ଭଦ୍ରକରେ ଫେରୁଛି ଶାନ୍ତି

ଭଦ୍ରକରେ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ଉପୁଜିବା ପରେ ଏହା ହିଂସାର ରୂପ ନେଇଥିଲା | ସେହି ଅଞ୍ଚଳରେ ୧୪୪ଧାରା ଲାଗିବା ସହ ଇଣ୍ଟରନେଟ ସେବାଗୁଡିକୁ ସମ୍ପୂର୍ଣ ବନ୍ଦ କରିଦିଆଯାଇଥିଲା | ଭଦ୍ରକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା ଓ ଇଣ୍ଟରନେଟ ସେବା ଯୋଗାଇବାପାଇଁ ନିଷ୍ପତ୍ତି ନିଆଯାଇଥିଲା |ସେଠାରେ ଏବେ ଇଣ୍ଟରନେଟ ସେବା ଜାରି ରହିଛି | ସକାଳ ୬ରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହୁଛି ଏବଂ ବର୍ତ୍ତମାନ  ୧୬୩ ଧାରା ଜାରି ରହିଛି |

YouTube player