ସଂସଦର ଆଇଟି ଓ କମ୍ୟୁନିକେସନ ଷ୍ଟାଣ୍ଡି କମିଟିରୁ ଇସ୍ତଫା ଦେଲେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ମନ୍ତବ୍ୟକୁ ବିରୋଧ କରି ସେ ଇସ୍ତଫା ଦେଇଛନ୍ତି। ଏନେଇ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସସ୍ମିତ ପାତ୍ର ନିଜ ଇସ୍ତଫା ପତ୍ର ପଠାଇଛନ୍ତି ।ରାଜ୍ୟସଭା ଷ୍ଟାଣ୍ଡିଂ କମିଟିରୁ ଇସ୍ତଫା ଦେଇଥିବା ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ନିଶିକାନ୍ତ ଦୁବେ ବିଜୁ ବାବୁଙ୍କ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିଲେ । ମନ୍ତବ୍ୟକୁ ଖଣ୍ଡ କରିବା ସହ ଏହାର ପ୍ରତିବାଦରେ ଷ୍ଟାଣ୍ଡିଂ କମିଟିରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି। ଲୋକସଭା ଅଧିନରେ ଷ୍ଟାଣ୍ଡି କମିଟି ରହିଥିବାରୁ ଇସ୍ତଫା ସଂପର୍କରେ ଲୋକସଭା ବାଚସ୍ପତିଙ୍କୁ ଜଣାଇବା ଇସ୍ତଫା ପତ୍ରରେ ଅନୁରୋଧ କରିଛନ୍ତି ସସ୍ମିତ ପାତ୍।
Trending
- ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ମନ୍ତବ୍ୟକୁ ବିରୋଧ କରି ଇସ୍ତଫା ଦେଲେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର
- ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ : ୨୯୪ଟି ଆସନରୁ କଂଗ୍ରେସ ୨୮୪ଟି ଆସନ ନିମନ୍ତେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି
- ମନ୍ କି ବାତ୍ରେ ଓଡ଼ିଆଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- କେନ୍ଦୁଝର ଗଡ଼ ମ୍ୟୁନିସିପାଲଟିରେ ବିଜେଡିକୁ ବଡ଼ ଝଟକା ଉପାଧ୍ୟକ୍ଷାଙ୍କ ସହ ୯ ଜଣ କାଉନସିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି
- ମାଓବାଦୀଙ୍କ ପାଇଁ ସତର୍କ ଘଣ୍ଟି, ସରେଣ୍ଡର ନକଲେ ସୁରକ୍ଷାକର୍ମୀଙ୍କୁ ସାମ୍ନା କରିବାକୁ ପଡ଼ିବ-ଓଡ଼ିଶା ପୋଲିସ ଡିଜି
- ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବେଙ୍ଗଲରୁ ହିଁ ବିଜେପି ଅନ୍ତର ଆରମ୍ଭ ହେବ ବୋଲି ଦାବି କରିଛନ୍ତି ମମତା ବାନାର୍ଜୀ
- ସୁଭଦ୍ରା ଯୋଜନା : ଏପ୍ରିଲ ୧ରୁ ଆରମ୍ଭ ହେବ ନୂତନ ପଞ୍ଜୀକରଣ ପ୍ରକ୍ରିୟା
- ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୧୦,୫୯୯ କୋଟି ଟଙ୍କାର ବ୍ୟୟବରାଦ
- ଲକଡାଉନର ରିପୋର୍ଟ ସମ୍ପୂର୍ଣ୍ଣ ମିଥ୍ୟା – ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ପୁରୀ
Prev Post