Browsing Tag

#cricket

ଟିମ୍‌ ଇଣ୍ଡିଆର ରୋମାଞ୍ଚକର ବିଜୟ, ୫ ରନରେ ହାରିଲା ବାଂଲାଦେଶ

ସୂର୍ଯ୍ୟକୁମାର ନମ୍ବର ଏକ ବ୍ୟାଟସମ୍ୟାନ ଟିମ୍‌ ଇଣ୍ଡିଆର ରୋମାଞ୍ଚକର ବିଜୟ, ୫ ରନରେ ହାରିଲା ବାଂଲାଦେଶ । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍‌ ଇଣ୍ଡିଆ । ଓପନର୍‌ ଲୋକେସ ରାହୁଲ ଏବଂ ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧଶତକ ବଳରେ ୬ ଓ୍ବିକେଟ ହରାଇ ସଂଗ୍ରହ କରିଥିଲା ୧୮୪ ରନ ।

ବାଂଲାଦେଶକୁ ୧୮୫ ରନ୍‌ର ଟାର୍ଗେଟ୍‌ ଦେଇଛି ଭାରତ

ଆଡିଲେଡ୍‌ ୦୨/ ୧୧: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ବୁଧବାର ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ବାଂଲାଦେଶ । ଲୋକେସ ରାହୁଲ ଏବଂ ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୮୪ ରନ କରିଛି ଟିମ୍‌ ଇଣ୍ଡିଆ । ଦର୍ଶନୀୟ

ପାକିସ୍ତାନର ପରାଜୟ ପରେ ଦଳକୁ ଚାରିଆଡୁ ଉପହାସ କରାଯାଉଛି

ପର୍ଥ: ଚଳିତ ‌ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନର ପରାଜୟ ପରେ ଏବେ ପାକିସ୍ତାନ ଖେଳାଳିଙ୍କୁ ସୋସିଆଲ ମିଡିଆରେ ଜବରଦସ୍ତ ଉପହାସ କରାଯାଉଛି । https://twitter.com/virendersehwag/status/1585646667315179521?s=20&t=SGEm8n1cA-zX0RfrM9_ASg

କୋଏମ୍ବାଟୁର କାର୍‌ ବିସ୍ଫୋରଣ ମାମଲାରେ ଏନଆଇଏ ଏଫଆଇଆର ଦାଖଲ କଲା

କୋଏମ୍ବାଟୁର: ରବିବାର କୋଏମ୍ବାଟୁରର ଏକ ମନ୍ଦିର ସମ୍ମୁଖରେ ହୋଇଥିବା କାର ବିସ୍ଫୋରଣ ମାମଲାରେ ଏନଆଇଏ ଏନଆଇଏ ଏଫଆଇଆର ଦାଖଲ କରିଛି । ଆତଙ୍କବାଦୀ ଷଡ଼୍‌ଯନ୍ତ୍ର ଥିବା ପୁଲିସ ତଦନ୍ତରୁ ଜଣାପଡ଼ିବା ପରେ ଏହି ମାମଲାକୁ ତଦନ୍ତ ହାତକୁ ନେଇଛି ଏନଆଇଏ ।

ଟି ଟ୍ୱେଣ୍ଟି ବିଶ୍ୱକପରେ ନେଦରଲ୍ୟାଣ୍ଡସକୁ ୫୬ ରନ୍‌ରେ ହରାଇଲା ଟିମ୍ ଇଣ୍ଡିଆ

ସିଡନୀ: ଟି ଟ୍ୱେଣ୍ଟି ବିଶ୍ୱକପରେ ଭାରତର ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି । ନେଦରଲ୍ୟାଣ୍ଡସକୁ ୫୬ ରନ୍‌ରେ ହରାଇଛି ଟିମ୍ ଇଣ୍ଡିଆ । ୧୮୦ ରନ୍‌ର ବିଜୟ ଟାର୍ଗେଟକୁ ପିଛା କରି ନେଦରଲ୍ୟାଣ୍ଡସ ୯ ଉଇକେଟସ ହରାଇ ୧୨୩ ରନ କରିବାକୁ ସମର୍ଥ ହୋଇଛି । ନେଦରଲ୍ୟାଣ୍ଡସ ଦଳର କୌଣସି

