ ଗିଲଙ୍କ ସହ କଥାବାର୍ତ୍ତା ଆରମ୍ଭ…

ଆଇପିଏଲ୍ ୨୦୨୫ରେ ବି ଖେଳିବେ ମାହି

ଅକ୍ଟୋବର ୩୧ ସୁଦ୍ଧା ବିଭିନ୍ନ ଫ୍ରାଞ୍ଚାଇଜ ସେମାନଙ୍କର ଖେଳାଳି ରିଟେନସନ୍ ତାଲିକା ଜାରି କରିବେ। ମେଗା ଅକ୍ସନ ପୂର୍ବରୁ ଧୋନିଙ୍କୁ ଚେନ୍ନାଇ ରିଟେନ କରିବ କି ନାହିଁ, ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଏହାରି ଭିତରେ ଏକ କାର୍ଯ୍ୟକ୍ରମରେ ଧୋନି ନିଜେ ଏପରି କିଛି କଥା କହିଛନ୍ତି,…

ଭାରତଠାରୁ ୩୦୧ ରନରେ ଆଗୁଆ ରହିଛି ନ୍ୟୁଜିଲାଣ୍ଡ

ପୁଣେ ଟେଷ୍ଟ ରୋଚକ ମୋଡ଼ରେ ପହଞ୍ଚିଛି । ଏହି ମ୍ୟାଚର ୨ୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ନିଜର ୨ୟ ଇନିଂସରେ ୫ ଓ୍ବିକେଟ ହରାଇ ୧୯୮ ରନ କରିପାରିଛି ଓ ଏହା ସହିତ ଭାରତଠାରୁ ୩୦୧ ରନରେ ଆଗୁଆ ରହିଛି । ଦଳ ପକ୍ଷରୁ ଓପନର ଟମ୍ ଲଥାମ୍ ୮୬ ରନ କରିଥିଲେ । ଭାରତ ଆଜି ନିଜର ଗତକାଲିର ସ୍କୋର…

ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ୍‌ ଦଳ ମାରିଲା ବାଜି

ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ୍‌ ଦଳ ଇତିହାସ ରଚିଛି । ଦୁବାଇରେ ‌ଆୟୋଜିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ରେ ବିଜୟଲାଭ କରିଛି ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ୍‌ ଦଳ । ଦକ୍ଷିଣ ଆଫ୍ରିକାକୁ ହରାଇ ନୂଆ ବିଜେତା ହୋଇଛି। ପ୍ରଥମ ଦୁଇ ସଂସ୍କରଣରେ ଉପବିଜେତା ନ୍ୟୁଜିଲାଣ୍ଡ ଫାଇନାଲ୍‌ରେ…