ରାଜସ୍ଥାନ ବିପକ୍ଷରେ ମ୍ୟାଚ ଜିତିଲା:କୋଲକାତା ନାଇଟ ରାଇଡର୍ସ

ରାଜସ୍ଥାନ ବିପକ୍ଷରେ ମ୍ୟାଚ ଜିତିଲା:କୋଲକାତା ନାଇଟ ରାଇଡର୍ସ

ମେଟ୍ରୋଟିଭିଓଡିଶା(୧୮.୪.୨୦୨୨)

ରାଜସ୍ଥାନ ରୋୟଲ୍ସ- କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଆଜି ଖେଳାଯାଉଛି ମ୍ୟାଚ । ଏତିରେ ଟସ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛନ୍ତି କୋଲକାତାର ଅଧିନାୟକ ଶ୍ରେୟସ ଆୟର । ଏହି ମ୍ୟାଚ ପାଇଁ ଗୋଟିଏ ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇବ କେକେଆର । ଅମନ ଖାନଙ୍କ ସ୍ଥାନରେ ଶିବମ ମାବିଙ୍କୁ ଆଜିର ମ୍ୟାଚରେ ସ୍ଥାନ ଦେଇଛନ୍ତି ଶ୍ରେୟସ ।

ସେପଟେ ରାଜସ୍ଥାନ ମଧ୍ୟ ଦଳରେ ୩ଟି ପରିବର୍ତ୍ତନ କରିଛି । କରୁଣ ନାୟାର ଏବଂ ଓବେଡ ମାକୟ ଦଳରେ ସ୍ଥାନ ପାଇଥିବା ବେଳେ ପ୍ଲେଇଙ୍ଗ ୧୧ କୁ ପୁଣି ଥରେ କମବ୍ୟାକ କରୁଛନ୍ତି ଫାଷ୍ଟ ବୋଲର ଟ୍ରେଣ୍ଟ ବୋଲ୍ଟ । ରାଜସ୍ଥାନ ପ୍ରଶଂସକମାନଭ୍କ ପାଇଁ ଏହା ଏକ ଖୁସି ଖବର ଯେ, ଦଳର ଷ୍ୟାର ଏବଂ ସଫଳ ବୋଲର ପୁଣି ଥରେ ମ୍ୟାଚ ପାଇଁ ଉପଲବ୍ଧ ହୋଇଛନ୍ତି ।