ନେଦରଲାଣ୍ଡ ବିପକ୍ଷରେ ଟସ ଜିତି ଭାରତ କରିବ ବ୍ୟାଟିଂ

ସିଡନି: ଆଉ କିଛି ସମୟ ପରେ ନେଦରଲାଣ୍ଡକୁ ଭେଟିବ ଟିମ୍‌ ଇଣ୍ଡିଆ । ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ରୋହିତ । ଏହି ମ୍ୟାଚରେ ବଡ଼ ସ୍କୋର କରି ଜିତିବାକୁ ଚ୍ୟେଷ୍ଟା କରିବ । ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ଭାରତର ଏହା ଦ୍ବିତୀୟ ମୁକାବିଲା । ନେଦରଲାଣ୍ଡ ବିପକ୍ଷ

ରୋମାଞ୍ଚକର ମ୍ୟାଚରେ ଭାରତ ୪ ଓ୍ବିକେଟରେ ବିଜୟୀ

ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡଠାରେ ଖେଳାଯାଉଥିବା ଟି-୨୦ ବିଶ୍ବକପରେ ଭାରତ ଶେଷ ଓଭରର ଶେଷ ବଲରେ ବିଜୟୀ ହୋଇଛି । ବିରାଟ କୋହଲି ୮୨ ରନ କରି ଏକ ମ୍ୟାଚ ବିଜୟୀ ପାଳି ଖେଳିଛନ୍ତି । ଶେଷ ବଲରେ ଭାରତ ୨ ରନର ଦରକାର କରୁଥିବାବେଳେ  ବୋଲର ମହମ୍ମଦ ନଓ୍ବାଜ ଗୋଟିଏ ଓ୍ବାଇଡ୍ ପକାଇବାରୁ

୮ ଓ୍ବିକେଟ ହରାଇ ୧୫୯ ରନ ସଂଗ୍ରହ କରିଛି ପାକିସ୍ତାନ

ଟି -20 ବିଶ୍ବକପରେ ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ୧୫୯ ରନ ସଂଗ୍ରହ କରିଛି ପାକିସ୍ତାନ । ଭାରତକୁ ଜିତିବାକୁ ହେଲେ ୧୬୦ ରନ କରିବାକୁ ହେବ । ତେବେ ଭାରତ ମଧ୍ୟ 4 ଉଇକେଟ ହରାଇସାରିଛି । ରାହୁଲ, ରୋହିତ, ସୂର୍ଯ୍ୟକମାର , ଅକ୍ଷର ପଟେଲ ଆଉଟ ହୋଇ ଫେରିଛନ୍ତି । ପାକିସ୍ତାନର ଦୁଇ

ଆଜି ଠାରୁ ଟି-୨୦ ବିଶ୍ୱକପର ସୁପର-୧୨ ମୁକାବିଲା

ସରିଲା ଟି-୨୦ ବିଶ୍ୱକପର ପ୍ରଥମ ରାଉଣ୍ଡ । ଆଜି ଠାରୁ ସୁପର-୧୨ ମୁକାବିଲା । ଅଷ୍ଟ୍ରେଲିଆ-ନ୍ୟୁଜିଲ୍ୟାଣ୍ଡ ମୁହାଁମୁହିଁ ହେବେ । ଆସନ୍ତାକାଲି ଭାରତ-ପାକିସ୍ତାନ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ ।ବର୍ଷା ଆଶଙ୍କା ମଧ୍ୟରେ ଥିବା ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଅଷ୍ଟ୍ରେଲିଆର

ଚଳିତ ଟି-୨୦ ବିଶ୍ବକପରେ ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟାଇଛି ଆୟର୍ଲାଣ୍ଡ

ଚଳିତ ଟି-୨୦ ବିଶ୍ବକପରେ ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟାଇଛି ଆୟର୍ଲାଣ୍ଡ । ଇଣ୍ଡିଜ୍ ୨୦୧୨ ଓ ୨୦୧୬ରେ ଟି-୨୦ ବିଶ୍ବକପ ଚାମ୍ପିଅନ ହୋଇଥିଲା । ଦୁଇ ଦୁଇ ଥରର ବିଶ୍ବକପ ବିଜେତା ଓ୍ବେଷ୍ଟ ଇଣ୍ଡିଜକୁ ବିଶ୍ବକପରୁ ବାହାର କରିଦେଇଛି ଆୟର୍ଲାଣ୍ଡ ଦଳ । ହୋବାର୍ଟଠାରେ ହୋଇଥିବା ଏକ ମ୍ୟାଚରେ