କେନ୍ଦ୍ରାପଡାରେ ନିର୍ବାଚନୀ ପ୍ରଚାର ଜୋରଦାର

କେନ୍ଦ୍ରାପଡାରେ ନିର୍ବାଚନୀ ପ୍ରଚାର ଜୋରଦାର

ମେଟ୍ରୋ ଟିଭି ଓଡିଶା,୧୧/୨ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ୨୨ ନମ୍ବର ଜିଲ୍ଲା ପରିଷଦ ଜୋନ୍ ର ବିଜେଡି ର ଜିଲ୍ଲା ପରିଷଦ ପ୍ରାଥି ଅପୁ ପରିଡା ନିଜର ଦଳୀୟ ସମର୍ଥନ ମାନଙ୍କୁ ଧରି ଜମ୍ଭୁ ଫେରିଘାଟ ଠାରୁ ଏକ ବିରାଟ ବାଇକ ଶୋଭାଯାତ୍ରା କରି ଥିଲେ ।

ଶକ୍ତି ପ୍ରଦର୍ଶନ କଳା ବିଜେଡି


ସୂଚନା ଅନୁସାରେ,ପ୍ରଥମେ ଜମ୍ବୁ ଫେରିଘାଟ ରେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁପଟ୍ଟନାୟକ ପ୍ରତିମୃତ୍ତି ରେ ମାଲ୍ୟପ୍ରଣ କରି ବାଇକି ଶୋଭାଯାତ୍ରା କରି ଗାଁ କୁ ଗାଁ ବୁଲି ନିଜ ପାଇଁ ଶଙ୍ଖ ଚିହ୍ନ ରେ ଭୋଟ ଭିକ୍ଷା କରିବା ସହ ବିଜେଡି ସମର୍ଥତ ସରପଞ୍ଚ ପ୍ରାଥି ପ୍ରଣବ ତରାଇ ଓ ସମିତି ସଭ୍ୟା ପ୍ରାଥିନି ନମିତା ମଳିକ କୁ ଭୋଟ ଦେବା ପାଇଁ ଭୋଟର ମାନଙ୍କୁ କହିଥିଲେ ।
report-ସୁବାସ ସ୍ୱାଇଁ, metro tv odisha