ଦୁଇ ବର୍ଷ ହେବ କରୋନା ଯୋଗୁଁ କାଉଡି ଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଏଥିପାଇଁ ପ୍ରଶାସନ ଅନୁମତି ଦେଇଛି । ତେଣୁ ଧବଳେଶ୍ୱର ପୀଠ ସହ ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିବ । ଏଥିପାଇଁ ଆଠଗଡ ଉପଜିଲ୍ଲପାଳ ତଥା ଦେବୋତ୍ତର କମିସନର ହେମନ୍ତ କୁମାର ସ୍ୱାଇଁଙ୍କ ସହ ପୂଜକ ସମିତିର ମିଳିତ ବୈଠକ ବହୁ ପୂର୍ବରୁ ଶେଷ ହୋଇଛି । ଧବଳେଶ୍ୱରରେ ଚଳିତ ବର୍ଷ ଲକ୍ଷାଧିକ ସଂଖ୍ୟାରେ କାଉଡିଆଙ୍କ ସମାଗମ ହେବା ଆଶଙ୍କା କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଝୁଲା ପୋଲ ପାଶ୍ୱର୍ରୁ ବ୍ୟାରିକେଡ୍ କରାଯାଇଛି ।ଏଥିସହିତ ପୀଠର ପଶ୍ଚିମ ପାଶ୍ୱର୍ରୁ ବ୍ୟାରିକେଡ୍ ଯୋଗେ କାଉଡିଆମାନେ ଯିବା ସହିତ ହୋଟେଲ ନିରୂପମା ପାଶ୍ୱର୍ ଦେଇ ମନ୍ଦିରକୁ ପ୍ରବେଶ କରି ଭୋଗ ମଣ୍ଡପରେ ଥିବା ଲିଙ୍ଗରେ ପାଣି ଢାଳିବେ ।କିନ୍ତୁ ଚଳିତ ବର୍ଷ ଧବଳେଶ୍ବର ପୀଠକୁ ବାହୁଙ୍ଗି ନେଇ ଯାଇପାରିବେ ନାହିଁ କାଉଡ଼ିଆ। ଶ୍ରାବଣ ମାସରେ ଧବଳେଶ୍ୱର ପୀଠକୁ କାଉଡ଼ଇାମାନେ ବାହୁଙ୍ଗି ଆଣିବାକୁ ବାରଣ କରାଯାଇଛି। ଝୁଲାପୋଲ ପର୍ଯ୍ୟନ୍ତ କାଉଡ଼ଇା ବାହୁଙ୍ଗି ନେଇପାରିବେ। ହେଲେ ଆଉ ଭିତରକୁ ନେଇପାରିବେନାହିଁ ।
Trending
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ବିଜେଡିକୁ ଜୋରଦାର୍ ଝଟକା। ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ
- ସୁଜାତା ଆର୍ କାର୍ତ୍ତିକେୟନଙ୍କୁ ଶକ୍ତି ନାନୀ ଉପାଖ୍ୟାନ ଦେଲେ – ଶ୍ରୀମୟୀ ମିଶ୍ର
- ବାବା ଧବଳେଶ୍ଵରଙ୍କ ପୀଠରେ ପାଳନ ହେଉଛି ବଡଓଷା ପର୍ବ