Browsing Tag

anla-navami

ଆଜି ପବିତ୍ର ଅଁଳା ନବମୀ

ଆଜି ପବିତ୍ର ଅଁଳା ନବମୀ  ।  ଧର୍ମ ମାସ କାର୍ତ୍ତିକ ଶୁକ୍ଳପକ୍ଷ ନବମୀ । ଏହି ଅବସରରେ ପୁରୀ ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀଗୋପୀନାଥ ମନ୍ଦିରରେ ଶ୍ରୀକୃଷ୍ଣ ନଟବର ଓ ମା’ ରାଧା ଓଡ଼ିଆଣୀ ବେଶରେ ଭୂଷିତ ହେବେ । ପବିତ୍ର ଅଁଳା ନବମୀ ଅବସରରେ ବର୍ଷକୁ ଥରଟିଏ ଏହି ବେଶ ସହ ରାଧା ପାଦ ଦର୍ଶନ ପାଇଁ…