୨୯ ତାରିଖକୁ ସରକାରୀ ଛୁଟି ଘୋଷଣା ,ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
୨୯ ତାରିଖକୁ ସରକାରୀ ଛୁଟି ଘୋଷଣା ହୋଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛିି।ନୂଆଖାଇ ପର୍ବ ଉପଲେକ୍ଷେ ୨୯ ତାରିଖ ଛୁଟି ରହିବ। ସବୁ ସରକାରୀ କାର୍ଯ୍ୟାଳୟ, ମାଜିଷ୍ଟେରିଆଲ କୋର୍ଟ ଛୁଟି ରହିବ। ଏଥିପାଇଁ ସେପ୍ଟେମ୍ବର ୧୩ ଦ୍ବିତୀୟ ଶନିବାର କାର୍ଯ୍ୟଦିବସ ଘୋଷଣା ହୋଇଛି।