Browsing Tag

#cricket

ଲକ୍ଷ୍ନୌକୁ ୭ ରନରେ ହରାଇଲା ଗୁଜରାଟ

ଲକ୍ଷ୍ନୌ : ହାରୁ ହାରୁ ଜିତିଛି ଗୁଜରାଟ । ସୋସିଆଲ ମିଡିଆରେ ଏନେଇ ପ୍ରଶଂସକମାନେ ଲକ୍ଷ୍ନୈାକୁ ଦୋଷ ଦେଉଛନ୍ତି । ଲକ୍ଷ୍ନୌ ସୁପରଜାୟାଣ୍ଟସକୁ ୭ ରନରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ । ଶେଷ ଓଭରରେ ଲକ୍ଷ୍ନୌ ୧୨ ରନ ଆବଶ୍ୟକ କରୁଥିବାବେଳେ ମୋହିତ ଶର୍ମା ଚମତ୍କାର ବୋଲିଂ କରି ମ୍ୟାଚ ଛଡ଼ାଇ…

ହାଇଦ୍ରାବାଦକୁ ହରାଇ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଚେନ୍ନାଇ

ଚେନ୍ନାଇ: ହାଇଦ୍ରାବାଦକୁ ୭ ୱିକେଟରେ ପରାସ୍ତ କରି ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଚେନ୍ନାଇ । ଚଳିତ ବର୍ଷ ଆଇପିଏଲରେ ଚେନ୍ନାଇ ପ୍ଲେ ଅଫ୍ ଖେଳିବା ସମ୍ଭାବନା ସୃଷ୍ଟି ହୋଇଛି । ଦଳ ତୃତୀୟ ସ୍ଥାନକୁ ଆସିଥିବାରୁ ଚେନ୍ନାଇ ପ୍ରଶଂସକମାନେ ଖୁସି ମନାଇଛନ୍ତି । ୧୩୫ ରନ୍ର ଲକ୍ଷ୍ୟକୁ ପିଛା କରି…

ଦିଲ୍ଲୀରେ ଡିସି-କେକେଆର ମୁହାଁମୁହିଁ

ନୂଆଦିଲ୍ଲୀ  :  ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ ରାଇଡର୍ସ  ମୁହାଁମୁହିଁ ହେବେ। ମ୍ୟାଚରେ ରହିବା ପାଇଁ ଡିସି ପାଇଁ କର ବା ମର ସ୍ଥିତି ରହିଛି। କ୍ରମାଗତ ପାଞ୍ଚଟି ପରାଜୟ ପରେ, ଡିସି ପାଇଁ ଯେ କୌଣସି ମୂଲ୍ୟରେ ଏହି ମ୍ୟାଚ ଜିତିବା ଆବଶ୍ୟକ । ଦିଲ୍ଲୀ ପାଇଁ ଆଜି ଗୁରୁତ୍ୱପୂର୍ଣ୍ ।…

ମୋହାଲିରେ ପିବିକେଏସ-ଆରସିବି ଲଢ଼େଇ

ମୋହାଲି  :  ପଞ୍ଜାବ ଏବଂ ବାଙ୍ଗାଲୋର ମଧ୍ୟରେ ଚାଲିଛି ମ୍ୟାଚ । ବ୍ୟାଟିଂ କରୁଛି ବାଙ୍ଗାଲୋର । ପ୍ରଥମରୁ କୋହଲି ଏବଂ ଡୁ ଫ୍ଲେସିସି ଭଲ ବ୍ୟାଟିଂ ଆରମ୍ଭ କରିଛନ୍ତି ।  ପଞ୍ଜାବ  ଶେଷ ମ୍ୟାଚରେ ଲକ୍ଷ୍ନୌସୁପର ଜ୍ୟାଣ୍ଟସକୁ ପରାସ୍ତ କରିଥିଲା। ସିଜିନରେ ତିନୋଟି ବିଜୟ ଏବଂ ଦୁଇଟି ପରାଜୟ ସହିତ…

ରାଜସ୍ଥାନ ରୟାଲ୍ସକୁ ୧୦ ରନ୍‌ରେ ପରାସ୍ତ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଚତୁର୍ଥ ବିଜୟ

