ମା’ ହେଲା ବାଘୁଣୀ ‘ରୁପା’

ନନ୍ଦନକାନନରେ 4 ବାଘ ଛୁଆକୁ ଜନ୍ମ ଦେଲା ବାଘୁଣୀ ରୁପା । ସମସ୍ତ ଶାବକ ସୁସ୍ଥ ଅଛନ୍ତି ।  ମା’ ରୁପା ସହ 4 ବାଘ ଶାବକଙ୍କୁ ସିସିଟିଭି ନଜରରେ ରଖାଯାଇଛି । ଧଳା ବାଘୁଣୀ ରୁପା ତୃତୀୟ ଥର ପାଇଁ ମା’ ହୋଇଥିବା ଜଣାପଡିଛି ।