ପୁରୀ କେନାଲରେ କୁମ୍ଭୀର ଆତଙ୍କ
ମେଟ୍ରୋ ଟିଭି ଓଡିଶା (୪ .୩ .୨୦୨୨) :
ଭୁବନେଶ୍ୱର ଉପକଣ୍ଠ ହଂସପାଳ ଛକ ନିକଟସ୍ଥ ପୁରୀ ମୁଖ୍ୟ କେନାଲରେ ଆଜି ଏକ ଘଡ଼ିଆଳ କୁମ୍ଭୀର ଦେଖିବାକୁ ମିଳିଛି। କୁମ୍ଭୀରଟି ପ୍ରାୟ ୧୨ ଫୁଟରୁ ଅଧିକ ଲମ୍ବାର ହେବ |

ଏହାକୁ ଦେଖି ଲୋକମାନେ କେନାଲ ପାଖରେ ଭିଡ ଜମାଇଥିଲେ | ସେପଟେ ଲୋକଙ୍କୁ ଘଉଡାଇବାକୁ ଘଟଣା ସ୍ଥଳରେ ପୋଲିସ ପହଁଚିଛି। ନରାଜ ମୁଣ୍ଡଳୀରୁ କୁମ୍ଭୀରଟି ଆସିଥିବା ଅନୁମାନ କରାଯାଉଛି।