ସକାଳୁ ସକାଳୁ ମହାପ୍ରଭୁଙ୍କ ଦର୍ଶନ କଲେ ଭାରତୀୟ କ୍ରିକେଟର

ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଗଲେ ଭାରତୀୟ କ୍ରିକେଟ ଟିମ୍ ସଦସ୍ୟ ।ବାରବାଟୀରେ ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଏକଦିବସୀୟ ମ୍ୟାଚ୍ ଖେଳିବା ପୂର୍ବରୁ ମହାପ୍ରଭୁଙ୍କ ସାନିଧ୍ୟ ନେବାକୁ ଶ୍ରୀମନ୍ଦିର ଯାଇଛନ୍ତି ।ଭାରତୀୟ ଟିମ୍ ରେ ଥିବା ତିନି ସ୍ପିନର ୱାଶିଂଟନ ସୁନ୍ଦର୍ , ଅକ୍ସର୍ ପଟେଲ ଓ ବରୁଣ ଚକ୍ରବର୍ତ୍ତୀ ରହିଛନ୍ତି ।ସିଂହଦ୍ଵାରରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଭବ୍ୟ ସ୍ବାଗତ କରାଯାଇଛି ।