କିଛିଦିନର ବ୍ୟବଧାନ ପରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ପାଇଁ ଚୟନ ପ୍ରକ୍ରିୟାକୁ ନେଇ ପୁଣିଥରେ ହଲ୍ଚଲ୍ ଆରମ୍ଭ ହୋଇଛି। ଫୋନ୍ ଜରିଆରେ କଂଗ୍ରେସ କର୍ମୀଙ୍କଠାରୁ ମତାମତ ସଂଗ୍ରହ କରାଯାଉଥିବା ଚର୍ଚ୍ଚା ଚାଲିଛି। ସଭାପତି ପାଇଁ ୩ଟି ନାଁ ଓ ଚଳିତ ନିର୍ବାଚନରେ ଦଳର ବିପର୍ଯ୍ୟୟ ପଛର କାରଣ ପଚରାଯାଉଛି। ତେବେ ଏଭଳି ଫୋନ୍ କଲ୍କୁ ନେଇ ଦଳ ଏବେ ଦୁଇ ଭାଗ। କେହି କେହି ଏଭଳି କଲ୍ ଏଆଇସିସିରୁ ଆସୁଥିବା କହୁଥିବା ବେଳେ ଅନ୍ୟମାନେ ପ୍ରଭାରୀ ଅଜୟ କୁମାରଙ୍କ ଏକ ଟିମ୍ ଏଭଳି ତଥ୍ୟ ସଂଗ୍ରହ କରୁଥିବା କହୁଛନ୍ତି। ଏସବୁ ଭିତରେ କେବେସୁଦ୍ଧା ପ୍ରକ୍ରିୟା ଶେଷ ହୋଇ ସଭାପତିଙ୍କ ନାମ ଘୋଷଣା ହେବ ତାହା ନେଇ କିଛି ସ୍ପଷ୍ଟତା ନାହିଁ।
Trending
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ
- ସରିଲା ମାଟ୍ରିକ୍ ପରୀକ୍ଷା, ମେ ପ୍ରଥମ କିମ୍ୱା ଦ୍ୱିତୀୟ ସପ୍ତାହରେ ବାହାରିବା ମାଟ୍ରିକ୍ ରେଜଲ୍ଟ
- ପଶ୍ଚିମ ଏସିଆରେ ଉତ୍ତେଜନା ଓ ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଦେଖି ଟେନସନରେ ଭାରତ,ଭାରତୀୟଙ୍କୁ ସୁରକ୍ଷା ଦବା କଥା କହିଲେ ପ୍ରଧାନମନ୍ତ୍ରୀ ମୋଦୀ
- ଆମେରିକା ଦୂତାବାସ ସମ୍ପତ୍ତି ଭଙ୍ଗାରୁଜା କଲେ ପ୍ରଦର୍ଶନକାରୀ,୧୨ ମୃତ ୬୦ରୁ ଅଧିକ ଆହତ
- ଦଳରୁ ବହିଷ୍କାର ପରେ ଅସନ୍ତୋଷ ଜାହିର କରିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ
- ରାଜଧାନୀରେ ୟୁଟ୍ୟୁବର ହତ୍ୟା ମାମଲାରେ ଜଣେ ଯବାନଙ୍କ ସହ ୩ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୁଲିସ୍
Next Post