ରାଜସ୍ଥାନ ରୟାଲ୍ସକୁ ୧୦ ରନ୍‌ରେ ପରାସ୍ତ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌  ବିଜୟ ହାସଲ କରିଛି। ୧୫୪ କରିଥିବା ଲକ୍ଷ୍ନୌ ନବୀନ ଉଲ୍‌ ହକ୍‌ଙ୍କ କଞ୍ଜୁସ ବୋଲିଂ ସାଙ୍ଗକୁ ଆୱେସ ଖାନ୍‌ଙ୍କ ୩ ଓ ମାର୍କସ ଷ୍ଟୋଇନିସ୍‌ଙ୍କ ୨ ୱିକେଟ୍‌ ଦଖଲ ବଳରେ ରାଜସ୍ଥାନ ରୟାଲ୍ସ ପାଳିକୁ ୧୪୪/୬ରେ ଅଟକାଇ…

ରାଜସ୍ଥାନ ରୟାଲ୍ସ ସହ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମୁକାବିଲା

ଜୟପୁର: ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଥିବା ରାଜସ୍ଥାନ ରୟାଲ୍ସ ଆଜି ସଂଧ୍ୟାରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ଭେଟିବ। କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ଦଳ ୩ ବିଜୟ ସହ ପଏଣ୍ଟ ତାଲିକାର ଦୁଇ ସ୍ଥାନରେ ରହିଛି । ଲକ୍ଷ୍ନୌର ବ୍ୟାଟିଂ ବିଭାଗ ବେଶ ଶକ୍ତିଶାଳୀ । । ଓପନର୍ କାଇଲ…

ଭାରତକୁ ୨୧ ରନରେ ହରାଇଲା ଅଷ୍ଟ୍ରେଲିଆ: ଭାରତ ୨୪୮ ରନ କରି ଅଲଆଉଟ

୩ୟ ଦିନିକିଆରେ ଭାରତକୁ ୨୧ ରନରେ ହରାଇଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ଦ୍ବାରା ରଖାଯାଇଥିବା ୨୭୦ ରନ ଜବାବରେ ଭାରତ ୪୯.୧ ତମ ଓଭରରେ ୨୪୮ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୫୪ ରନ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନ ଓ ଶୁଭମନ ଗିଲ ୩୭ ରନ…

ଅଷ୍ଟ୍ରେଲିଆ ବିପକ୍ଷ ଆଜି ଦ୍ବିତୀୟ ଦିନିକିଆ : କମବ୍ୟାକ କରିବେ ରୋହିତ ଶର୍ମା

ବିଶାଖାପଟନମରେ ହେବାକୁ ଥିବା  ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଦଳକୁ କମବ୍ୟାକ କରିବେ ଭାରତର ଅଧିନାୟକ ରୋହିତ ଶର୍ମା ।  ରୋହିତ ପୁଣିଥରେ ଦଳକୁ ଫେରୁଥିବା ବେଳେ ସୂର୍ଯ୍ୟକୁମାର ଯାଦବ କିମ୍ବା ଇଶାନ କିସାନଙ୍କୁ ଦଳରୁ ବାଦ ଦିଆଯାଇପାରେ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ…

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ: ବୋଲିଙ୍ଗ୍‌ କରୁଛି ଭାରତ

ମୁମ୍ବାଇସ୍ଥିତ ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ  ଆୟୋଜିତ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ଟସ୍‌ ଜିଣିବା ପରେ ଭାରତ ପ୍ରଥମେ ବୋଲିଙ୍ଗ୍‌ କରୁଛି।  ସୂଚନା ଅନୁସାରେ, ଅଷ୍ଟ୍ରେଲିଆ 42 ରନ୍‌ ସଂଗ୍ରହ କରିଛି। ଟସ୍‌ ଜିଣିବା ପରେ ଭାରତୀୟ ଦଳର ଅଧିନାୟକ ହାର୍ଦ୍ଦିକ୍‌…

ବାଂଲାଦେଶକୁ ହରାଇଲା ଭାରତ

ରୋମାଞ୍ଚକର ସ୍ଥିତିରେ ଥିବା ଟେଷ୍ଟ ମ୍ୟାଚରେ ଭାରତ ଓ ବାଂଲାଦେଶକୁ ପରାସ୍ତ କରିଛି । ଦ୍ୱିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ ଜିତି ଭାରତ ସିରିଜ ବିଜୟୀ ହୋଇଛି । ଆଜି ଚତୁର୍ଥ ଦିନରେ ଭାରତକୁ ଜିତିବାକୁ ହେଲେ ୧୦୦ ରନର ଆବଶ୍ୟକତା ଥିବା ବେଳେ ଅଶ୍ବିନ ଏବଂ ଶ୍ରେୟସ ଆୟରଙ୍କ ଭାଗିଦାରୀ ଦ୍ବାରା